Home Bibles ଗଣନା ପୁସ୍ତକ 18:27 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 18:27 · ଓଡ଼ିଆ ବାଇବେଲ

ଠିକ୍ ଶସ୍ଯ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହବେ।

Cross references

ଲେବୀୟ ପୁସ୍ତକ 6:19

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

ଗଣନା ପୁସ୍ତକ 15:20

ତୁମ୍ଭମାନେେ ନିଜ ନିଜ ପ୍ରଥମ ଶସ୍ଯରୁ ଉତ୍ତୋଳନୀଯ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ଯ ମର୍ଦ୍ଦନ ସ୍ଥାନ ରେ ଉତ୍ତୋଳନୀଯ ଉପହାର, ସହେିପରି ତାହା ଉତ୍ତୋଳନ କରିବା ଉଚିତ୍।

ଗଣନା ପୁସ୍ତକ 18:30

ମାଶାେ ଲବେୀୟମାନଙ୍କୁ କହିଲେ, ଯେତବେେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇଶ୍ରାୟେଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ଯ ଓ ଦ୍ରାକ୍ଷାରସ ତୁଲ୍ଯ ଗ୍ରହଣ କରାୟିବା ଉଚିତ୍।

ଦିତୀୟ ବିବରଣ 15:14

ତୁମ୍ଭମାନେେ ସମାନଙ୍କେୁ ତୁମ୍ଭମାନଙ୍କର ପଶକ୍ସ୍ଟ ମଧ୍ଯରକ୍ସ୍ଟ କିଛି, କିଛି ଶସ୍ଯ ଏବଂ କିଛି ଦ୍ରାକ୍ଷାରସ ସମାନଙ୍କେୁ ଦବୋ ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ଯରକ୍ସ୍ଟ କିଛି ନିଶ୍ଚିତ ଭାବରେ ସମାନଙ୍କେୁ ଦବୋ ଉଚିତ୍।

ଦିତୀୟ ରାଜାବଳୀ 6:27

ଇଶ୍ରାୟେଲର ରାଜା କହିଲେ, ଯଦି ସଦାପ୍ରଭୁ ତୁମ୍ଭକୁ ସାହାୟ୍ଯ ନ କରନ୍ତି ତବେେ ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ମାେ ପାଖ ରେ ତୁମ୍ଭକୁ ଦବୋକୁ କିଛି ନାହିଁ। ଶସ୍ଯ ଖଳା ରେ ଶସ୍ଯ ନାହିଁକି ଦ୍ରାକ୍ଷାକ୍ଷେତ୍ର ରେ ଦ୍ରାକ୍ଷାରସ ନାହିଁ।

ହୋଶେୟ 9:1

ହେ ଇଶ୍ରାୟେଲ, କୌଣସି ଉତ୍ସବ ପାଳନ କର ନାହିଁ। ଅନ୍ୟ ଦେଶପରି ଖୁସି ହୁଅ ନାହିଁ। ତୁମ୍ଭେ ଜଣେ ଗଣିକା ପରି ବ୍ଯବହାର କଲ ଓ ପରମେଶ୍ବରଙ୍କୁ ଭୁଲିଗଲ। ତୁମ୍ଭମାନେେ ପ୍ରତି ଶସ୍ଯଖଳା ରେ ୟୌନ ଅପରାଧମୂଳକ ପାପ କଲ।

Interlinear

Choose Theme