ଏହାପରେ ତାଡିଶୁନ୍ଯ ରୋଟୀ ଓ ତୈଳୟୁକ୍ତ ତାଡିଶୂନ୍ଯ ଚକୁଳୀ, ଏବଂ ତୈଳୟୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡୀଶୂନ୍ଯ ଅଟାରୁ ପ୍ରସ୍ତୁତ କରିବ।
Cross references
ସହେି ରାତ୍ରି ରେ, ତୁମ୍ଭେ ତା'ର ମାଂସକୁ ଅଗ୍ନି ରେ ଦଗ୍ଧ କରି ତାଡି ଶୂନ୍ଯ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ।
ଏହାପରେ ତାଡୀଶୂନ୍ଯ ରୋଟୀ ଡାଲା ନଇେ ସହେି ଡାଲାକୁ ସଦାପ୍ରଭୁଙ୍କୁ ସମ୍ମୁଖ ରେ ଥୋଇବ। ସହେି ଡାଲାରୁ ଏକ ରୋଟୀ, ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ହବେ।
ଆଉ ଯଦି କହେି ତୁନ୍ଦୁର ରେ ପକ୍ବ କରି ଶସ୍ଯ-ନବୈେଦ୍ଯ ଦିଏ, ତବେେ ତାହା ତାଡିଶୁନ୍ଯ ରୋଟୀ ଓ ତୈଳର ଛଣା ୟାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହବେ।
ପୁଣି ତାହା ଉପରେ ତୈଳ ଦବେ ଓ ଲୋବାନି ରଖିବ। ତାହା ଶସ୍ଯ ନବୈେଦ୍ଯ ହବେ।
ୟଜ୍ଞବଦେୀ ଉପରେ ଅଗ୍ନି ସର୍ବଦା ଜ୍ବଳନ୍ତ ରହିବ, କଦାପି ନିର୍ବାପିତ ହବେ ନାହିଁ।
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ସମସ୍ତ ଶସ୍ଯ ନବୈେଦ୍ଯ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳ ମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥି ରେ କିଛି ପ୍ରଭଦେ ରହିବ ନାହିଁ। ସହେି ନବୈେଦ୍ଯ ହାରୋଣଙ୍କ ପୁତ୍ରଗଣଙ୍କ ମଧିଅରେ ବଣ୍ଟାୟିବ।
କହେି ଯବେେ ସଦାପ୍ରଭୁଙ୍କୁ ପ୍ରଶଂସା କରିବାକୁ ମଙ୍ଗଳାର୍ଥକ ବଳି ଆଣେ, ତବେେ ସେ ତଲେ ରେ ଛଣା ହାଇେଥିବା ମଙ୍ଗଳାର୍ଥକ ବଳି ସହିତ ତାଡିଶୂନ୍ଯ ରୋଟୀ, ତୈଳୟୁକ୍ତ ଚାଡିଶୂନ୍ଯ ଚକୁଳି ଓ ସରୁ ମଇଦାର ତୈଳମିଶ୍ରିତ ପକ୍ବପିଠା ଉତ୍ସର୍ଗ କରିବ।
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷକୋର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମଷେଛୁଆ ଓ ତାଡିଶୂନ୍ଯ ରୋଟୀର ଡାଲା ଏକତ୍ରୀତ କର।
ଆଉ ସେ ତାଡିଶୁନ୍ଯ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖ ରେ ନିତ୍ଯ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ବ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡିଶୂନ୍ଯ ରୋଟୀ ଓ ଡାହାଣ ଚଟୁଆ ଓ ମଦେ ଉପରେ ଥୋଇଲେ।
ସେ ଉତ୍ସର୍ଗ କରିବ, ଏକ ଡାଲା ତାଡିଶୂନ୍ଯ ରୋଟୀ ଭଲ ମଇଦା ରେ, ତଲେ ମିଶାଇ ବନାଇବ ଏବଂ ତାଡିଶୂନ୍ଯ ସରୁ ପିଠା ତଲେ ତାହା ଉପରେ ଦଇେ ବନା ହବେ। ଓ ତହିଁର ଶସ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ।
ନାସରୀଯ ବ୍ରତ ରେ ଥିବା ବ୍ଯକ୍ତି ନିଜର ମସ୍ତକ ଲଣ୍ତା କଲାପରେ, ଯାଜକ ସହେି ମଷେର ରନ୍ଧା ହାଇେଥିବା ସ୍କନ୍ଧ, ଗୋଟିଏ ତାଡିଶୂନ୍ଯ ପିଠା ସହେି ଡାଲାରୁ ଏବଂ ଗୋଟିଏ ସରୁ ପିଠା ଦବେ।
ତୁମ୍ଭମାନେେ ସଂମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହବୋଲାଗି ତୁମ୍ଭମାନଙ୍କ ଭିତ ରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭମାନେେ ସହେି ଖମୀର ଶୂନ୍ଯ ନିସ୍ତାର ପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାର ପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହାଇେ ଯାଇଛନ୍ତି।