Home Bibles ☰ Books ଲେବୀୟ ପୁସ୍ତକ 27:6 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 27:6 · ଓଡ଼ିଆ ବାଇବେଲ

ପୁଣି ଏକମାସଠାରୁ ପାଞ୍ଚ ବର୍ଷ ପର୍ୟ୍ଯନ୍ତ ଶିଶୁ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ନିମନ୍ତେ ପାଞ୍ଚ ଶକେଲ ରୂପା ଓ ସ୍ତ୍ରୀ ନିମନ୍ତେ ତିନି ଶକେଲ ରୂପା ହବେ।

Cross references

ଗଣନା ପୁସ୍ତକ 3:40

ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଇଶ୍ରାୟେଲର ପ୍ରଥମଜାତ ପୁରୁଷ ଲୋକମାନଙ୍କର ଏକ ମାସର ଅଧିକ ବଯସ୍କ ସମସ୍ତ ଗଣନା କର ଓ ସମାନଙ୍କେର ନାମ ତାଲିକା କର।

ଗଣନା ପୁସ୍ତକ 18:14

ଇଶ୍ରାୟେଲ ରେ ସଦାପ୍ରଭୁଙ୍କୁ ସମସ୍ତ ଉତ୍ସର୍ଗୀକୃତ ଦ୍ରବ୍ଯ ତୁମ୍ଭର ହବେ।

Interlinear

Choose Theme