ଲେବୀୟ ପୁସ୍ତକ 27:7 · ଓଡ଼ିଆ ବାଇବେଲ
ପୁଣି ଷାଠିଏ ବର୍ଷରୁ ଅଧିକ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ପାଇଁ ପନ୍ଦର ଶକେଲ ରୂପା ଓ ସ୍ତ୍ରୀ ନିମନ୍ତେ ଦଶ ଶକେଲ ରୂପା ହବେ।
Cross references
ଗୀତସଂହିତା 90:10
ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ, ଅଥବା ୟଦି ଆମ୍ଭେ ଶକ୍ତିଶାଳୀ ତବେେ ଅଶୀ ବର୍ଷ ବଞ୍ଚିପାରୁ। ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ୟନ୍ତ୍ରଣାରେ ଭରପୁର ହାଇେଥାଏ। ଏହାପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।