ଗଣନା ପୁସ୍ତକ 18:14 · ଓଡ଼ିଆ ବାଇବେଲ
ଇଶ୍ରାୟେଲ ରେ ସଦାପ୍ରଭୁଙ୍କୁ ସମସ୍ତ ଉତ୍ସର୍ଗୀକୃତ ଦ୍ରବ୍ଯ ତୁମ୍ଭର ହବେ।
Cross references
ଲେବୀୟ ପୁସ୍ତକ 27:21
ମାତ୍ର ସହେି କ୍ଷେତ୍ର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହେଲେ ତାହା ବିଶଷେ ଉପହାର ତୁଲ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ ଓ ତହିଁରେ ଯାଜକର ଅଧିକାର ହବେ।
ଲେବୀୟ ପୁସ୍ତକ 27:28
ଯଦି କୌଣସି ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବିଶଷେ ଉପହାର ଉତ୍ସର୍ଗ କରେ, ଏହା ବ୍ଯକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହାଇପୋ ରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହବେ ନାହିଁ। ପ୍ରେତ୍ୟକକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ।
ଯିହିଜିକଲ 44:29
ସମାନେେ ଶସ୍ଯ ବଳି, ପାପାର୍ଥକ ବଳି ଓ ଦୋଷର୍ଥକ ବଳି ଭୋଜନ କରିବେ। ଇଶ୍ରାୟେଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସମାନଙ୍କେର ହବେ।