ଲେବୀୟ ପୁସ୍ତକ 27:5 · ଓଡ଼ିଆ ବାଇବେଲ
ଆଉ ପଞ୍ଚମ ବର୍ଷରୁ କୋଡିଏ ବର୍ଷ ପର୍ୟ୍ଯନ୍ତ ହେଲେ ତୁମ୍ଭର ନିରୂପିତ ମୂଲ୍ଯ ପୁରୁଷ ପାଇଁ କୋଡିଏ ଶକେଲ ରୂପା ଓ ସ୍ତ୍ରୀ ପାଇଁ ଦଶ ଶକେଲ ରୂପା ହବେ।
Cross references
ଆଦି ପୁସ୍ତକ 37:28
ଯେତବେେଳେ ମିଦିଯନୀଯ ବଣିକମାନେ ସମାନଙ୍କେର ନିକଟକୁ ଆସିଲେ, ଭାଇମାନେ ଯୋଷଫେକୁ କୂଅ ଭିତରୁ ବାହାର କରି ଆଣିଲେ ଏବଂ କୋଡ଼ିଏ ରେ ୗପ୍ୟ ମୁଦ୍ରା ରେ ବିକ୍ରୀ କରି ଦେଲେ। ସହେି ବଣିକମାନେ ତାକୁ ମିଶରକୁ ନଇଗେଲେ।