ସହେି ରୋଟୀ ହାରୋଣ ଓ ତାଙ୍କର ପୁତ୍ର ଗଣଙ୍କର ହବେ। ଆଉ ସମାନେେ ସହେି ରୋଟୀକୁ ଏକ ପବିତ୍ରସ୍ଥାନ ରେ ଭକ୍ଷଣ କରିବା ଉଚିତ୍। କାରଣ ସଗେୁଡିକ ସଦାପ୍ରଭୁଙ୍କ ନବୈେଦ୍ଯର ପବିତ୍ର ଅଂଶ। ଏହି ରୋଟୀ ଚିରଦିନ ପାଇଁ ସମାନଙ୍କେର ଅଂଶ ହବେ।
Cross references
ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛ ରେ ଥିବା ନିଯମ-ସିନ୍ଦୁକ ଓ ଏହାର ସମ୍ମୁଖ ରେ ଥିବା ଏହାକୁ ସନ୍ଧ୍ଯାରୁ ସକାଳ ପର୍ୟ୍ଯନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ଯବସ୍ଥା ଇଶ୍ରାୟେଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରପୁଜ୍ଯ ହବେ।
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାଗମ ତମ୍ବୁ ଦ୍ବାର ଦେଶ ରେ ଏହାକୁ ଖାଇବେ। ଡାଲା ରେ ଥିବା ରୋଟୀକୁ ମଧ୍ଯ ସମାନେେ ଖାଇବେ।
ଏହି ବିଧି ପ୍ରେତ୍ୟକକ ଗୃହ ରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ଯତ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀଯ ହବେ। ତୁମ୍ଭମାନେେ ଯେଉଁ ଠା ରେ ରୁହ ନା କାହିଁକି ମଦେ କିମ୍ବା ରକ୍ତ ଭୋଜନ କରିବ ନାହିଁ।
ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ଏହା ହାମବେଳିର ବ୍ଯବସ୍ଥା ଅଟେ, ହାମବେଳି ସମସ୍ତ ପ୍ରଭାତ ହବୋ ପର୍ୟ୍ଯନ୍ତ ୟଜ୍ଞବଦେୀର ଅଗ୍ନି ଉପରେ ରହିବ, ପୁଣି ଅଗ୍ନି ଜ୍ବଳନ୍ତ ରହିବା ଉଚିତ୍।
ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସହେି ଭସ୍ମକୁ ଛାଉଣୀ ବାହା ରେ ଏକ ଶୁଚି ସ୍ଥାନକୁ ନଇୟିବେ।
ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସମାନେେ ସମାଗମ ତମ୍ବୁର ପା୍ରଙ୍ଗଣ ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାଡି ବିନା ତାକୁ ଭକ୍ଷଣ କରିବେ।
ପୁଣି ସମାଗମ ତମ୍ବୁ ଦ୍ବାରା ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।
ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ ତମ୍ବୁ ସମ୍ମୁଖ ରେ ମାଂସ ରାନ୍ଧ। ତୁମ୍ଭମାନେେ ମଧ୍ଯ ତାହା ସଠାେରେ ଭୋଜନ କରିବ।' ନି ଯୋଗର୍ଥକ ଡାଲା ରେ ଥିବା ରୋଟୀ ନଇେ ଏକାଠି ଭୋଜନ କର।
ଏହାପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିଯାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ଯ ନବୈେଦ୍ଯ, ତାହା ତୁମ୍ଭମାନେେ ନଇେ ୟଜ୍ଞବଦେୀ ନିକଟରେ ବିନା ତାଡି ରେ ଭୋଜନ କର, ତାହା ମହାପବିତ୍ର।
ତୁମ୍ଭମାନେେ କାହିଁକି ପବିତ୍ର ସ୍ଥାନ ରେ ସହେି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦଇେଛନ୍ତି।
ସେ ଆପଣା ପରମେଶ୍ବରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।
ଦାଉଦ ଯାଜକଙ୍କକ୍ସ୍ଟ ଉତ୍ତର ଦେଲେ, ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ୟୌନ ସଐର୍କ ନାହିଁ। ମାରେ ଲୋକମାନେ ସର୍ବଦା ଶରୀରକକ୍ସ୍ଟ ପବିତ୍ର ରଖିଥାନ୍ତି। ଯେତବେେଳେ ଆମ୍ଭେ ୟକ୍ସ୍ଟଦ୍ଧକକ୍ସ୍ଟ ଯାଉ ଏପରିକି କବଳେ ସାଧାରଣ ଅଭିୟାନ ହେଲବେି ଏବଂ ଆଜି ତ ଏକ ସ୍ବତନ୍ତ୍ର ଦିନ ଅଟେ, କାରଣ ଆମର ଅଭିୟାନ ଆଜି ବହକ୍ସ୍ଟତ ସ୍ବତନ୍ତ୍ର।
ମାତ୍ର, ତୁମ୍ଭମାନେେ ଆମ୍ଭର ନାମର ଅସମ୍ମାନ କରୁଛ। ତୁମ୍ଭମାନେେ କହୁଛ ସଦାପ୍ରଭୁଙ୍କର ୟଜ୍ଞବଦେୀ ଅପବିତ୍ର।
ସେ ପରମେଶ୍ବରଙ୍କ ଘ ରେ ପ୍ରବେଶ କରିଥିଲେ ଓ ପରମେଶ୍ବରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦଇେଥିଲେ। ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନଥିଲା। କାରଣ କବଳେ ଯାଜକମାନଙ୍କୁ ତାହା ଖାଇବାପାଇଁ ଅନୁମତି ଦିଆଯାଇଥାଏ।
ତୁମ୍ଭମାନେେ କ'ଣ ପଢିନାହଁ ଯେ, ଅବିଯାଥାର ମହାୟାଜକ ଥିବା ସମୟରେ ଦାଉଦ ପରମେଶ୍ବରଙ୍କ ମନ୍ଦିର ରେ ପ୍ରବେଶ କରି ପରମେଶ୍ବରଙ୍କୁ ଅର୍ପଣ କରାଯାଇ ଥିବା ଖାଦ୍ୟ ଖାଇଥିଲେ? ମାଶାଙ୍କେ ନିୟମ ଅନୁସାରେ ଯାଜକମାନେ କବଳେ ସହେି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ଯତୀତ ଆଉ କାହାରିକୁ ସହେି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ଯ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦଇେଥିଲେ।
ଦାଉଦ ପରମେଶ୍ବରଙ୍କ ଘର ଭିତରକୁ ପଶିଲେ। ପରମେଶ୍ବରଙ୍କୁ ଅର୍ପିତ ହାଇେଥିବା ରୋଟୀ ଉେଠଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ଯ ଖାଇବାକୁ ଦଇେଥିଲେ। ଏହା ମାଶାଙ୍କେ ଆଦେଶର ବିରୁଦ୍ଧାଚରଣ ଥିଲା। ମାଶାଙ୍କେ ଆଦେଶ ଅନୁସାରେ ଏହି ରୋଟୀ କବଳେ ଯାଜକମାନଙ୍କ ବ୍ଯତୀତ ଅନ୍ୟ କାହାରି ଖାଇବା ଉଚିତ ନୁହେଁ।