Home Bibles ଲୂକଲିଖିତ ସୁସମାଚାର 6:4 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 6:4 · ଓଡ଼ିଆ ବାଇବେଲ

ଦାଉଦ ପରମେଶ୍ବରଙ୍କ ଘର ଭିତରକୁ ପଶିଲେ। ପରମେଶ୍ବରଙ୍କୁ ଅର୍ପିତ ହାଇେଥିବା ରୋଟୀ ଉେଠଇ ଆଣି ନିଜେ ଖାଇଥିଲେ ତଥା ସାଥୀମାନଙ୍କୁ ମଧ୍ଯ ଖାଇବାକୁ ଦଇେଥିଲେ। ଏହା ମାଶାଙ୍କେ ଆଦେଶର ବିରୁଦ୍ଧାଚରଣ ଥିଲା। ମାଶାଙ୍କେ ଆଦେଶ ଅନୁସାରେ ଏହି ରୋଟୀ କବଳେ ଯାଜକମାନଙ୍କ ବ୍ଯତୀତ ଅନ୍ୟ କାହାରି ଖାଇବା ଉଚିତ ନୁହେଁ।

Cross references

ଲେବୀୟ ପୁସ୍ତକ 24:5

ଆଉ ତୁମ୍ଭେ ସରୁ ମଇଦା ନଇେ ତହିଁରେ ବାର ଗୋଟି ପିଠା ପ୍ରସ୍ତୁତ କରିବ, ପ୍ରେତ୍ୟକକ ପିଠା ଏକ ଐଫାର ଦୁଇ ଦଶମାଂଶ ହବେ।

Interlinear

Choose Theme