Home Bibles ☰ Books ଯାତ୍ରା ପୁସ୍ତକ 29:32 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:32 · ଓଡ଼ିଆ ବାଇବେଲ

ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାଗମ ତମ୍ବୁ ଦ୍ବାର ଦେଶ ରେ ଏହାକୁ ଖାଇବେ। ଡାଲା ରେ ଥିବା ରୋଟୀକୁ ମଧ୍ଯ ସମାନେେ ଖାଇବେ।

Cross references

ଯାତ୍ରା ପୁସ୍ତକ 24:9

ମାଶାେ, ହାରୋଣ, ନାଦବ୍, ଅବୀହୂ ଏବଂ ଇଶ୍ରାୟେଲର ସତୁରି ଜଣ ପ୍ରଚୀନବର୍ଗ ପର୍ବତ ଆରୋହଣ କଲେ।

ଯାତ୍ରା ପୁସ୍ତକ 29:2

ଏହାପରେ ତାଡିଶୁନ୍ଯ ରୋଟୀ ଓ ତୈଳୟୁକ୍ତ ତାଡିଶୂନ୍ଯ ଚକୁଳୀ, ଏବଂ ତୈଳୟୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡୀଶୂନ୍ଯ ଅଟାରୁ ପ୍ରସ୍ତୁତ କରିବ।

ଯାତ୍ରା ପୁସ୍ତକ 29:23

ଏହାପରେ ତାଡୀଶୂନ୍ଯ ରୋଟୀ ଡାଲା ନଇେ ସହେି ଡାଲାକୁ ସଦାପ୍ରଭୁଙ୍କୁ ସମ୍ମୁଖ ରେ ଥୋଇବ। ସହେି ଡାଲାରୁ ଏକ ରୋଟୀ, ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ହବେ।

ଲେବୀୟ ପୁସ୍ତକ 10:12

ଏହାପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିଯାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ଯ ନବୈେଦ୍ଯ, ତାହା ତୁମ୍ଭମାନେେ ନଇେ ୟଜ୍ଞବଦେୀ ନିକଟରେ ବିନା ତାଡି ରେ ଭୋଜନ କର, ତାହା ମହାପବିତ୍ର।

ମାଥିଉଲିଖିତ ସୁସମାଚାର 12:4

ସେ ପରମେଶ୍ବରଙ୍କ ଘ ରେ ପ୍ରବେଶ କରିଥିଲେ ଓ ପରମେଶ୍ବରଙ୍କୁ ଅର୍ପଣ କରାଯାଇଥିବା ପବିତ୍ର ରୋଟୀ ସେ ଓ ତାହାଙ୍କ ସହିତ ଥିବା ଲୋକମାନେ ଖାଇଦଇେଥିଲେ। ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଦାଉଦ ଓ ତାହାଙ୍କ ସାଥୀମାନଙ୍କର ଏହା ଖାଇବା ଅଧିକାର ନଥିଲା। କାରଣ କବଳେ ଯାଜକମାନଙ୍କୁ ତାହା ଖାଇବାପାଇଁ ଅନୁମତି ଦିଆଯାଇଥାଏ।

Interlinear

Choose Theme