Home Bibles ଲେବୀୟ ପୁସ୍ତକ 24:10 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 24:10 · ଓଡ଼ିଆ ବାଇବେଲ

ଅନନ୍ତର ଜଣେ ମିଶରୀଯ ପୁରୁଷର ଔରସ ରେ ଇଶ୍ରାୟେଲୀୟ ଜଣେ ସ୍ତ୍ରୀଠାରୁ ଜାତ ଏକ ଇଶ୍ରୀଯଲେ ପୁତ୍ର, ଇଶ୍ରାୟେଲୀୟମାନଙ୍କ ଛାଉଣୀ ଭିତରକୁ ଗଲା। ସେ ଛାଉଣୀ ରେ ପ୍ରବେଶ କଲା ଓ ଜଣକ ସହିତ କଳି କଲା।

Cross references

ଯାତ୍ରା ପୁସ୍ତକ 12:38

ସମାନେେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମଷେ, ଛଳେି ଓ ଗୋରୁଗାଈ ସହିତ ଅନକେ ପଶୁ ସମାନଙ୍କେ ସହିତ ଥିଲେ।

ଗଣନା ପୁସ୍ତକ 11:4

ତା'ପରେ ସମାନଙ୍କେ ମଧ୍ଯରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳଇଚ୍ଛା ହେଲା। ଇଶ୍ରାୟେଲର ଲୋକମାନେ ସମାନଙ୍କେ ସହିତ ୟୋଗ ଦେଲେ ଏବଂ ପାଟି କଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ?

Interlinear

Choose Theme