Home Bibles ଲେବୀୟ ପୁସ୍ତକ 2:1 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 2:1 · ଓଡ଼ିଆ ବାଇବେଲ

ଆଉ କହେି ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଶସ୍ଯ ନବୈେଦ୍ଯ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦା ରେ ନବୈେଦ୍ଯ ହବେ। ପୁଣି ସେଥି ରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।

Cross references

ଯାତ୍ରା ପୁସ୍ତକ 29:2

ଏହାପରେ ତାଡିଶୁନ୍ଯ ରୋଟୀ ଓ ତୈଳୟୁକ୍ତ ତାଡିଶୂନ୍ଯ ଚକୁଳୀ, ଏବଂ ତୈଳୟୁକ୍ତ ସରୁ ପିଠା, ଏହିସବୁ ଭଲ ଗହମରୁ ପ୍ରସ୍ତୁତ ତାଡୀଶୂନ୍ଯ ଅଟାରୁ ପ୍ରସ୍ତୁତ କରିବ।

ଲେବୀୟ ପୁସ୍ତକ 2:4

ଆଉ ଯଦି କହେି ତୁନ୍ଦୁର ରେ ପକ୍ବ କରି ଶସ୍ଯ-ନବୈେଦ୍ଯ ଦିଏ, ତବେେ ତାହା ତାଡିଶୁନ୍ଯ ରୋଟୀ ଓ ତୈଳର ଛଣା ୟାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହବେ।

ଲେବୀୟ ପୁସ୍ତକ 2:15

ପୁଣି ତାହା ଉପରେ ତୈଳ ଦବେ ଓ ଲୋବାନି ରଖିବ। ତାହା ଶସ୍ଯ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 5:11

ଯଦି ସେ ଦୁଇଟି କପୋତ ଛୁଆ କିମ୍ବା ଦୁଇଟି ପାରା ଛୁଆ ଆଣିବାକୁ ଅସମର୍ଥ ହୁଏ ତବେେ ସେ ପାପାର୍ଥକ ନବୈେଦ୍ଯ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବା ଉଚିତ୍, ସେଥି ରେ ତୈଳ ଦବୋ ଉଚିତ୍ ନୁହେଁ କି ସୁଗନ୍ଧି ହବୋ ଉଚିତ୍ ନୁହଁ କାରଣ ତାହା ପାପାର୍ଥକ ନବୈେଦ୍ଯ ।

ଲେବୀୟ ପୁସ୍ତକ 6:7

ତା'ପରେ ଯାଜକ ସଦାପ୍ରଭୁଙ୍କ ଛାମୁ ରେ ତାହା ନିମନ୍ତେ ପ୍ରାଯଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହାଇେଥିବ ସେଥିରୁ କ୍ଷମା ପ୍ରାପ୍ତ ହବେ।

ଲେବୀୟ ପୁସ୍ତକ 6:14

ଏହା ହେଉଛି ଶସ୍ଯ ନବୈେଦ୍ଯର ବ୍ଯବସ୍ଥା। ହାରୋଣର ପୁତ୍ରଗଣ ୟଜ୍ଞବଦେୀ ସମ୍ମୁଖ ରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ଯ ଆଣିବେ।

ଲେବୀୟ ପୁସ୍ତକ 6:20

ଏହି ନବୈେଦ୍ଯ ହାରୋଣ ଓ ତାଙ୍କର ପୁତ୍ରଗଣ ସଦାପ୍ରଭୁଙ୍କୁ ସମାନଙ୍କେର ଅଭିଷକେ ଦିନ ରେ ଉତ୍ସର୍ଗ କରିବା ଉଚିତ୍। ସମାନେେ ପ୍ରତିଦିନ ଶସ୍ଯ ନବୈେଦ୍ଯ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନଇେ ଅର୍ଦ୍ଧକେ ପ୍ରଭାତ ରେ ଓ ଅର୍ଦ୍ଧକେ ସନ୍ଧ୍ଯା କାଳ ରେ ଉତ୍ସର୍ଗ କରିବେ।

ଲେବୀୟ ପୁସ୍ତକ 7:10

ସମସ୍ତ ଶସ୍ଯ ନବୈେଦ୍ଯ ହାରୋଣଙ୍କ ପୁତ୍ରମାନଙ୍କର। ତାହା ତୈଳ ମିଶ୍ରିତ ହେଉ ବା ଶୁଷ୍କ ହେଉ, ସେଥି ରେ କିଛି ପ୍ରଭଦେ ରହିବ ନାହିଁ। ସହେି ନବୈେଦ୍ଯ ହାରୋଣଙ୍କ ପୁତ୍ରଗଣଙ୍କ ମଧିଅରେ ବଣ୍ଟାୟିବ।

ଲେବୀୟ ପୁସ୍ତକ 9:4

ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମଷେ ନିଅ। ସମାନେେ ସହେି ଜିନିଷଗୁଡିକ ସଦାପ୍ରଭୁଙ୍କ ସମ୍ମୁଖ ରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସମାନଙ୍କେୁ ଦର୍ଶନ ଦେଉଛନ୍ତି।'

ଲେବୀୟ ପୁସ୍ତକ 9:17

ପୁଣି ହାରୋଣ ଭକ୍ଷ୍ଯ ନବୈେଦ୍ଯ ବଦେୀ ନିକଟକୁ ଆଣି ତହିଁରୁ ମୁଠିଏ ନଇେ ପ୍ରଭାତର ହାମବେଳି ସହିତ ୟଜ୍ଞବତେୀ ଉପରେ ତାହା ଦଗ୍ଧ କଲେ।

ଲେବୀୟ ପୁସ୍ତକ 14:10

ଅଷ୍ଟମ ଦିନ ରେ ସେ କୁଷ୍ଠ ରୋଗୀ ଦୁଇ ନିଖୁଣ ମଷେବତ୍ସ, ଏକବର୍ଷୀଯା ଏକ ନିଖୁଣ ମଷେବତ୍ସା, ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଲ ନବେ।

ଲେବୀୟ ପୁସ୍ତକ 24:7

ଆଉ ରୋଟୀ ପରିବର୍ତେ ସ୍ମରଣାର୍ଥକ ନବୈେଦ୍ଯରୂପେ ପ୍ରତି ଧାଡିର ଉପରେ ନିର୍ମଳ ସୁବାସିତ ଲୋବାନ୍ ଦବେ।

ଗଣନା ପୁସ୍ତକ 7:13

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।

ଗଣନା ପୁସ୍ତକ 7:19

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।

ଗଣନା ପୁସ୍ତକ 8:8

ତା'ପରେ ସମାନେେ ଏକ ଗୋବତ୍ସ ଓ ତା ସହିତ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ।

ଗଣନା ପୁସ୍ତକ 15:4

ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।

ଗଣନା ପୁସ୍ତକ 28:5

ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଅର୍ଦ୍ଧ ହିନର ପଷୋ ତୈଳ ମିଶ୍ରିତ ଅର୍ଦ୍ଧ ହିନର ସରୁ ମଇଦା ଦବେ।

ଯିଶାଇୟ 66:20

ସଦାପ୍ରଭୁ କୁହନ୍ତି, ଇଶ୍ରାୟେଲର ଲୋକମାନେ ଯେପରି ପବିତ୍ର ପାତ୍ର ରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସହେିପରି ସମାନେେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ବ ଉପ ରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ୟିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ବରୂପ ଆସିବ।

ଯିହିଜିକଲ 46:20

ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।

ଯୋୟେଲ 1:9

ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର। କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଆଉ ରହିବ ନାହିଁ।

ଯୋୟେଲ 2:14

କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦଯ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା'ପ ରେ ତୁମ୍ଭମାନେେ ତୁମ୍ଭ ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କୁ ଭକ୍ଷ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଦଇେ ପାରିବ।

ମଲାଖୀ 1:11

ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।

ଲୂକଲିଖିତ ସୁସମାଚାର 1:9

ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦା ବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦବୋ ପାଇଁ ଗଲେ।

ଯୋହନଲିଖିତ ସୁସମାଚାର 6:35

ତା'ପରେ ଯୀଶୁ କହିଲେ, ମୁଁ ସହେି ଜୀବନଦାୟକ ଖାଦ୍ୟ। ମାେ ନିକଟକୁ ଯେ କହେି ଆ ସେ ସେ କଦାପି ଭୋକିଲା ରହିବ ନାହିଁ। ମାେତେ ୟିଏ ବିଶ୍ବାସ କରେ, ସେ କବେେ ତୃଷିତ ହବେ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 2:20

ଆଉ ତୁମ୍ଭମାନେେ ସହେି ପବିତ୍ର ବ୍ଯକ୍ତିଙ୍କଠାରୁ ଦାନ343 ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ଯକୁ ଜାଣିଛ।

ଯୋହନଙ୍କ ପ୍ରଥମ ପତ୍ର 2:27

ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶଷେ ଦାନ ଦଇେଛନ୍ତି, ତାହା ତୁମ୍ଭଠା ରେ ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନବୋ ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସହେି ଦାନ ତୁମ୍ଭକୁ ସମସ୍ତ ବିଷୟ ରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦଇେଥିବା ସହେି ଦାନ ସତ୍ଯ ଅଟେ, ମିଥ୍ଯା ନୁହେଁ। ତେଣୁ ତାହାଙ୍କର ସହେି ଦାନର ଶିକ୍ଷାନୁସା ରେ ତୁମ୍ଭମାନେେ ଖ୍ରୀଷ୍ଟଙ୍କଠା ରେ ଆଉ ଜୀବନଯାପନ କର।

ଯିହୂଦାଙ୍କ ପତ୍ର 1:20

କିନ୍ତୁ ମାରେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନେେ ନିଜର ପବିତ୍ର ବିଶ୍ବାସ ଉପରେ ନିଜନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ ପ୍ରାର୍ଥନା କର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:3

ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।

Interlinear

Choose Theme