Home Bibles ଲେବୀୟ ପୁସ୍ତକ 14:37 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:37 · ଓଡ଼ିଆ ବାଇବେଲ

ଯାଜକ ସହେି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲି ଭିତ ରେ ବସି ୟାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହାଇେଥିବ ଓ ତାହା କାନ୍ଥର ନୀଚରୁ ଦଖାୟିବେ।

Cross references

ଲେବୀୟ ପୁସ୍ତକ 13:3

ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା' ଦେଖିବ, ଆଉ ଯବେେ ଘା'ର ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ପୁଣି ଘା' ଯବେେ ତା' ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତବେେ ତାହା କୁଷ୍ଠ ରୋଗର ଘା' ଏଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅସୁଚି ବୋଲି ପ୍ରକାଶ କରିବ।

ଲେବୀୟ ପୁସ୍ତକ 13:19

ଯଦି ସହେି ବଥ ସ୍ଥାନ ରେ ଶ୍ବତବେର୍ଣ୍ଣ ଫୁଲା କିମ୍ବା ରକ୍ତଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ସେ ତାହା ଯାଜକକୁ ଦଖାଇବେ।

ଲେବୀୟ ପୁସ୍ତକ 13:42

ଯଦି ଚନ୍ଦା ମୁଣ୍ଡ ରେ କିମ୍ବା ଚନ୍ଦା କପାଳ ରେ ରକ୍ତ ଶ୍ବତବେର୍ଣ୍ଣ ଘା' ହୁଏ, ତବେେ ତାହା ଚନ୍ଦା କପାଳ ରେ ବା ମୁଣ୍ଡ ରେ ଉତ୍ପନ୍ନ ଚର୍ମ ରୋଗ।

ଲେବୀୟ ପୁସ୍ତକ 13:49

ଯବେେ ସହେିଦାଗ ବସ୍ତ୍ର ରେ କି ଚର୍ମ ରେ କିମ୍ବା ବୁଣା କିମ୍ବା ଶିଲାଇ କପାଡା କିମ୍ବା କୌଣସି ଚର୍ମ ଜିନିଷ ରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତବେେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦଖାଇେ ଦିଆୟିବ।

Interlinear

Choose Theme