Home Bibles ଲେବୀୟ ପୁସ୍ତକ 13:19 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 13:19 · ଓଡ଼ିଆ ବାଇବେଲ

ଯଦି ସହେି ବଥ ସ୍ଥାନ ରେ ଶ୍ବତବେର୍ଣ୍ଣ ଫୁଲା କିମ୍ବା ରକ୍ତଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ସେ ତାହା ଯାଜକକୁ ଦଖାଇବେ।

Cross references

ଲେବୀୟ ପୁସ୍ତକ 13:24

ଯଦି ଚର୍ମ ଉପରେ ପୋଡାର ଗୋଟିଏ ଘା' ଥାଏ ଓ ସହେି ଦାହର ବଢିଲା ମାଂସ ରେ ରକ୍ତ ଶ୍ବତବେର୍ଣ୍ଣ କିମ୍ବା ଶ୍ବତବେର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତବେେ ଯାଜକ ତାହା ଦେଖିବ।

ଲେବୀୟ ପୁସ୍ତକ 14:37

ଯାଜକ ସହେି ଦାଗ ନିରୀକ୍ଷଣ ବେଳେ ଯଦି ଦେଖିବ ଦାଗ କାନ୍ଥର ଖାଲି ଭିତ ରେ ବସି ୟାଇଥିବ ଓ କିଞ୍ଚିତ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହାଇେଥିବ ଓ ତାହା କାନ୍ଥର ନୀଚରୁ ଦଖାୟିବେ।

Interlinear

Choose Theme