Home Bibles ଲେବୀୟ ପୁସ୍ତକ 14:36 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:36 · ଓଡ଼ିଆ ବାଇବେଲ

ତହୁଁ ଯାଜକ ଗୃହର ସମସ୍ତ ଜିନିଷ ବାହାରକୁ ନବୋକୁ ଆଜ୍ଞା ଦବେ, ଯେପରି ସଗେୁଡିକ ଅଶୁଚି ନହୁଏ। ସମସ୍ତ ଜିନିଷ ବାହାରକୁ ଆସିଲା ପରେ ଯାଜକ ଦାଗ ଦେଖିବାକୁ ଗୃହ ରେ ପ୍ରବେଶ କରିବ।

Cross references

ଗଣନା ପୁସ୍ତକ 19:15

ଢାଙ୍କୁଣୀ ନ ଥିବା ପ୍ରେତ୍ୟକକ ମଲୋପାତ୍ର ଅଶୁଚି ହବେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:33

ମୂର୍ଖଙ୍କ ଭଳି ଆଚରଣ କର ନାହିଁ। ମନ୍ଦ ସଙ୍ଗୀମାନେ ଭଲ ଅଭ୍ଯାସଗୁଡ଼ିକୁ ନଷ୍ଟ କରି ଦବେେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:17

ଶରୀର ଭିତ ରେ ରୋଗ ବ୍ଯାପିଲା ଭଳି ସମାନଙ୍କେର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସହେିଭଳି ଲୋକ।

ଏବ୍ରୀ 12:15

ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ଯରୁ କହେି ପରମେଶ୍ବରଙ୍କ ଅନୁଗ୍ରହ ପାଇବା ରେ ବଞ୍ଚିତ ହବେ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସଭେଳି ଲୋକ ସମୁଦାୟ ଦଳକୁ ନଷ୍ଟ କରି ଦବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:4

ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି

Interlinear

Choose Theme