Home Bibles ☰ Books ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:17 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:17 · ଓଡ଼ିଆ ବାଇବେଲ

ଶରୀର ଭିତ ରେ ରୋଗ ବ୍ଯାପିଲା ଭଳି ସମାନଙ୍କେର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସହେିଭଳି ଲୋକ।

Cross references

ନାହୂମ 3:15

ତୁମ୍ଭେ ସହେି ସବୁ କାମ କରିପାରିବ। କିନ୍ତୁ ଅଗ୍ନି ତଥାପି ତୁମ୍ଭକୁ ସମ୍ପୂର୍ଣ୍ଣଭାବେ ଧ୍ବଂସ କରିବ। ଖଣ୍ତା ତୁମ୍ଭକୁ ହତ୍ଯା କରିବ, ତୁମ୍ଭର ଜମି ରେ ଦଳେ ପଙ୍ଗପାଳ ସଦୃଶ ଦଖାେଯିବେ ୟିଏକି ଆସିବ ଏବଂ ସବୁ ଖାଇ ଦବେେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:20

ହୁମନାୟ ଓ ଆଲେକ୍ଜାଣ୍ଡର ସମାନଙ୍କେ ମଧ୍ଯରୁ କେତକେ ଅଟନ୍ତି। ମୁଁ ସମାନଙ୍କେୁ ଶୟତାନ ହାତ ରେ ଦଇେଛି, ଯାହା ଫଳ ରେ ସମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।

ଯାକୁବଙ୍କ ପତ୍ 5:3

ତୁମ୍ଭର ସୁନା ଓ ରୂପା ରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହାଇେ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ୟ୍ଯ କରିଛ। ସହେି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦବେ। ଶଷଦେିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ।

Interlinear

Choose Theme