Home Bibles ଲେବୀୟ ପୁସ୍ତକ 13:48 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 13:48 · ଓଡ଼ିଆ ବାଇବେଲ

ତାହା ତନ୍ତ ରେ ବୁଣା ହେଉ କିମ୍ବା ହାତ ରେ ବୁଣା ହେଉ କିମ୍ବା ତାହା ଚର୍ମ ରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ଯ ରେ ହେଉ।

Cross references

ଲେବୀୟ ପୁସ୍ତକ 13:51

ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ।

ଦିତୀୟ ବିବରଣ 8:11

ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଭକ୍ସ୍ଟଲ ନାହିଁ। ସାବଧାନତା ସହକା ରେ ତାହାଙ୍କ ନିର୍ଦ୍ଦେଶମାନ ତାଙ୍କର ବିଧି ପାଳନ କର , ମୁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।

ଯିହୂଦାଙ୍କ ପତ୍ର 1:23

ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସହେି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦଖାଇବୋ ବେଳେ ସାବଧାନ ରେ ରୁହ। ପାପରେ କଳଙ୍କିତ ହାଇେଥିବା ସମାନଙ୍କେର ଲୁଗାପଟାକୁ ମଧ୍ଯ ଘୃଣା କର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:4

ତଥାପି ସାର୍ଦ୍ଦା ରେ କେତକେ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାଁନ୍ତି। ସହେି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମାେ ସହିତ ଗମନାଗମନ କରିବେ, କାରଣ ସମାନେେ ସେଥିପାଇଁ ଯୋଗ୍ଯ ଅଟନ୍ତି।

Interlinear

Choose Theme