Home Bibles ☰ Books ଲେବୀୟ ପୁସ୍ତକ 14:44 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:44 · ଓଡ଼ିଆ ବାଇବେଲ

ତବେେ ଯାଜକ ଆସି ଦେଖିବ। ଆଉ ଯଦି ସହେି ଦାଗ ବୃଦ୍ଧି ପାଇଥାଏ ତବେେ ସେ ଗୃହ ରେ କ୍ଷଯକୁଷ୍ଠ ଅଛି ଓ ତାହା ଅଶୁଚି ଅଟେ।

Cross references

ଲେବୀୟ ପୁସ୍ତକ 13:51

ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ।

ଲେବୀୟ ପୁସ୍ତକ 13:52

ତେଣୁ ସହେି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାୟିବ। କାରଣ ତାହା କ୍ଷଯ କୁଷ୍ଠ, ସହେି ବସ୍ତ୍ର କିମ୍ବା ଚର୍ମ ଅଗ୍ନି ରେ ଦଗ୍ଧ ହବୋ ଉଚିତ୍।

ଯିଖରିୟ 5:4

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ମୁଁ ସହେି ନଳାକାର ପୁସ୍ତକକୁ ଗ୍ଭରମାନଙ୍କେର ଗୃହକୁ ପଠାଇବି ଏବଂ ସହେିମାନଙ୍କ ଘରକୁ, ଯେଉଁମାନେ ମାରେ ନାମ ବ୍ଯବହାର କରି ମିଥ୍ଯା ଶପଥ ନଇେଛନ୍ତି। ସହେି ନଳାକାର ପୁସ୍ତକ ପ୍ରେତ୍ୟକକ ଗୃହ ରେ ରହିବ ଏବଂ ଧ୍ବଂସକାରୀ, କଡିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡିକ ମଧ୍ଯ ବିନଷ୍ଟ ହବେ।

Interlinear

Choose Theme