Home Bibles ☰ Books ଲେବୀୟ ପୁସ୍ତକ 11:8 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 11:8 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ସମାନଙ୍କେର ମାଂସ ଭକ୍ଷଣ କରିବ ନାହିଁ କି ସମାନଙ୍କେର ଶବ ସ୍ପର୍ଶ କରିବ ନାହିଁ। ସମାନେେ ତୁମ୍ଭମାନଙ୍କ ପାଇଁ ଅଶୁଚି।

Cross references

ଲେବୀୟ ପୁସ୍ତକ 5:2

କିମ୍ବା ଯଦି କୌଣସି ବ୍ଯକ୍ତି କିଛି ଅଶୁଚି ଦ୍ରବ୍ଯ ସ୍ପର୍ଶ କରେ ଅର୍ଥାତ୍ ଅଶୁଚି ପଶୁର ଶବ, କି ଅଶୁଚି ଗୋମଷୋଦି ଶବ କି ଅଶୁଚି ଉ ରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ ଓ ଯଦି ସେ ଏହା ଅଜାଣତ ରେ କରିଥାଏ ତଥାପି ସେ ଅପରାଧୀ ହବେ।

ଯିଶାଇୟ 52:11

ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

ହୋଶେୟ 9:3

ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କ ରାଜ୍ଯ ରେ ରହିପାରିବେ ନାହିଁ। ଇଫ୍ରଯିମ ମିଶରକୁ ଫରେିବ। ଅଶୂରର ଯେଉଁ ଖାଦ୍ୟ ଖାଇବାକୁ ମନା ସହେି ଖାଦ୍ୟ ସମାନେେ ଖାଇବେ।

ମାଥିଉଲିଖିତ ସୁସମାଚାର 15:11

ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ୟୋଗୁ ଅପବିତ୍ର ହାଇଯୋଏ ନାହିଁ ବରଂ ତାର ମୁହଁରୁ ବାହାରୁଥିବା ବିଷୟ ୟୋଗୁ ସେ ଅପବିତ୍ର ହାଇେଥାଏ।

ମାଥିଉଲିଖିତ ସୁସମାଚାର 15:20

ଏଗୁଡିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବ ଘଟଣା ମଣିଷକୁ ଅପବିତ୍ର କରି ପା ରେ ନାହିଁ।

ମାର୍କଲିଖିତ ସୁସମାଚାର 7:2

ସମାନେେ ଯୀଶୁଙ୍କର କେତକେ ଶିଷ୍ଯଙ୍କୁ ଅପବିତ୍ର ହାତ ରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନ ଧୋଇ ଖାଉଥିବାର ଦେଖିଲେ।

ମାର୍କଲିଖିତ ସୁସମାଚାର 7:15

ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ଯ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ।

ମାର୍କଲିଖିତ ସୁସମାଚାର 7:18

ଯୀଶୁ କହିଲେ, ତୁମ୍ଭମାେଲେ ମଧ୍ଯ, ଅନ୍ୟମାନଙ୍କ ଭଳି କ'ଣ ବୁଝି ପାରିଲ ନାହିଁ? ତୁମ୍ଭମାନେେ କ'ଣ ବୁଝି ପାରୁନ ଯେ ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସହେି ଲୋକକୁ ଦୂଷିତ କରିପା ରେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:10

ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଛା କରୁଥିଲେ। ସମାନେେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ବପ୍ନ ଦେଖିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:28

ସେ ସମାନଙ୍କେୁ କହିଲେ, ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:29

ତୁମ୍ଭମାନେେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ। ତୁମ୍ଭମାନେେ ରକ୍ତ ଖାଇବ ନାହିଁ। ତଣ୍ଟି ଚ଼ିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭମାନେେ ଖାଇବ ନାହିଁ। ତୁମ୍ଭମାନେେ ୟୌନ ପାପସବୁ କରିବନାହିଁ।

ରୋମୀୟଙ୍କ ପ୍ରତି ପତ୍ର 14:14

ମୁଁ ପ୍ରଭୁ ଯୀଶୁଙ୍କଠା ରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ୟଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ବାସ କରେ, ସହେି ଖାଦ୍ୟ ତା ପାଇଁ ଅଶୁଚି ହୁଏ।

ରୋମୀୟଙ୍କ ପ୍ରତି ପତ୍ର 14:21

ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ବାରା, ପାପକର୍ମ କରିବାକୁ ବାଧ୍ଯ କରେ, ତା ହେଲେ ତୁମ୍ଭେ ମାଂସ ନଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:8

ଖାଦ୍ୟ ଆମକୁ ପରମେଶ୍ବରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ବାରା ପରମେଶ୍ବରଙ୍କ ସହ ଆମର ସମ୍ପର୍କ ରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ବାରା ଆମ୍ଭର କିଛି ଲାଭ ମଧ୍ଯ ହୁଏ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:17

ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11

ଏଫିସୀୟଙ୍କ ପ୍ରତି ପତ୍ର 5:7

ଅତଏବ ତୁମ୍ଭେ ମଧ୍ଯ ଏଭଳି ମନ୍ଦ କର୍ମ ସହେି ଅବଜ୍ଞାକାରୀଙ୍କ ସହିତ କର ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 5:11

ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।

କଲସୀୟଙ୍କ ପ୍ରତି ପତ୍ର 2:16

ତେଣୁ ୟିହୁଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)289 ବିଷୟ ରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ।

କଲସୀୟଙ୍କ ପ୍ରତି ପତ୍ର 2:21

ଏହା ଖାଅ ନାହିଁ।, ତାହା ଚାଖ ନାହିଁ।, ସେ ଜିନିଷକୁ ଛୁଅଁ ନାହିଁ।

Interlinear

Choose Theme