Home Bibles ☰ Books ମାଥିଉଲିଖିତ ସୁସମାଚାର 15:11 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 15:11 · ଓଡ଼ିଆ ବାଇବେଲ

ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ୟୋଗୁ ଅପବିତ୍ର ହାଇଯୋଏ ନାହିଁ ବରଂ ତାର ମୁହଁରୁ ବାହାରୁଥିବା ବିଷୟ ୟୋଗୁ ସେ ଅପବିତ୍ର ହାଇେଥାଏ।

Cross references

ଗୀତସଂହିତା 10:7

ସହେି ଲୋକମାନେ ସବୁବେଳେ ଈଶ୍ବରଙ୍କୁ ତିରସ୍କାର କରନ୍ତି। ସମାନେେ ସବୁବେଳେ ଅନ୍ୟମାନଙ୍କ ବିଷଯରେ ମନ୍ଦ କଥା କହନ୍ତି। ସମାନେେ ସବୁବେଳେ ମନ୍ଦକାର୍ୟ୍ଯ କରିବାକୁ ଯୋଜନା କରନ୍ତି।

ଗୀତସଂହିତା 12:2

ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।

ଗୀତସଂହିତା 52:2

ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !

ଗୀତସଂହିତା 58:3

ସହେି ଦୁଷ୍ଟ ଲୋକମାନେ ଜନ୍ମ ହବୋ ମାତ୍ରେ ବିପଥଗାମୀ। ସମାନେେ ଜନ୍ମଠାରୁ ମିଥ୍ଯାବାଦୀ।

ଯିଶାଇୟ 37:23

ମାତ୍ର ତୁମ୍ଭେ କାହାକୁ ଅପମାନିତ ଓ ନିନ୍ଦା କରିଛ ? କାହା ବିରୁଦ୍ଧ ରେ ତୁମ୍ଭେ ନିଜର ଅଭିଯୋଗ ବାଢ଼ିଛ ? ପୁଣି ଗର୍ବ ରେ ଦୃଷ୍ଟି ଉର୍ଦ୍ଧ୍ବକୁ କରିଅଛ। ଏସବୁ ଇଶ୍ରାୟେଲ ପବିତ୍ର ସ୍ବରୂପ ବିରୁଦ୍ଧ ରେ ନୁହେଁ କି ?

ଯିଶାଇୟ 59:3

ତୁମ୍ଭମାନଙ୍କ ହସ୍ତ ରକ୍ତ ରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧ ରେ ଅଶୁଚି ହାଇେଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ଯା କରିଅଛି ଓ ଜିହ୍ବା ଦୁଷ୍ଟତା ବକି ଅଛି।

ଯିଶାଇୟ 59:13

ଆମ୍ଭମାନେେ ତାଙ୍କର ବିରୁଦ୍ଧାଚରଣ କରିବା ଓ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବସ୍ତ ହବୋ। ଆମ୍ଭମାନେେ ସଦାପ୍ରଭୁଙ୍କଠାରୁ ବିମୁଖ ହେଲୁ। ଆମ୍ଭେ ଉତ୍ପୀଡ଼ନ ଓ ବିଦ୍ରୋହର କଥା କହୁ। ଆମ୍ଭେ ମିଥ୍ଯା କଥା କହି ଧାର୍ମିକତାକୁ ଆମ୍ଭଠାରୁ ଛାଡ଼ି ଦେଉ।

ଯିରିମିୟ 9:3

ପୁଣି ସମାନେେ ଅସତ୍ଯତା ନିମନ୍ତେ ନିଜ ନିଜ ଜିହ୍ବାରୂପ ଧନୁକୁ ବକ୍ର କରନ୍ତି। ଆଉ ସମାନେେ ଦେଶ ରେ ବଳିଷ୍ଠ ହାଇେଅଛନ୍ତି, ମାତ୍ର ସତ୍ଯତା ପାଇଁ ନୁହେଁ। କାରଣ ସମାନେେ ପାପ ଉପ ରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସମାନେେ ଆମ୍ଭକୁ ଜାଣନ୍ତି ନାହିଁ। ଏହା ସଦାପ୍ରଭୁ କହନ୍ତି।

ମାଥିଉଲିଖିତ ସୁସମାଚାର 12:34

ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।

ମାଥିଉଲିଖିତ ସୁସମାଚାର 15:18

କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟି ରେ କ ହେ, ତାହା ପ୍ରକୃତ ରେ ତା'ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ।

ମାର୍କଲିଖିତ ସୁସମାଚାର 7:15

ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ଯ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ।

ଲୂକଲିଖିତ ସୁସମାଚାର 11:38

ଯୀଶୁ ଖାଇବାକୁ ୟିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ୟ୍ଯ ହାଇଗେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:14

ପିତର କହିଲେ, ନା ପ୍ରଭୁ। ମୁଁ କବେେ କୌଣସି ଅପବିତ୍ର ବା ଅପରିଷ୍କାର ଖାଦ୍ୟ ଖାଇ ନାହିଁ।

Interlinear

Choose Theme