ଏଗୁଡିକ ମଣିଷକୁ ଅପବିତ୍ର କରି ଦିଅନ୍ତି। କିନ୍ତୁ ଖାଇବା ପୂର୍ବରୁ ହାତ ନ ଧୋଇବ ଘଟଣା ମଣିଷକୁ ଅପବିତ୍ର କରି ପା ରେ ନାହିଁ।
Cross references
ତୁମ୍ଭ ଶିଷ୍ଯମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡିକୁ କାହିଁକି ମାନୁ ନାହାଁନ୍ତି? ତୁମ୍ଭ ଶିଷ୍ଯମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାଁନ୍ତି।
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭମାନେେ ଧିକ! ତୁମ୍ଭମାନେେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥ ରେ ପୂର୍ଣ୍ଣ କରୁଛ।
ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନଧୋଇ କବେେ ହେଲେ ଖାଉ ନଥିଲେ। ସମାନେେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ବାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ।
ଯୀଶୁ ଖାଇବାକୁ ୟିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ୟ୍ଯ ହାଇଗେଲେ।
ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଠା ରେ ବାସ କରନ୍ତି।
ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।
ଅତଏବ ୟୌନଗତ ପାପଠାରୁ ଦୂର ରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହା ରେ କରେ। କିନ୍ତୁ ୟୌନଗତ ପାପ ଦ୍ବାରା ସେ ନିଜ ଶରୀର ବିରୁଦ୍ଧ ରେ ପାପ କରେ।
ତୁମ୍ଭ ଭିତ ରେ କୌଣସି ୟୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପୟୁକ୍ତ ନୁହେଁ।
କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ବାସୀ, ଘୃଣାକାର୍ୟ୍ଯ, ନରହତ୍ଯା, ୟୌନଗତ ପାପ, ମନ୍ଦ କୁହୁକ କହନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ଯାବାଦୀ ସମାନେେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦ ରେ ସ୍ଥାନ ପାଇବେ। ଏହା ଦ୍ବିତୀୟ ମୃତ୍ଯୁ।
କୌଣସି ଅଶୁଚି ଜିନିଷ ତା' ଭିତ ରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ୟ୍ଯ କରିବା ଲୋକ ଓ ମିଥ୍ଯା କହିବା ଲୋକ ତା' ଭିତ ରେ ପଶିପାରିବେ ନାହିଁ। ମଷେଶାବକଙ୍କ ଜୀବନପୁସ୍ତକରେ ନାମ ଲଖାେ ହାଇେଥିବା ଲୋକମାନେ ସହେି ନଗରୀ ଭିତ ରେ ପ୍ରବେଶ କରିବେ।