Home Bibles ଯିରିମିୟଙ୍କ ବିଳାପ 4:17 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 4:17 · ଓଡ଼ିଆ ବାଇବେଲ

ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।

Cross references

ଦିତୀୟ ରାଜାବଳୀ 24:7

ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ମଧ୍ଯବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧିନ ରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡି ଆସିଲେ ନାହିଁ।

ଯିଶାଇୟ 20:5

ଲୋକମାନେ କୂଶକୁ ସାହାୟ୍ଯ ପାଇଁ ଚାହିଁବେ। ମାତ୍ର ସମାନେେ ନିରାଶ ହାଇେ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହବୋ ଦେଖି ତା'ର ଲୋକମାନେ ଆଶ୍ଚର୍ୟ୍ଯ ଓ ଲଜ୍ଜିତ ହବେ।'

ଯିଶାଇୟ 28:18

ମୃତ୍ଯୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହବେ, ପାତାଳ ସହିତ ସନ୍ଧି କିଛି କାମ ଦବେ ନାହିଁ।

ଯିଶାଇୟ 30:1

ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।

ଯିଶାଇୟ 31:1

ମିଶରକୁ ସାହାୟ୍ଯ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସମାନେେ ଅଶ୍ବମାନଙ୍କ ଉପ ରେ ନିର୍ଭର କରନ୍ତି। ସମାନେେ ଆଶା କରନ୍ତି ଅଶ୍ବଗଣ ସମାନଙ୍କେୁ ରକ୍ଷା କରିବେ। ଆଉ ମଧ୍ଯ ସମାନେେ ଭାବନ୍ତି ଅତ୍ଯଧିକ ରଥ ଓ ବହୁ ବଳବାନ ଅଶ୍ବାରୋହୀ ସୈନ୍ଯ ଥିବାରୁ ସମାନେେ ସୁରକ୍ଷିତ। ସମାନେେ ଇଶ୍ରାୟେଲର ପବିତ୍ରତା ପ୍ରତି ବିଶ୍ବାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ବଷେଣ କରନ୍ତି ନାହିଁ। ତେଣୁ ସମାନେେ ସନ୍ତାପର ପାତ୍ର।

ଯିରିମିୟ 2:18

ଆଉ ଏବେ ଶୀହାରରେ ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?

ଯିରିମିୟ 2:36

ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।

ଯିରିମିୟ 2:37

ଆଉ ତୁମ୍ଭେ ମିଶରରୁ ମଧ୍ଯ ବାହାରି ୟିବ ଓ ଲଜ୍ଜ୍ଯା ରେ ତୁମ୍ଭେ ଆପଣା ମୁହଁ ଲୁଚାଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରିଅଛନ୍ତି। ତୁମ୍ଭମାନେେ ସମାନଙ୍କେ ସାହାୟ୍ଯ ଦ୍ବାରା ଉନ୍ନତି କରିପାରିବ ନାହିଁ।

ଯିରିମିୟ 8:20

ଶସ୍ଯ ସଂଗ୍ରହର ସମୟ ଶଷେ ହେଲା। ଗ୍ରୀଷ୍ମକାଳ ଅତିବାହିତ ହେଲା। ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।

ଯିରିମିୟ 37:7

ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ହେ ୟିହୁଖଲ ଓ ସଫନିଯ, ଯିହୁଦାର ରାଜା ସିଦିକିଯ ଆମ୍ଭକୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭମାନେେ ତାଙ୍କୁ ୟାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାୟ୍ଯ ପାଇଁ ଫାରୋର ଯେଉଁ ସୈନ୍ଯମାନେ ଆସିଛନ୍ତି, ସମାନେେ ନିଜ ଦେଶ ମିଶରକୁ ଫରେିଯିବେ।

ଯିରିମିୟଙ୍କ ବିଳାପ 1:7

ନିଜ ଦୁଃଖ ଓ ଦୁର୍ଗତିର ସମୟରେ , ୟିରୁଶାଲମ ଆପଣା ପୂର୍ବକାଳର ରମଣୀଯ ଦିନସବୁ ସ୍ମରଣ କରୁଅଛି; ଯେତବେେଳେ ତା'ର ଲୋକମାନେ ଶତ୍ରୁମାନଙ୍କ ଦ୍ବାରା କବଳିତ ହେଲେ, କହେି ସମାନଙ୍କେୁ ସାହାୟ୍ଯ କରିବାକୁ ଆସିଲେ ନାହିଁ, ସେତବେେଳେ ତା'ର ଶତ୍ରୁଗଣ ସମାନଙ୍କେର ଧ୍ବଂସାବସ୍ଥା ଦେଖି ସମାନଙ୍କେୁ ଉପହାସ କଲେ।

ଯିରିମିୟଙ୍କ ବିଳାପ 1:19

ମୁଁ ମାରେ ପ୍ ରମେିକମାନଙ୍କୁ ଡ଼ାକିଲି, ମାତ୍ର ସମାନେେ ମାେ ପ୍ରତି ପ୍ରବଞ୍ଚନା କଲେ। ମାରେ ଯାଜକଗଣ ଓ ପ୍ରାଚୀନବର୍ଗ ନଗର ମଧିଅରେ ପ୍ରାଣତ୍ଯାଗ କଲେ। ସମାନେେ ନିଜେ ନିଜେ ବଞ୍ଚିବା ପାଇଁ ଆହାର ଖୋଜୁଥିବା ବେଳେ ମଲେ।

ଯିରିମିୟଙ୍କ ବିଳାପ 5:6

ଆମ୍ଭମାନେେ ଖାଦ୍ୟ ରେ ତୃପ୍ତ ହବୋ ନିମନ୍ତେ, ମିଶରୀଯ ଓ ଅଶୂରୀଯମାନଙ୍କ ସହିତ ଚୁକ୍ତିବଦ୍ଧ ହାଇେଅଛୁ।

ଯିହିଜିକଲ 29:6

ତେଣୁ ମୁଁ ଯେ ସଦାପ୍ରଭୁ ଅଟେ ଏହା ମିଶର ନିବାସୀ ସମସ୍ତେ ଜାଣିବେ। 'କାରଣ ସମାନେେ ଇଶ୍ରାୟେଲ ବଂଶ ପ୍ରତି ଏକ ନାଳର ଆଶାବାଡ଼ି ହାଇେଅଛନ୍ତି।

ଯିହିଜିକଲ 29:16

ପୁଣି କବେେ ହେଲେ ଇଶ୍ରାୟେଲ ମିଶର ଉପ ରେ ଭରସା କରିବ ନାହିଁ, ଅପରନ୍ତୁ ଏହା ସମାନଙ୍କେର ଦୋଷ ମନେ ପକାଇ ଦବେ, ଯେତବେେଳେ ସମାନେେ ସମାନଙ୍କେର ସାହାୟ୍ଯ ପାଇଁ ମିଶର ଆଡ଼କୁ ବୁଲିବେ, ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଓ ପ୍ରଭୁ ଅଟେ।

Interlinear

Choose Theme