ମୃତ୍ଯୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହବେ, ପାତାଳ ସହିତ ସନ୍ଧି କିଛି କାମ ଦବେ ନାହିଁ।
Cross references
ଆଉମଧ୍ଯ ସହେି ଗର୍ବିତ ଲୋକମାନେ ଉଚ୍ଚ ସ୍ତମ୍ଭ ଓ ଶକ୍ତ କାନ୍ଥ ସଦୃଶ ହବେେ। ମାତ୍ର ପରମେଶ୍ବର ସମାନଙ୍କେୁ ଶାସ୍ତି ଦବେେ।
ସମାରପ୍ରଭୁ ସଦାପ୍ରଭୁ କୁହନ୍ତି, ତାଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। କାରଣ ଏହା ଆଦୌ ଘଟିବ ନାହିଁ।
ସହେି ଜଳରାଶି ଯିହୁଦା ପର୍ୟ୍ଯନ୍ତ ମାଡ଼ିୟିବ ଓ ଯିହୁଦାର କଣ୍ଠ ପର୍ୟ୍ଯନ୍ତ ବ୍ଯାପିବ। ପରିଶଷେ ରେ ତା'କୁ ବୁଡ଼ାଇ ଦବେ।
ତୁମ୍ଭମାନେେ ୟୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ଯ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହବେ ନାହିଁ। ତୁମ୍ଭର ସୈନ୍ଯମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହବେ। କାହିଁକି ଏହା ଘଟିବ। କାରଣ ପରମେଶ୍ବର ଆମ୍ଭମାନଙ୍କ ସହିତ ଅଛନ୍ତି।
ଇଫ୍ରଯିମର ମତ୍ତ ଲୋକମାନଙ୍କ ଦର୍ପସ୍ବରୂପ ମୁକୁଟ' ପଦ ତଳେ ଦଳିତ ହବେ।
ତୁମ୍ଭମାନେେ କହିଅଛ, ଆମ୍ଭମାନେେ ମୃତ୍ଯୁସହିତ ସନ୍ଧି କରିଛୁ ଓ ପାତାଳ ସହିତ ଚୁକ୍ତି କରିଛୁ। ତେଣୁ ଜଳ ପ୍ରଳଯରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭମାନେେ ମିଥ୍ଯାର ଆଶ୍ରଯ ନଇେଅଛୁ ଓ ଅସତ୍ଯ ପଛ ରେ ନିଜକୁ ଲୁଚାଇ ରଖିଛୁ।'
ଆଉ ତୁମ୍ଭେ ମିଶରରୁ ମଧ୍ଯ ବାହାରି ୟିବ ଓ ଲଜ୍ଜ୍ଯା ରେ ତୁମ୍ଭେ ଆପଣା ମୁହଁ ଲୁଚାଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରିଅଛନ୍ତି। ତୁମ୍ଭମାନେେ ସମାନଙ୍କେ ସାହାୟ୍ଯ ଦ୍ବାରା ଉନ୍ନତି କରିପାରିବ ନାହିଁ।
ଖଡ୍ଗରୁ ରକ୍ଷା ପାଇ ଅଳ୍ପ କେତକେ ଲୋକ ମିଶରରୁ ଯିହୁଦାକୁ ଫରେିଯିବେ। ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିଶର ଦେଶକୁ ୟାଇଅଛନ୍ତି, ଯିହୁଦାର ସହେି ଅବଶିଷ୍ଟାଂଶ ଲୋକେ, ସମାନେେ ଜାଣିବେ ତାହାର ବାକ୍ଯ ବିଶ୍ବାସ ଯୋଗ୍ଯ, ମାରେି ନା ସବୋନଙ୍କର।
ସଦାପ୍ରଭୁ କହନ୍ତି, ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ଯ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଲାବନକାରୀ ବନ୍ଯା ସଦୃଶ ସମଗ୍ର ଦେଶ, ତନ୍ମଧ୍ଯସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାୟ୍ଯ ପାଇଁ ହାହାକାର କରିବେ।
ସାହାୟ୍ଯ ଅପେକ୍ଷା ରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାୟ୍ଯ ମିଳିଲା ନାହିଁ। ଆମ୍ଭମାନେେ ଅନ୍ୟ ଗୋଷ୍ଠୀଦ୍ବାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।
ଏବଂ ସହେି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲପନେ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାଯୁ ସହେି ପ୍ରାଚୀରକୁ ଧ୍ବଂସ କରିଦବୋ ପାଇଁ ପଠାଇବି।
କିନ୍ତୁ ସେ ବାବିଲର ରାଜା ବିରୁଦ୍ଧ ରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ବ ଓ ସୈନ୍ଯ ସାହାୟ୍ଯ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ'ଣ କୃତକାର୍ୟ୍ଯ ହବେ ? ୟିଏ ଏପରି କାର୍ୟ୍ଯସବୁ କରେ, ସେ କ'ଣ ରକ୍ଷା ପାଇବ ? ଆଉ ସେ ଚୁକ୍ତି ଲଙ୍ଘନ କରି କ'ଣ ଦଣ୍ଡ ପାଇବ ନାହିଁ ?
ତା'ପ ରେ ସହେି ଶିଙ୍ଗଗୁଡିକୁ ମଧ୍ଯରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ଯଦେଶ ଆଡକୁ ବଢିଲା।
ପୁଣି ବାଷଠି ସପ୍ତାହ ପ ରେ ଅଭିଷିକ୍ତ ବ୍ଯକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହବେେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ରସ୍ଥାନ ନଷ୍ଟ କରିବେ। ବନ୍ଯା ରେ ତାହା ଶଷେ ହବେ। ପୁଣି ଶଷେ ପର୍ୟ୍ଯନ୍ତ ୟୁଦ୍ଧ ହବେ। ଆଉ ପରମେଶ୍ବର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।
ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।
କିନ୍ତୁ, ସେ ତାଙ୍କର ଶତୃମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ଯାଜଳ ପରି ସମାନେେ ଧୋଇ ହାଇଯେିବେ। ସେ ଅନ୍ଧକାର ରେ ଶତୃମାନଙ୍କୁ ଗୋଡ଼ାଇବେ।
ଆମ୍ଭେ ଆପଣା ଭବିଷ୍ଯଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷଯ ରେ ପ୍ରଗ୍ଭର କରିବାକୁ ଆଦେଶ ଦଇେଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶଷେ ରେ ଦଣ୍ତ ଦିଆୟାଇଥିଲା, କ'ଣ ସମାନଙ୍କେୁ ଦିଆୟାଇନଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, 'ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦଇେଥିଲେ।' ତେଣୁ ସମାନେେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ।
ସହେିଦିନ ଆସୁଅଛି ୟାହିକି ଉହ୍ନଇେ ପରି ଜଳିବ। ସହେି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦ କାର୍ୟ୍ଯ କରୁଥିବା ଲୋକମାନେ ନଡାପରି ଜଳିଯିବେ। ସହେି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।
ତା'ପରେ ସାପ ନିଜ ମୁଖରୁ ନଦୀ ପରି ପାଣି ବାହାର କଲା। ସେ ସହେି ନାରୀର ପଛପଟରୁ ଜଳ ଛାଡ଼ିଲା ୟଦ୍ଦ୍ବାରା ସେ ଜଳ ସୋର୍ତ ଦ୍ବାରା ତାହାକୁ ଭସାଇ ନଇେପାରିବ।
ତା'ପରେ ସେ ସ୍ବର୍ଗଦୂତ ମାେତେ କହିଲେ, ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ଯା ବସୁଥିବାର ଦେଖିଲ, ସହେି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।