Home Bibles ବିଚାରକର୍ତାମାନଙ୍କ ବିବରଣ 9:53 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:53 · ଓଡ଼ିଆ ବାଇବେଲ

ସେଥିରକ୍ସ୍ଟ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମଲକଙ୍କେ ମକ୍ସ୍ଟଣ୍ତ ଉପରକକ୍ସ୍ଟ ପକାଇ ତାଙ୍କର ଖପକ୍ସ୍ଟରି ଭାଙ୍ଗି ପକାଇଲା।

Cross references

ବିଚାରକର୍ତାମାନଙ୍କ ବିବରଣ 4:9

ତେଣୁ ସେ କହିଲେ, ମୁ ତକ୍ସ୍ଟମ୍ଭ ସହିତ ୟିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡକକ୍ସ୍ଟ ୟିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀ ଲୋକ ଦ୍ବାରା ସୀଷରୀକକ୍ସ୍ଟ ପରାସ୍ତ କରିବେ।

ବିଚାରକର୍ତାମାନଙ୍କ ବିବରଣ 9:15

କିନ୍ତୁ କଣ୍ଟକ ବୃକ୍ଷ ସମାନଙ୍କେୁ କହିଲା, ବାସ୍ତବ ରେ ତୁମ୍ଭମାନେେ ଯଦି ମାେତେ ତୁମ୍ଭମାନଙ୍କର ଶାସକ ପାଇଁ ଗ୍ଭହକ୍ସ୍ଟଁଛ, ତବେେ ଆସ ମାରେ ଛାଇ ରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରକ୍ସ୍ଟ ଅଗ୍ନି ବାହାରି ଲିବା ନୋନ୍ର ଏରସ ବୃକ୍ଷଗୁଡିକୁ ଗ୍ରାସ କରୁ।

ବିଚାରକର୍ତାମାନଙ୍କ ବିବରଣ 9:20

କିନ୍ତୁ ଯଦି ତୁମ୍ଭମାନେେ ଏହା କରିନାହଁ, ତବେେ ଅବୀମଲକଠାେରକ୍ସ୍ଟ ଅଗ୍ନି ବାହାରି ଶିଖିମ ନତେୃବର୍ଗଙ୍କକ୍ସ୍ଟ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକକ୍ସ୍ଟ ଦଗ୍ଧ କରୁ। ପକ୍ସ୍ଟଣି ଶିଖିମ୍ ନିବାସୀ ଲୋକଗଣଠାରକ୍ସ୍ଟ ଓ ମିଲ୍ଲୋ ନିବାସୀମାନଙ୍କ ଠାରକ୍ସ୍ଟ ଅଗ୍ନି ବାହାରି ଅବୀମଲକେକକ୍ସ୍ଟ ଗ୍ରାସ କରୁ।

ଦିତୀୟ ଶାମୁୟେଲ 11:21

ୟିରକ୍ସ୍ଟ-ଦ୍ଦେଶତର ପକ୍ସ୍ଟତ୍ର ଅବୀମଲକେକକ୍ସ୍ଟ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରକ୍ସ୍ଟ ତାହା ଉପରକକ୍ସ୍ଟ ଚକିର ଉପର ପଟ ପକାନ୍ତେ ସେ କ'ଣ ତବେସେ ରେ ମଲା ନାହିଁ? କାହିଁକି ତୁମ୍ଭମାନେେ ପ୍ରାଚୀରର ଏତେ ନିକଟକକ୍ସ୍ଟ ଗଲ?' ତବେେ ତୁମ୍ଭେ କହିବ, 'ନିଜର ଦାସ ହିତ୍ତୀଯ ଊରିଯ ମଧ୍ଯ ମରିଅଛି।'

ଦିତୀୟ ଶାମୁୟେଲ 20:21

କିନ୍ତୁ ଆପଣଙ୍କ ସହର ରେ ଇଫ୍ରଯିମ ପର୍ବତମଯ ଦେଶୀଯ ଲୋକ ଅଛି ଯାହାର ନାମ ଶବେଃ, ସେ ବିଖ୍ରିର ପକ୍ସ୍ଟତ୍ର। ସେ ରାଜାଙ୍କର ବିରକ୍ସ୍ଟଦ୍ଧାଚରଣ କରୁଅଛି। ତାକକ୍ସ୍ଟ ମାେତେ ଦିଅ ମୁ ଏଠାରକ୍ସ୍ଟ ପରିତ୍ଯାଗ କରିବି।

ଆୟୁବ ପୁସ୍ତକ 31:3

ପରମେଶ୍ବର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସମାନଙ୍କେ ପ୍ରତି ପରମେଶ୍ବର ବିପତ୍ତି ସୃଷ୍ଟି କରନ୍ତି।

ଯିରିମିୟ 49:20

ତେଣୁ ସଦାପ୍ରଭୁ ଇଦୋମ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ ତୈମନ ନିବାସୀମାନଙ୍କ ବିରୁଦ୍ଧ ରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ। ଶତ୍ରୁମାନେ ନିଶ୍ଚଯ ସମାନଙ୍କେୁ ଓ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ଯାହା ଘଟିଗଲା ପ୍ରେତ୍ୟକକ ବ୍ଯକ୍ତି ସେଥି ରେ ଚକିତ ହାଇଯେିବେ।

ଯିରିମିୟ 50:45

ଏଣୁ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯେଉଁ ମନ୍ତ୍ରଣା ଓ କଲଦୀଯମାନଙ୍କ ବିପକ୍ଷ ରେ ଯେଉଁ ସଙ୍କଳ୍ପ କରିଅଛନ୍ତି, ତାହା ଶୁଣ। ଲୋକମାନେ ସମାନଙ୍କେ ପଲର ଛୁଆମାନଙ୍କୁ ଟାଣି ନଇେଯିବେ। ସମାନଙ୍କେର ଚରାଭୂମି ଓ ନିବାସସ୍ଥାନ ଶୂନ୍ଯ ହାଇଯେିବ।

Interlinear

Choose Theme