କିନ୍ତୁ ଆପଣଙ୍କ ସହର ରେ ଇଫ୍ରଯିମ ପର୍ବତମଯ ଦେଶୀଯ ଲୋକ ଅଛି ଯାହାର ନାମ ଶବେଃ, ସେ ବିଖ୍ରିର ପକ୍ସ୍ଟତ୍ର। ସେ ରାଜାଙ୍କର ବିରକ୍ସ୍ଟଦ୍ଧାଚରଣ କରୁଅଛି। ତାକକ୍ସ୍ଟ ମାେତେ ଦିଅ ମୁ ଏଠାରକ୍ସ୍ଟ ପରିତ୍ଯାଗ କରିବି।
Cross references
ହାରୋଣର ପକ୍ସ୍ଟତ୍ର, ଇଲିଯାସର ମଲେ, ଓ ଇଫ୍ରଯିମର ପାର୍ବତ୍ଯମଯ ଦେଶର ଗିବିହଠା ରେ ତାଙ୍କୁ କବର ଦିଆଗଲା। ତାଙ୍କର ପକ୍ସ୍ଟତ୍ର ପୀନହସବୁ ଗିବିଯୋନ ଦିଆଗଲା।
ଇଶ୍ରାୟେଲର ଲୋକମାନେ ଯିହାଶୂେୟଙ୍କକ୍ସ୍ଟ କବର ଦେଲେ। ସମାନେେ ଗାଶ ପର୍ବତର ଉତ୍ତର ପାଶର୍ବ ରେ ଇଫ୍ରଯିମ ପର୍ବତମଯ ଦେଶସ୍ଥ ତିମ୍ନତ୍ ହରେସ ରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।
ଏହାପରେ ଗିଦ୍ଦିୟୋନ ପର୍ବତମଯ ଦେଶ ଇଫ୍ରଯିମକକ୍ସ୍ଟ ଦୂତମାନଙ୍କୁ ପଠାଇଲେ। ଦୂତଗଣ କହିଲେ, ଓହ୍ଲାଇ ଆସ ଏବଂ ମିଦିଯନୀମାନଙ୍କ ସୈନ୍ଯଗଣକକ୍ସ୍ଟ ଆକ୍ରମଣ କର। ୟର୍ଦ୍ଦନ ନଦୀ ଓ ବୈଥ୍-ବାରା ପର୍ୟ୍ଯନ୍ତ ନିଜ ନିଯନ୍ତ୍ରଣକକ୍ସ୍ଟ ଆଣ। ମିଦିଯନୀଯମାନେ ସଠାେରେ ପହଞ୍ଚିବା ପୂର୍ବରକ୍ସ୍ଟ ଏପରି କର।
ଇଶ୍ରାୟେଲର ଲୋକମାନେ ଅବୀମଲକରେ ମରଣ ଦେଖି ନିଜ ନିଜ ସ୍ଥାନକକ୍ସ୍ଟ ଗ୍ଭଲିଗଲେ।
ସେ ଉତ୍ତର ରେ କହିଲା, ମୀଖା ମାେ ପ୍ରତି ଏହିପରି କରିଛନ୍ତି। ସେ ମାେତେ ବତନେ ଦଇେ ଏଠା ରେ ଯାଜକ ରୂପେ ନିୟକ୍ସ୍ଟକ୍ତି କରିଛନ୍ତି
ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ସଦାପ୍ରଭୁ ବାରଣ କଲେ ଯେ, ମାରେସ୍ବାମୀ ବିରକ୍ସ୍ଟଦ୍ଧ ରେ ପକ୍ସ୍ଟଣି ଏପରି କରିବା ଉଚିତ୍। ମାରହେସ୍ତ ତାଙ୍କ ବିରକ୍ସ୍ଟଦ୍ଧ ରେ ଉଠାଇବା, ଏହା ମାେ ପାଇଁ ଠିକ୍ ହବେ ନାହିଁ। କାରଣ ଶାଉଲ ସଦାପ୍ରଭୁଙ୍କର ମନୋନୀତ ରାଜା।
କିନ୍ତୁ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଶାଉଲଙ୍କକ୍ସ୍ଟ ମାର ନାହିଁ। ଯେ କୌଣସି ଲୋକ ଯବେେ ସଦାପ୍ରଭୁଙ୍କ ଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ବଧ କରିବ ତାଙ୍କୁ ପ୍ରଭକ୍ସ୍ଟ ଦଣ୍ତ ଦବେେ।
ସେ କ୍ଲାନ୍ତ ଓ ଦୁର୍ବଳ ଥିବା ବେଳେ ମୁ ତାହାକକ୍ସ୍ଟ ଆକ୍ରମଣ କରି ଭୟ ଦଖାଇବେି, ତହିଁରେ ସମସ୍ତ ଲୋକମାନେ ପଳାଯନ କରିବେ। ମୁ କବଳେ ରାଜାଙ୍କକ୍ସ୍ଟ ହତ୍ଯା କରିବି।
ସେ ସମୟରେ ବିନ୍ଯାମୀନୀଯ ବିଖ୍ରିର ପକ୍ସ୍ଟତ୍ର ଶବେଃ ନାମ ରେ ଜଣେ ପାପଧମ ଲୋକ ସଠାେରେ ଥିଲା, ପକ୍ସ୍ଟଣି ସେ ତୂରୀ ବଜାଇ କହିଲା,
ସହେି ତିନି ଜଣଙ୍କ ମଧିଅରେ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶଯ ମକ୍ସ୍ଟଖ୍ଯ ଥିଲେ। ସେ 300 ଲୋକ ବିରକ୍ସ୍ଟଦ୍ଧ ରେ ନିଜର ବର୍ଚ୍ଛା ଉଠାଇ ସମାନଙ୍କେୁ ହତ୍ଯା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧିଅରେ ବିଖ୍ଯାତ ହେଲା।
ଏହାପରେ ଗି ହଜେୀ କହିଲେ, ହଁ, ସବୁ କୁଶଳ। ମାରେ ମହାଶୟ ଇଲୀଶାୟ ମାେତେ ତୁମ୍ଭକୁ କହିବାକୁ ପଠାଇଛନ୍ତି, ' ଦେଖ ଏହିକ୍ଷଣି ଇଫ୍ରଯିମର ପର୍ବତମଯ ଦେଶରୁ ଭବିଷ୍ଯଦ୍ବକ୍ତାମାନଙ୍କ ପୁତ୍ରଗଣ ମଧ୍ଯରୁ ଦୁଇଜଣ ୟୁବକ ଆସିଲେ, ମୁଁ ବିନଯ କରୁଛି ସମାନଙ୍କେୁ ଏକ ତାଳନ୍ତ ରୂପା ଓ ଦୁଇ ସାଜ ପୋଷାକ ଦିଅ।
ଯେତବେେଳେ ନତେୃବର୍ଗ ଏବଂ ପ୍ରାଚୀନବର୍ଗମାନେ ଏହି ଚିଠି ପାଇଲେ, ସମାନେେ ସହେି ସତୁରି ରାଜାଙ୍କର ପୁତ୍ରମାନଙ୍କୁ ନଇେ ବଧ କଲେ, ସମାନେେ ସହେି କଟାମୁଣ୍ତକୁ ଡାଲା ରେ ରଖି ୟିଷ୍ରିଯଲକେୁ ଯହେୂଙ୍କ ନିକଟକୁ ପଠାଇଲେ।
ହଁ ତୁମ୍ଭେ ଯତ୍ନ ସହକା ରେ ଶୁଣିବା ଉଚିତ୍, କାରଣ ଦାନରୁ ଏକ ସ୍ବର ଶୁଣାୟିବ ଏବଂ ଇଫ୍ରଯିମ ପର୍ବତରୁ ଏକ ଦୁଃସମ୍ବାଦ ଆସୁଅଛି।
ଆମ୍ଭେ ଇଶ୍ରାୟେଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପ ରେ ଚରିବ। ଆଉ ସେ ଇଫ୍ରଯିମର ଓ ଗିଲିଯଦର ପର୍ବତମାନଙ୍କ ଉପ ରେ ଭୋଜନ କରି ପରିତୃପ୍ତ ହବେେ।