Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 9:54 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:54 · ଓଡ଼ିଆ ବାଇବେଲ

ତେଣୁ ସେ ତାଙ୍କର ଅସ୍ତ୍ରବାହକ ୟକ୍ସ୍ଟବକକକ୍ସ୍ଟ ଡାକି କହିଲା, ସଙ୍ଗେ ସଙ୍ଗେ ତୁମ୍ଭର ଖଡ୍ଗ ବାହାର କରି ମାେତେ ହତ୍ଯା କର। ଯେଉଁଥିପାଇଁ କହେି କହିବେ ନାହିଁ, 'ଜଣେ ସ୍ତ୍ରୀ ଅବୀମଲକେକକ୍ସ୍ଟ ହତ୍ଯା କଲା।' ତେଣୁ ତା'ର ଗ୍ଭକର ତାଙ୍କୁ ଭକ୍ସ୍ଟଷି ଦିଅନ୍ତେ, ମଲା।

Cross references

ବିଚାରକର୍ତାମାନଙ୍କ ବିବରଣ 4:9

ତେଣୁ ସେ କହିଲେ, ମୁ ତକ୍ସ୍ଟମ୍ଭ ସହିତ ୟିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡକକ୍ସ୍ଟ ୟିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀ ଲୋକ ଦ୍ବାରା ସୀଷରୀକକ୍ସ୍ଟ ପରାସ୍ତ କରିବେ।

ପ୍ରଥମ ଶାମୁୟେଲ 31:4

ଶାଉଲ ତାଙ୍କର ଅସ୍ତ୍ରବାହକଙ୍କକ୍ସ୍ଟ କହିଲେ, ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ତା ରେ ମାେତେ ହତ୍ଯା କର। ତା ହେଲେ ଅସକ୍ସ୍ଟନ୍ନତ ଲୋକମାନେ ଆସି ମାେତେ ଗାଳି ଦବେେ ନାହିଁ କିମ୍ବା ହତ୍ଯା କରିପାରିବେ ନାହିଁ। କିନ୍ତୁ ଶାଉଲର ଅସ୍ତ୍ରବାହକ ଦାସ ବହକ୍ସ୍ଟତ ଭୟଭିତ ହାଇଗେଲା ଏବଂ ଶାଉଲଙ୍କକ୍ସ୍ଟ ହତ୍ଯା କରିବାକୁ ମନା କଲା।

ଦିତୀୟ ଶାମୁୟେଲ 1:7

ଶାଉଲ ପଛକକ୍ସ୍ଟ ଗ୍ଭହିଁ ମାେତେ ଦେଖିଲେ ଓ ଡାକିଲେ, ମୁ ମଧ୍ଯ ଉତ୍ତର ଦଲେି।

ଦିତୀୟ ଶାମୁୟେଲ 1:9

ତା'ପରେ ଶାଉଲ କହିଲେ, 'ତୁମ୍ଭେ ମାେତେ ହତ୍ଯା କର। କାରଣ ମୁ ବଡ ୟନ୍ତ୍ରଣା ପାଉଛି। ତଥାପି ମାେ ପ୍ରାଣ ସଐୂର୍ଣ ରହିଅଛି।'

Interlinear

Choose Theme