ୟିରକ୍ସ୍ଟ-ଦ୍ଦେଶତର ପକ୍ସ୍ଟତ୍ର ଅବୀମଲକେକକ୍ସ୍ଟ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରକ୍ସ୍ଟ ତାହା ଉପରକକ୍ସ୍ଟ ଚକିର ଉପର ପଟ ପକାନ୍ତେ ସେ କ'ଣ ତବେସେ ରେ ମଲା ନାହିଁ? କାହିଁକି ତୁମ୍ଭମାନେେ ପ୍ରାଚୀରର ଏତେ ନିକଟକକ୍ସ୍ଟ ଗଲ?' ତବେେ ତୁମ୍ଭେ କହିବ, 'ନିଜର ଦାସ ହିତ୍ତୀଯ ଊରିଯ ମଧ୍ଯ ମରିଅଛି।'
Cross references
ୟୋଯାଶ କହିଲେ, ଯଦି ଗିଦ୍ଦିୟୋନ ତା'ର ୟଜ୍ଞବଦେି ଭାଙ୍ଗିଛି ତବେେ, ବାଲ୍ ତାକକ୍ସ୍ଟ ନ୍ଯାଯାଳଯକକ୍ସ୍ଟ ନଇଯାେଉ। ତେଣୁ ସହେିଦିନ ୟୋଯାଶ ଗିଦ୍ଦିୟୋନର ଏକ ନୂତନ ନାମ, ୟିରକ୍ସ୍ଟଦ୍ଦାଲ୍ ରଖିଲେ।
ତା ପରଦିନ ପ୍ରତକ୍ସ୍ଟ୍ଯଷ ରେ ୟିରକ୍ସ୍ଟଦ୍ଦାଲ୍ ଏବଂ ତାଙ୍କର ସମସ୍ତ ଲୋକମାନେ ଉଠି ହାରୋଦ ଝରଣା ନିକଟରେ ଛାଉଣୀ ସ୍ଥାପନ କଲେ। ମିଦିଯନ ଲୋକମାନଙ୍କର ଛାଉଣୀ ସମାନଙ୍କେର ଉତ୍ତର ରେ ମାରେି ପର୍ବତ ନିକଟ ତଳଭୂମିରେ ଥିଲା।
ଏହାପରେ ଅବୀମଲେକ୍ ତବସେ ସହରକକ୍ସ୍ଟ ଗଲେ, ସଠାେରେ ଛାଇଣୀ ସ୍ଥାପନ କଲେ ଓ ତାକକ୍ସ୍ଟ ଅକ୍ତିଆର କଲେ।
ସେଥିରକ୍ସ୍ଟ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମଲକଙ୍କେ ମକ୍ସ୍ଟଣ୍ତ ଉପରକକ୍ସ୍ଟ ପକାଇ ତାଙ୍କର ଖପକ୍ସ୍ଟରି ଭାଙ୍ଗି ପକାଇଲା।
ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।
ଅବ୍ନର ତକ୍ସ୍ଟମ୍ଭ ହାତ ବନ୍ଧା ନ ଥିଲା କି? ତକ୍ସ୍ଟମ୍ଭ ପାଦ ରେ ଶିଙ୍କକ୍ସ୍ଟଳି ନ ଥିଲା, ତଥାପି, ତୁମ୍ଭକୁ ଦକ୍ସ୍ଟଷ୍ଟ ଲୋକମାନେ ମାରି ଦେଲେ।
ହେ ସଦାପ୍ରଭୁ, ତୁମ୍ଭେ ମାେତେ ସମସ୍ତ ଅଧର୍ମରୁ ଉଦ୍ଧାର କର। ମାେତେ ମୂର୍ଖ ଲୋକମାନଙ୍କ ଦ୍ବାରା ନିନ୍ଦାପାତ୍ର କର ନାହିଁ।
ସେ ସମସ୍ତ ପ୍ରାଚୀନଗଣ ପରିହାସ କରି କହିବେ, ବର୍ତ୍ତମାନ ତୁମ୍ଭମାନେେ ଆମ୍ଭ ପାଇଁ ମୃତ ପ୍ରାଯ। ତୁମ୍ଭମାନେେ ଆମ୍ଭମାନଙ୍କ ପାଇଁ ସମାନ।'
ପରମେଶ୍ବର କହିଲେ, ଶମରିଯା ତୁମ୍ଭ ପାପସବୁର ଅର୍ଦ୍ଧକେ ପାପ କରି ନାହିଁ। ତୁମ୍ଭର ବ୍ଯବହାର ତା' (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ଯ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ।