Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 7:17 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 7:17 · ଓଡ଼ିଆ ବାଇବେଲ

ଏହାପରେ ଗିଦ୍ଦିୟୋନ ତାଙ୍କର ସୈନ୍ଯମାନଙ୍କୁ କହିଲେ, ମାେତେ ଅନକ୍ସ୍ଟସରଣ କର ଏବଂ ଦେଖ ମୁ ଯାହା କରୁଛି ତକ୍ସ୍ଟମେ ସହେିପରି କର। ମାେ ପଛ ରେ ସନୋ ଛାଉଣୀର ସୀମା ପର୍ୟ୍ଯନ୍ତ ଆସ। ମୁ ଯେତବେେଳେ ସମାନଙ୍କେର ଛାଉଣୀର ସୀମା ପାଖ ରେ ପହଁଞ୍ଚିବି। ମୁ ଯେପରି କରିବି ତୁମ୍ଭମାନେେ ଠିକ୍ ସହେିପରି କରିବ।

Cross references

ବିଚାରକର୍ତାମାନଙ୍କ ବିବରଣ 9:48

ଏହାପରେ ଅବୀମଲେକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକକ୍ସ୍ଟ ଚଢି଼ଲେ। ଅବୀମଲେକ୍ କକ୍ସ୍ଟରାଢି ନଇେ ବୃକ୍ଷରକ୍ସ୍ଟ କେତକେ ଡାଳ ହାଣିଲେ। ସେ ସଗେକ୍ସ୍ଟଡିକ ଉଠାଇଲେ ଏବଂ ସଗେକ୍ସ୍ଟଡିକ ନିଜ କାନ୍ଧ ରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, ଯଥାଶିଘ୍ର, ମୁ ଯାହା କଲି ତୁମ୍ଭେ ତାହା କର।

ମାଥିଉଲିଖିତ ସୁସମାଚାର 16:24

ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:1

ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭମାନେେ ସପରେି ଅନୁସରଣ କର।

ଏବ୍ରୀ 13:7

ତୁମ୍ଭମାନେେ ତୁମ୍ଭମାନଙ୍କର ନେତାମାନଙ୍କୁ ମନେ ପକାଅ। ସମାନେେ ପରମେଶ୍ବରଙ୍କ ବାକ୍ଯ ତୁମ୍ଭମାନଙ୍କୁ ଶିଖାଇଛନ୍ତି। ସମାନେେ କିପରି ଜୀବନଯାପନ କରିଥିଲେ, ଓ ମୃତ୍ଯୁ ଭୋଗ କଲେ ତାହା ମନେ ପକାଅ, ଏବଂ ସମାନଙ୍କେର ବିଶ୍ବାସର ଉଦାହରଣକୁ ଅନୁସରଣ କର।

ପିତରଙ୍କ ପ୍ରଥମ ପତ୍ 5:3

ଯେଉଁମାନଙ୍କର ଦାଯିତ୍ବ ତୁମ୍ଭେ ନଇେଛ, ସମାନଙ୍କେ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସମାନଙ୍କେ ନିକଟରେ ଆଦର୍ଶ ସ୍ବରୂପ ହୁଅ।

Interlinear

Choose Theme