Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 9:48 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:48 · ଓଡ଼ିଆ ବାଇବେଲ

ଏହାପରେ ଅବୀମଲେକ୍ ଓ ତାଙ୍କର ସମସ୍ତ ଲୋକମାନେ ସଲ୍ମୋନ୍ ପର୍ବତକକ୍ସ୍ଟ ଚଢି଼ଲେ। ଅବୀମଲେକ୍ କକ୍ସ୍ଟରାଢି ନଇେ ବୃକ୍ଷରକ୍ସ୍ଟ କେତକେ ଡାଳ ହାଣିଲେ। ସେ ସଗେକ୍ସ୍ଟଡିକ ଉଠାଇଲେ ଏବଂ ସଗେକ୍ସ୍ଟଡିକ ନିଜ କାନ୍ଧ ରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, ଯଥାଶିଘ୍ର, ମୁ ଯାହା କଲି ତୁମ୍ଭେ ତାହା କର।

Cross references

ବିଚାରକର୍ତାମାନଙ୍କ ବିବରଣ 7:17

ଏହାପରେ ଗିଦ୍ଦିୟୋନ ତାଙ୍କର ସୈନ୍ଯମାନଙ୍କୁ କହିଲେ, ମାେତେ ଅନକ୍ସ୍ଟସରଣ କର ଏବଂ ଦେଖ ମୁ ଯାହା କରୁଛି ତକ୍ସ୍ଟମେ ସହେିପରି କର। ମାେ ପଛ ରେ ସନୋ ଛାଉଣୀର ସୀମା ପର୍ୟ୍ଯନ୍ତ ଆସ। ମୁ ଯେତବେେଳେ ସମାନଙ୍କେର ଛାଉଣୀର ସୀମା ପାଖ ରେ ପହଁଞ୍ଚିବି। ମୁ ଯେପରି କରିବି ତୁମ୍ଭମାନେେ ଠିକ୍ ସହେିପରି କରିବ।

ବିଚାରକର୍ତାମାନଙ୍କ ବିବରଣ 9:52

ତେଣୁ ଅବୀମଲେକ୍ ସହେି ଗଡ ରେ ପହଞ୍ଚି ତା ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ଏବଂ ତାକକ୍ସ୍ଟ ଅଗ୍ନି ରେ ଦଗ୍ଧ କରିବା ପାଇଁ ସେ ଗଡର ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ଗଲେ।

ଗୀତସଂହିତା 68:14

ପରମେଶ୍ବର ଯେତବେେଳେ ସଲମାନୋ ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ। ସମାନେେ ବରଫପାତ ପରି ଛିନ୍ନଛତ୍ର ହେଲେ।

ଗୀତସଂହିତା 68:15

ବାଶନ ପର୍ବତ ମହାନ ପର୍ବତ ଅଟେ, ୟାହାର ବୃହତ ଶୃଙ୍ଗ ଅଛି।

ହିତୋପଦେଶ 1:11

ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ।

Interlinear

Choose Theme