ତା'ପରେ ସଦାପ୍ରଭୁ ମେଘରୁ ଓହ୍ଲାଇ ମାଶାଙ୍କେୁ କହିଲେ, ଆଉ ଯେଉଁ ଆତ୍ମା ତାଙ୍କଠା ରେ ଥିଲା, ତହିଁରୁ ନଇେ ସତୁରି ପ୍ରାଚୀନବର୍ଗଙ୍କୁ ଦେଲେ। ଯେତବେେଳେ ସମାନଙ୍କେ ଉପରେ ଆତ୍ମା ଅବସ୍ଥାନ କଲା, ସମାନେେ ଭବିଷ୍ଯତ କଥା ପ୍ରଚାର ଆରମ୍ଭ କଲେ, ଏବଂ ସମାନେେ ଆଉ ବନ୍ଦ କଲେ ନାହିଁ।
Cross references
ବର୍ତ୍ତମାନ ସମାନଙ୍କେର ପାପକୁ କ୍ଷମା କରିଦିଅ, ଯଦି ତୁମ୍ଭେ ସମାନଙ୍କେୁ କ୍ଷମା ନକର ତବେେ ତୁମ୍ଭେ ଲେଖିଥିବା ଜୀବନ୍ତ ପୁସ୍ତକରୁ ମାରେ ନାମକୁ କାଟି ଦିଅ।
ସଦାପ୍ରଭୁ ମେଘ ରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସଠାେରେ ତାଙ୍କ ସହିତ ଠିଆ ହାଇେ ସଦାପ୍ରଭୁ ତାଙ୍କର ନାମ ୟିହୋବା ବୋଲି ଘାଷେଣା କଲେ।
ତେଣୁ ସଦାପ୍ରଭୁଙ୍କର ମେଘ ଦିନ ବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସହେି ମେଘ ରେ ଅଗ୍ନି ଦଖାଗେଲା। ତେଣୁ ଇଶ୍ରାୟେଲର ସମସ୍ତ ଲୋକେ ଯେତବେେଳେ ସମାନେେ ୟାତ୍ରା କଲେ, ମେଘ ଦେଖି ପାରିଲେ।
ମୁଁ ସହେି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠା ରେ ଯେଉଁ ଆତ୍ମା ଅଛି ତହିଁରୁ ନଇେ ସମାନଙ୍କେୁ ଦବୋ, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବନାହିଁ, ସେଥିପାଇଁ ସମାନେେ ମଧ୍ଯ ତୁମ୍ଭ ସହିତ ଦାଯିତ୍ବ ଭାର ବହନ କରିବେ।
ସେତବେେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ ତମ୍ବୁ ନିକଟରେ ଛିଡା ହେଲେ। ସେ ଡାକିଲେ, ହାରୋଣ ଓ ମରିଯମ! ତହୁଁ ସମାନେେ ବାହାର ହାଇେ ଆସିଲେ।
ମାଶାେ ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ। ଇଶ୍ରାୟେଲର ନତେୃବର୍ଗ ସମାନଙ୍କେୁ ଅନୁସରଣ କଲେ।
ବିଲିଯମ ଦେଖିଲା ଯେ, ଇଶ୍ରାୟେଲର ଲୋକମାନେ ସମାନଙ୍କେର ପରିବାରବର୍ଗ ଅନୁସାରେ ରହିଲେ। ତା'ପରେ ପରମେଶ୍ବର ଆତ୍ମା ବାଲାଯମ ଉପରକୁ ଆସିଲା।
ତା'ପରେ ତୁମ୍ଭମାନେେ ଗିବିଯୋଥ ଓ ଲୋହିମକକ୍ସ୍ଟ ୟିବ। ସଠାେରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତବେେଳେ ତୁମ୍ଭେ ସହରର ପ୍ରବେଶ ଦ୍ବାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରକ୍ସ୍ଟ ଦଳେ ଯାଜକ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସକ୍ସ୍ଟଥିବାର ଦେଖିବ।
ଶାଉଲ ଏବଂ ତାଙ୍କର ସବେକ ଜିବେଥ୍ଇଲୋହିମ୍କକ୍ସ୍ଟ ଗଲେ। ସହେି ସ୍ଥାନ ରେ ଶାଉଲ ଦଳେ ଭବିଷ୍ଯଦ୍ବକ୍ତାଙ୍କକ୍ସ୍ଟ ଭଟେିଲେ। ପକ୍ସ୍ଟଣି ପରମେଶ୍ବରଙ୍କ ଆତ୍ମା ତାହାଙ୍କକ୍ସ୍ଟ ଆକ୍ରାନ୍ତ କରନ୍ତେ ସେ ସମାନଙ୍କେ ଭିତ ରେ ନାଚି, ଗାଇ ଭବିଷ୍ଯତ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।
ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସମାନେେ ଭବିଷ୍ଯଦ୍ବକ୍ତା ଦଳକକ୍ସ୍ଟ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କରିବାର ଓ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି ଶାମୁୟେଲଙ୍କୁ ଠିଆ ହବୋର ଦେଖନ୍ତେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକକ୍ସ୍ଟ ଆସିଲେ। ତହିଁରେ ସମାନେେ ମଧ୍ଯ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।
ଯେତବେେଳେ ଯିରୀହାେ ନିବାସୀ ଭବିଷ୍ଯଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ଯରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, ଏଲିଯଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା। ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ପାଇଁ ଆପଣାର ମଙ୍ଗଳମଯ ଆତ୍ମା ପ୍ରଦାନ କଲ। ତୁମ୍ଭେ ସମାନଙ୍କେଠାରୁ ତୁମ୍ଭର ମାନ୍ନା ଛଡାଇ ନଲେ ନାହିଁ। ସମାନଙ୍କେର ତୃଷ୍ନା ନିବାରଣାର୍ଥେ ସମାନଙ୍କେୁ ଜଳ ଦଲେ।
ପରମେଶ୍ବର ଉଚ୍ଚ ମେଘସ୍ତମ୍ଭ ମଧ୍ଯରୁ କହିଲେ, ସମାନେେ ତାଙ୍କର ଆଦେଶ ମାନିଲେ ଏବଂ ସେ ନିଯମ ବ୍ଯବସ୍ଥା ଦେଲେ।
ତା'ପ ରେ ଯିରିମିୟ ବାରୂକକୁ କହିଲେ, ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟାଇପାରିବି ନାହିଁ, କାରଣ ମାେତେ ମନ୍ଦିର ରେ ପ୍ରବେଶ କରିବାକୁ ମନା।
ଏହାପ ରେ ସବୁପ୍ରକାର ଲୋକଙ୍କ ଉପ ରେ ଆମ୍ଭର ଆତ୍ମା ପ୍ରଦାନ କରିବା। ତହିଁରେ ତୁମ୍ଭର ପୁତ୍ର ଓ କନ୍ଯାଗଣ ସଦାପ୍ରଭୁଙ୍କର ଭବିଷ୍ଯତବାର୍ତ୍ତା ଗ୍ରହଣ କରି ଲୋକମାନଙ୍କ ମଧିଅରେ ପ୍ରଗ୍ଭର କରିବେ। ତୁମ୍ଭର ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ ଓ ତୁମ୍ଭର ୟୁବକଗଣ ଦର୍ଶନ ଲାଭ କରିବେ।
ପିତର ଏହି ସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡାଇ ପକଇେଲା। ମେଘ ସମାନଙ୍କେୁ ଘୋଡାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ।
ମୁଁ ଶଷେ ସମୟରେ ସମସ୍ତଙ୍କ ଉପରେ ମାରେ ଆତ୍ମା ଢ଼ାଳି ଦବେି। ଯାହାଦ୍ବାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ଯତ ବାଣୀ କହିପାରିବେ। ତୁମ୍ଭମାନଙ୍କର ୟୁବକମାନେ ଦର୍ଶନ ପାଇବେ ଓ ବୃଦ୍ଧ ଲୋକମାନେ ସ୍ବପ୍ନ ଦେଖିବେ।
ସମାନଙ୍କେ ମଧିଅରେ ଆଗାବା ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଭବିଷ୍ଯଦ୍ବାଣୀ କହିଲେ, ଏ ସମଗ୍ର ପୃଥିବୀ ରେ ମହାଦୁର୍ଭିକ୍ଷ ପଡ଼ିବ, ସହେି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ। ଏହି ଦୁର୍ଭିକ୍ଷ କ୍ଲାଉଦିଅ କାଇସରଙ୍କ ସମୟରେ ପଡିଥିଲେ।
ତାହାଙ୍କର ଚ଼ା ରୋଟି ଅବିବାହିତା ଝିଅ ଥିଲେ। ସମାନେେ ଭାବବାଦିନୀ ଥିଲେ।
ଯେ କୌଣସି ପୁରୁଷଲୋକ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ ବା ଭବିଷ୍ଯଦ୍ ବାଣୀ କ ହେ, ସେ ନିଜ ମସ୍ତକର ଅପମାନ କରେ।
ପ୍ ରମରେ ଅନୁସରଣ କର। ଆଧ୍ଯାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶଷେ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।
ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ଯଦ୍ ବକ୍ତାମାନଙ୍କ ନିୟନ୍ତ୍ରଣ ରେ ଥାନ୍ତି।
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।
କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।