Home Bibles ବିଚାରକର୍ତାମାନଙ୍କ ବିବରଣ 20:47 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:47 · ଓଡ଼ିଆ ବାଇବେଲ

କିନ୍ତୁ 600 ସୈନିକ ବିନ୍ଯାମୀନୀଯଙ୍କର ମରକ୍ସ୍ଟଭୂମିକକ୍ସ୍ଟ ଦୌଡି ପଳାଯନ କଲେ। ସମାନେେ ରିମ୍ମୋନ୍ ଶୈଳ ନିକଟକକ୍ସ୍ଟ ପଳାଇ ସଠାେରେ ଗ୍ଭରିମାସ ଧରି ରହିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 21:13

ଏହିପରି ଇଶ୍ରାୟେଲର ଲୋକମାନେ ବିନ୍ଯାମୀନୀୟମାନଙ୍କ ପାଖକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ରିମ୍ମୋନ୍ ଶୈଳଠା ରେ ରହକ୍ସ୍ଟଥିବା ବିନ୍ଯାମୀନ ଲୋକମାନଙ୍କ ସହିତ ଶାନ୍ତି ଚକ୍ସ୍ଟକ୍ତି ପ୍ରଦାନ କଲେ।

ଗୀତସଂହିତା 103:9

ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ, କିଅବା ସେ ଚିରଦିନ ପାଇଁ କୋର୍ଧିତ ରହିବେ ନାହିଁ।

ଯିଶାଇୟ 1:9

ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।

ଯିରିମିୟ 14:7

ହେ ସଦାପ୍ରଭୁ, ଆମ୍ଭମାନେେ ଜାଣୁଛୁ ଆମ୍ଭର ଅଧର୍ମ ଯୋଗୁଁ ଆମ୍ଭମାନେେ ଦୁଃଖଭୋଗ କରୁଅଛୁ। ତଥାପି ତୁମ୍ଭେ ଆପଣା ନାମ ସକାେଶ କାର୍ୟ୍ଯ କର ଓ ଆମ୍ଭମାନଙ୍କୁ ସାହାୟ୍ଯ କର। କାରଣ ଆମ୍ଭମାନେେ ବହୁବାର ତୁମ୍ଭକୁ ପରିତ୍ଯାଗ କରିଅଛୁ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।

ଯିରିମିୟଙ୍କ ବିଳାପ 3:32

ଯଦିଓ ସଦାପ୍ରଭୁ ଦଣ୍ଡ ଦିଅନ୍ତି, ତାଙ୍କର ଅପାର ପ୍ ରମେ ଅନୁସାରେ ସେ ଆମ୍ଭମାନଙ୍କୁ ଦୟା କରନ୍ତି।

ହବକକୂକ 3:2

ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷଯ ରେ ଶୁଣିଛି ଏବଂ ମୁଁ ପରମେଶ୍ବରଙ୍କ ଭୟ ରେ ପରିପୂର୍ଣ୍ଣ ହାଇେଛି। ହେ ସଦାପ୍ରଭୁ, ଅତୀତ ରେ ଯେଉଁସବୁ ଶକ୍ତିଶାଳୀ କାର୍ୟ୍ଯ କରିଛ, ସେଥି ରେ ମୁଁ ଆଶ୍ଚର୍ୟ୍ଯାନ୍ବିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷଯ ରେ ଅନକେ ବଡ କାର୍ୟ୍ଯ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସହେି କୋରଧିତ ଅବସ୍ଥା ରେ ଆମ୍ଭପ୍ରତି ଦୟା କର।

Interlinear

Choose Theme