ଯେତବେେଳେ ଇଶ୍ରାୟେଲବାସୀମାନେ ୟକ୍ସ୍ଟଦ୍ଧକକ୍ସ୍ଟ ବାହାରିଲେ, ସେତବେେଳେ ସମାନେେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସମାନଙ୍କେ ପାଶର୍ବ ରେ ନ ଥିଲେ। ସମାନଙ୍କେୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସମାନେେ ତାଙ୍କ ଚତକ୍ସ୍ଟଃପାଶର୍ବ ରେ ଥିବା ଦବେତାମାନଙ୍କୁ ପୂଜା କରନ୍ତି, ତବେେ ସମାନେେ ୟକ୍ସ୍ଟଦ୍ଧ ରେ ହାରିବେ। ଅତଯବ, ଲୋକମାନେ ଅତିଶଯ ଅସକ୍ସ୍ଟବିଧା ଭୋଗ କଲେ।
Cross references
ତୁମ୍ଭମାନେେ ଯଦି ଆମ୍ଭର ବାକ୍ଯ ରେ ମନୋୟୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତବେେ ଏହି ସବୁ ଅଘଟଣମାନ ଘଟିବ।
ତୁମ୍ଭମାନେେ ସେ ଦେଶ ରେ ବହକ୍ସ୍ଟତ ଦିନ ବସବାସ କରିବ। ସଠାେରେ ତୁମ୍ଭମାନଙ୍କର ପକ୍ସ୍ଟତ୍ର ଓ ନାତିମାନେ ମଧ୍ଯ ବାସ କରିବେ। ତୁମ୍ଭମାନେେ ସଠାେରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକକ୍ସ୍ଟ କ୍ଷକ୍ସ୍ଟର୍ଣ କରିବ। ଯେତବେେଳେ ତୁମ୍ଭମାନେେ ଏପରି କରିବ, ପରମେଶ୍ବର ତୁମ୍ଭମାନଙ୍କ ଉପରେ କୋରଧ କରିବେ।
କିନ୍ତୁ ଯେତବେେଳେ ଜଣେ ଭବିଷ୍ଯଦ୍ବକ୍ତା ମାେ ନାମ ରେ କୌଣସି ଅନକ୍ସ୍ଟଚିତ୍ କଥା କ ହେ, ଯାହା ମୁ ତାଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦଇନୋହିଁ। ସହେି ଭବିଷ୍ଯଦ୍ବକ୍ତାର ମୃତକ୍ସ୍ଟ୍ଯଦଣ୍ତ ପାଇବା ଉଚିତ୍। ଏବଂ ଯଦି କେତକେ ଭବିଷ୍ଯଦ୍ବକ୍ତା ଅନ୍ୟ ଦବଗେଣଙ୍କ ନାମ ରେ କହନ୍ତି, ତବେେ ସହେି ଭବିଷ୍ଯଦ୍ବକ୍ତାଗଣ ନିଶ୍ଚଯ ମୃତକ୍ସ୍ଟ୍ଯଦଣ୍ତ ପାଇବେ।
କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।
ତୁମ୍ଭେ ଯଦି କକ୍ସ୍ଟକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମକ୍ସ୍ଟଖ ହକ୍ସ୍ଟଅ, ତବେେ ସେ ତୁମ୍ଭର ସର୍ବଦା ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ୟ୍ଯ ରେ ହତୋତ୍ସାହ ଓ ଅସକ୍ସ୍ଟବିଧା ଜନ୍ମିବ। ତୁମ୍ଭେ ସଐୂର୍ଣ ଭାବରେ ବିନାଶ ହବୋ ପର୍ୟ୍ଯନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତକ୍ସ୍ଟମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠା ରେ ବିମକ୍ସ୍ଟଖ ହାଇେଛ ଓ ତାଙ୍କଠାରକ୍ସ୍ଟ ଦୂ ରଇେ ରହିଛ।
ଆମ୍ଭେ ଆକାଶ ଆଡେ ହାତ ଉଠାଇ କହକ୍ସ୍ଟ, ଏହି ପ୍ରତିଜ୍ଞା କରୁ। ଆମ୍ଭେ ଯେ ଅନନ୍ତ ଜୀବି ଅଟକ୍ସ୍ଟ।
ସଦାପ୍ରଭୁ ପରମେଶ୍ବର ଯେଉଁ ସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ଏକାପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ଯ ହବୋକକ୍ସ୍ଟ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭକ୍ସ୍ଟଲକର, ତବେେ ତକ୍ସ୍ଟମ୍ଭପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦଇେଥିବା ଉତ୍ତମ ଦେଶରକ୍ସ୍ଟ ତୁମ୍ଭକୁ ଦୂରକକ୍ସ୍ଟ ନଇେଯିବେ।
ଅେମ୍ମାନୀୟମାନେ ୟିହକ୍ସ୍ଟଦା, ବିନ୍ଯାମୀନ, ଇଫ୍ରଯିମ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୟର୍ଦ୍ଦନ ପାଇ ହାଇେ ଗଲେ। ଅେମ୍ମାନୀୟମାନେ ଇଶ୍ରାୟେଲ ଲୋକମାନଙ୍କ ପାଇଁ ବଡ କଷ୍ଟର କାରଣ ହେଲେ।
ସମାନେେ ବଡ ହବୋ ପର୍ୟ୍ଯନ୍ତ ତୁମ୍ଭେ କ'ଣ ଅପେକ୍ଷା କରିବ ଏବଂ ୟଥେଷ୍ଟ ବଯଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତବେେଳେ ସମାନଙ୍କେୁ ଅପେକ୍ଷା କରିବ। ତୁମ୍ଭେ ନିଜକକ୍ସ୍ଟ ଅନ୍ୟ ସ୍ବାମୀମାନଙ୍କଠାରକ୍ସ୍ଟ ବିବାହ କରିବାଠାରକ୍ସ୍ଟ ଦୂ ରଇେ ରଖି ପାରିବ କି? ନା, ମାରେକନ୍ଯାଗଣ, ମୁ ତୁମ୍ଭମାନଙ୍କ ପାଇଁ ଖରାପ ଅନକ୍ସ୍ଟଭବ କରୁଛି, କାରଣ ଏହା ଜଣାୟାଏ ଯେ, ସଦାପ୍ରଭୁ ମାେ ବିରକ୍ସ୍ଟଦ୍ଧ ରେ ଅଛନ୍ତି।
କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ କଥାନ ମାନ ଏବଂ ତାଙ୍କ ବିରକ୍ସ୍ଟଦ୍ଧ ରେ ୟାଅ, ତବେେ ପରମେଶ୍ବରଙ୍କର ହସ୍ତ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରକ୍ସ୍ଟଦ୍ଧ ରେ ଥିଲେ।
ଇଶ୍ରାୟେଲୀୟମାନେ ଆପଣାମାନଙ୍କ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗକ୍ସ୍ଟମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ଯାନ୍ଯ ଗାତ୍ର ରେ ଆତ୍ମଗୋପନ କଲେ।
କିନ୍ତୁ ଶାଉଲ ସଦେିନ ପକ୍ସ୍ଟଣି ଏକ ଭୂଲ୍ କଲେ। ଯେତବେେଳେ ସୈନ୍ଯମାନେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ହେଲେ, ଶାଉଲ ସମାନଙ୍କେୁ, ଯଦି କୌଣସି ଲୋକ ସଂନ୍ଧ୍ଯା ପୂର୍ବରକ୍ସ୍ଟ କିମ୍ବା ଶତୃ ବିନାଶ କରିବା ପୂର୍ବରକ୍ସ୍ଟ ଖାଦ୍ୟ ଗ୍ରହଣ କରେ, ତବେେ ସେ ଦଣ୍ତିତ ହବେ। ସେ ସମାନଙ୍କେୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ଯ କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।
ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।
ରିହବିଯାମ୍ ଜଣେ ଅତ୍ଯନ୍ତ ପରାକ୍ରମୀ ରାଜା ହାଇେ ଉଠିଲେ, ଆହୁରି ମଧ୍ଯ ସେ ନିଜ ରାଜ୍ଯକୁ ଦୃଢ଼ କଲେ। ଏହାପରେ ରିହବିଯାମ୍ ଓ ସମସ୍ତ ଇଶ୍ରାୟେଲୀୟ ସଦାପ୍ରଭୁଙ୍କ ନିଯମ ମାନିବାକୁ ମନା କଲେ।
ମାତ୍ର ଯଦି ସହେି ଗୋଷ୍ଠୀ ଆପଣା ଆପଣା ଦୁଷ୍କର୍ମରୁ ଫରନ୍େତି ତବେେ ଆମ୍ଭେ ସମାନଙ୍କେ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନ ରେ ସ୍ଥିର କରିଥିଲୁ, ସେଥିରୁ ଆମ୍ଭେ କ୍ଷାନ୍ତ ହବୋ।
ପୁଣି ସଦାପ୍ରଭୁ କହନ୍ତି ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ।ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତ ରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନି ରେ ଦଗ୍ଧ କରିବ।'
ଏଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ ଓ ସମଗ୍ର ଯିହୁଦା ବିପକ୍ଷ ରେ ଅମଙ୍ଗଳ ଓ ଧ୍ବଂସ ଘଟାଇବା ପାଇଁ ମନସ୍ଥ କରିଅଛୁ।
'ଆଉ ଦେଖ, ଆମ୍ଭେ ସମାନଙ୍କେର ମଙ୍ଗଳ ନିମନ୍ତେ ନୁହେଁ, ଅମଙ୍ଗଳ ନିମନ୍ତେ ସମାନଙ୍କେୁ ଜଗି ରହିବା। ମିଶର ଦେଶସ୍ଥ ସମସ୍ତ ୟୁହୁଦୀ ନିଃଶଷେ ହବୋ ପର୍ୟ୍ଯନ୍ତ ଖଡ୍ଗ, ଓ ଦୁର୍ଭିକ୍ଷର ମୃତ୍ଯୁ ଲାଗି ରହିବ।
ଏଥିପାଇଁ ସଦାପ୍ରଭୁ କୁହନ୍ତି, ଦେଖ, ଏହି ପରିବାର ବିରୁଦ୍ଧ ରେ ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍ଭମାନେେ ନିଜକୁ ରକ୍ଷା କରିବାକୁ ସମର୍ଥ ହବେ ନାହିଁ। ତୁମ୍ଭମାନେେ ଗର୍ବର ସହିତ ବହୁ ଦୂର ଗ୍ଭଲିୟାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି।
ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।