ଏହାପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କକ୍ସ୍ଟ ସମାନଙ୍କେ ଉପରେ ନିୟକ୍ସ୍ଟକ୍ତି କଲେ। ଏବଂ ସହେି ବିଗ୍ଭରକର୍ତ୍ତାଗଣ, ସମାନଙ୍କେର ଧନସଐତ୍ତି ଯେଉଁମାନେ ନଇେଥିଲେ, ସହେି ଶତୃମାନଙ୍କ ହାତରକ୍ସ୍ଟ ସମାନଙ୍କେୁ ଉଧାର କଲେ।
Cross references
ଏହାପରେ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନଙ୍କେୁ ସାହାୟ୍ଯ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସହେି ଲୋକର ନାମ ଥିଲା ଅତ୍ନୀଯଲେ। ସେ ଥିଲେ କାଲବଙ୍କେର ସାନ ଭାଇ କନସରର ପକ୍ସ୍ଟତ୍ର।
ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କକ୍ସ୍ଟ ପଠାଇଲେ। ସହେି ଲୋକ ଜଣଙ୍କ ଥିଲେ ଏହୂଦ୍। ଏହକ୍ସ୍ଟଦ୍ ଥିଲେ ବିନ୍ଯାମିନୀଯ ପରିବାରବର୍ଗର ଗରୋର ପକ୍ସ୍ଟତ୍ର। ତାଙ୍କର ବାମହାତ ରେ ୟକ୍ସ୍ଟଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହାଇେଥିଲେ। ଇଶ୍ରାୟେଲ ଲୋକମାନେ ତାଙ୍କଦ୍ବାରା ମାୟୋବୀଯର ରାଜା ଇଲ୍ଲୋନଙ୍କ ନିକଟକକ୍ସ୍ଟ ଭଟେି ପଠାଇଲେ।
ଏହୂଦ୍ଙ୍କ ପରେ ଇଶ୍ରାୟେଲମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶମ୍ଗାର, ଅନାତର ପକ୍ସ୍ଟତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କକ୍ସ୍ଟ ଗୋକଣ୍ଟକ ପଞ୍ଚମ ଦ୍ବାରା ହତ୍ଯା କଲେ। ସେ ଇଶ୍ରାୟେଲକକ୍ସ୍ଟ ମଧ୍ଯ ରକ୍ଷା କଲେ।
ଦିନେ, ଦବୋରା ଏକ ଖଜର୍କ୍ସ୍ଟରୀ ଗଛ ତଳେ ବସିଥିଲେ। ଇଶ୍ରାୟେଲର ଲୋକମାନେ ଗୋଟିଏ ମୀମାଂସ ପାଇଁ ତାଙ୍କ ନିକଟକକ୍ସ୍ଟ, ସୀଷରା ସମ୍ବନ୍ଧ ରେ ଆସିଲେ। ସହେି ଖଜର୍କ୍ସ୍ଟରୀ ଗଛଟି ରାମା ଓ ବୈଥେଲ୍ ମଧ୍ଯ ଇଫ୍ରଯିମ ପର୍ବତମଯ ଦେଶ ରେ ଅବସ୍ଥିତ ଥିଲା।
ତା'ପରେ ସଦାପ୍ରଭୁ ଗିଦ୍ଦିୟୋନକକ୍ସ୍ଟ ଅନାଇଲେ ଏବଂ କହିଲେ, ତୁମ୍ଭର ନିଜର ଶକ୍ତିକକ୍ସ୍ଟ ବ୍ଯବହାର କର। ୟାଅ ଏବଂ ମିଦିଯନ ହସ୍ତରକ୍ସ୍ଟ ଇଶ୍ରାୟେଲର ଲୋକମାନଙ୍କୁ ରକ୍ଷା କର। ମୁ ତୁମ୍ଭମାନଙ୍କୁ ଏହି ଅଭିୟାନ ରେ ପଠାଉଛି।
ଅବୀମଲକରେ ମୃତକ୍ସ୍ଟ୍ଯପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ଇଶ୍ରାୟେଲବାସୀଙ୍କକ୍ସ୍ଟ ରକ୍ଷା କରିବା ପାଇଁ ପଠାଇଲେ। ସହେି ବିଗ୍ଭରକଙ୍କ ନାମ ଥିଲା ତାେଲୟ। ସେ ଥିଲେ ପୂଯାର ପକ୍ସ୍ଟତ୍ର। ଦୋଦୟର ପକ୍ସ୍ଟତ୍ର ପୂଯାର ଥିଲେ। ତାେଲୟ ଥିଲେ ଇଷାଖର ପରିବାରବର୍ଗ। ଯାହାକି ଇଫ୍ରଯିମ ପର୍ବତମଯ ଦେଶ ଶାମୀର ସହର ରେ ତାେଲୟ ବାସ କଲେ।
ଏହାପରେ ୟିଲ୍ଗହ ଅମ୍ମାନେ ସନ୍ତାନଗଣ ଦେଶକକ୍ସ୍ଟ ଗଲେ। ୟିଲ୍ଗହ ସମାନଙ୍କେ ସହିତ ୟକ୍ସ୍ଟଦ୍ଧ କଲେ। ସଦାପ୍ରଭୁ ୟିଲ୍ଗହକକ୍ସ୍ଟ ସହାୟ ହେଲେ ସମାନଙ୍କେୁ ପରାସ୍ତ କରିବା ପାଇଁ।
ସହେି ସମୟରେ ଯେତବେେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସହେି ଦେଶ ରେ ଦକ୍ସ୍ଟର୍ଭିକ୍ଷ ପଡିଥିଲା। ତେଣୁ ଏଲିମଲକେ ନାମକ ଜଣେ ଲୋକ ୟିହକ୍ସ୍ଟଦାସ୍ଥିତ ନିଜର ଗୃହ ବୈଥ୍ଲହେମ୍କକ୍ସ୍ଟ ପରିତ୍ଯାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ର ସହିତ ମାୟୋବ ଦେଶ ରେ ବାସ କରିବାକୁ ଗଲା।
ସଦାପ୍ରଭୁ ତୁମ୍ଭମାନଙ୍କୁ ୟିରକ୍ସ୍ଟଦ୍ଦାଲକକ୍ସ୍ଟ, ବଦାନ୍କକ୍ସ୍ଟ, ୟିଲ୍ଗହକକ୍ସ୍ଟ ଓ ଶାମୁୟେଲଙ୍କୁ ପଠାଇ ଚତକ୍ସ୍ଟର୍ଦ୍ଦିଗ ରେ ଥିବା ତକ୍ସ୍ଟମ୍ଭ ଶତୃମାନଙ୍କ କବଳରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭମାନେେ ନିର୍ଭୟ ରେ ବାସ କଲ।
ଶାଉଲ ସାହାସୀ ଥିଲେ। ସେ ଇଶ୍ରାୟେଲୀୟମାନଙ୍କ ଲକ୍ସ୍ଟସ୍ଖନକାରୀଙ୍କକ୍ସ୍ଟ ଦମନ କଲେ। ସେ ଏପରିକି ଅମାଲକେୀଯମାନଙ୍କୁ ପରାସ୍ତ କଲେ।
ପରମେଶ୍ବର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କଠାରକ୍ସ୍ଟ ଆଶ୍ବସ୍ତି କରିବେ। ଆଉ ସଦାପ୍ରଭୁ କହନ୍ତି, ସେ ତୁମ୍ଭମାନଙ୍କ ବଂଶରକ୍ସ୍ଟ ଓ ପରିବାରରକ୍ସ୍ଟ ରାଜାଗଣ କରିବେ
ଏଣୁ ତୁମ୍ଭେ ସମାନଙ୍କେୁ ବିପକ୍ଷଗଣ ହସ୍ତ ରେ ସମର୍ପଣ କରିବାରୁ ସମାନେେ ସମାନଙ୍କେୁ କ୍ଲେଶ ଦେଲେ। ମାତ୍ର କ୍ଲେଶ ସମୟରେ, ସମାନେେ ତୁମ୍ଭଠା ରେ ସାହାୟ୍ଯ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ବର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସା ରେ ସମାନଙ୍କେୁ ଉଦ୍ଧାର କତ୍ତୁର୍ଗଣ ଦଲେ। ସମାନେେ ବିପକ୍ଷଗଣ ହସ୍ତରୁ ସମାନଙ୍କେୁ ଉଦ୍ଧାର କଲେ।
ଅନକେ ଥର ପରମେଶ୍ବର ସମାନଙ୍କେୁ ଉଦ୍ଧାର କଲେ। ମାତ୍ର ସମାନେେ କ୍ରମାଗତ ପରମେଶ୍ବରଙ୍କ ବିଦ୍ରୋହୀ ହେଲେ ଏବଂ ଆପଣା ଇଚ୍ଛାନୁସାରେ କାର୍ୟ୍ଯରେ ବହୁତ ଗଭୀର ପର୍ୟ୍ଯନ୍ତ ବୁଡ଼ିଗଲେ।
ଏହି ସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ୟ୍ଯନ୍ତ ସମାନେେ ଅଧିକାର କଲେ।