Home Bibles ରୂତର ବିବରଣ 1:13 · ଓଡ଼ିଆ ବାଇବେଲ
ରୂତର ବିବରଣ 1:13 · ଓଡ଼ିଆ ବାଇବେଲ

ସମାନେେ ବଡ ହବୋ ପର୍ୟ୍ଯନ୍ତ ତୁମ୍ଭେ କ'ଣ ଅପେକ୍ଷା କରିବ ଏବଂ ୟଥେଷ୍ଟ ବଯଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତବେେଳେ ସମାନଙ୍କେୁ ଅପେକ୍ଷା କରିବ। ତୁମ୍ଭେ ନିଜକକ୍ସ୍ଟ ଅନ୍ୟ ସ୍ବାମୀମାନଙ୍କଠାରକ୍ସ୍ଟ ବିବାହ କରିବାଠାରକ୍ସ୍ଟ ଦୂ ରଇେ ରଖି ପାରିବ କି? ନା, ମାରେକନ୍ଯାଗଣ, ମୁ ତୁମ୍ଭମାନଙ୍କ ପାଇଁ ଖରାପ ଅନକ୍ସ୍ଟଭବ କରୁଛି, କାରଣ ଏହା ଜଣାୟାଏ ଯେ, ସଦାପ୍ରଭୁ ମାେ ବିରକ୍ସ୍ଟଦ୍ଧ ରେ ଅଛନ୍ତି।

Cross references

ଆଦି ପୁସ୍ତକ 38:11

ଏହାପରେ ଯିହୁଦା ତା'ର ପୁତ୍ର ବଧୁ ତାମରକୁ କହିଲେ, ତୁମ୍ଭେ ତୁମ୍ଭର ପିତୃ ଗୃହକୁ ୟାଅ। ଏବଂ ମାରେ କନିଷ୍ଠ ପୁତ୍ରଶିଲା ୟୁବକ ନ ହବୋ ପର୍ୟ୍ଯନ୍ତ ବିବାହ କର ନାହିଁ। ଯିହୁଦା ଭୟ କଲେ ଯେ ଯଦି ତା'ର ଭାଇମାନଙ୍କ ପରି ଶଲୋ ହିଁ ମରିୟିବ। ଏଣୁ ତାମର ତା' ପିତୃ ଗୃହକୁ ୟାଇ ବାସକଲା।

ଦିତୀୟ ବିବରଣ 2:15

ସଦାପ୍ରଭୁଙ୍କର ହସ୍ତ ସମାନଙ୍କେ ବିପକ୍ଷ ରେ ସମସ୍ତ ଲୋକମାନଙ୍କୁ ଧ୍ବଂଶ କରିବା ପର୍ୟ୍ଯନ୍ତ ଥିଲା।

ବିଚାରକର୍ତାମାନଙ୍କ ବିବରଣ 2:15

ଯେତବେେଳେ ଇଶ୍ରାୟେଲବାସୀମାନେ ୟକ୍ସ୍ଟଦ୍ଧକକ୍ସ୍ଟ ବାହାରିଲେ, ସେତବେେଳେ ସମାନେେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସମାନଙ୍କେ ପାଶର୍‌ବ ରେ ନ ଥିଲେ। ସମାନଙ୍କେୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସମାନେେ ତାଙ୍କ ଚତକ୍ସ୍ଟଃପାଶର୍‌ବ ରେ ଥିବା ଦବେତାମାନଙ୍କୁ ପୂଜା କରନ୍ତି, ତବେେ ସମାନେେ ୟକ୍ସ୍ଟଦ୍ଧ ରେ ହାରିବେ। ଅତଯବ, ଲୋକମାନେ ଅତିଶଯ ଅସକ୍ସ୍ଟବିଧା ଭୋଗ କଲେ।

ରୂତର ବିବରଣ 1:21

ଯେତବେେଳେ ମୁ ଏହି ସ୍ଥାନ ଛାଡିଲି, ମାରେ ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମାେତେ ଖାଲି ହାତ ରେ ଘରକକ୍ସ୍ଟ ଫରୋଇ ଆଣିଲେ। ସଦାପ୍ରଭୁ ମାେତେ ଦଃଖ ଦଇେଅଛନ୍ତି, ତେଣୁ ତୁମ୍ଭମାନେେ ମାେତେ 'ନୟମୀ' ବୋଲି କାହିଁକି ଡାକକ୍ସ୍ଟଅଛକ୍ସ୍ଟ? ସର୍ବଶକ୍ତିମାନ ପରମେଶ୍ବର ମାେତେ ଅନକେ ଦକ୍ସ୍ଟଃଖ ଦଇେଛନ୍ତି ଏବଂ ମାେ ଉପରକକ୍ସ୍ଟ ବହକ୍ସ୍ଟତ ଅସକ୍ସ୍ଟବିଧା ଆଣିଛନ୍ତି।

ପ୍ରଥମ ଶାମୁୟେଲ 5:11

ଏ ହତେକ୍ସ୍ଟ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଏକତ୍ରୀତ କରି କହିଲେ, ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଠାଇ ଦିଅ, ତାହା ସ୍ବସ୍ଥାନକକ୍ସ୍ଟ ଫରେିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ଯା ନ କରୁ, କାରଣ ନଗରର ସବୁଆଡେ ମୃତକ୍ସ୍ଟ୍ଯଜନିତ ବ୍ଯାକକ୍ସ୍ଟଳତା ଜନ୍ମି ଥିଲା। ପରମେଶ୍ବରଙ୍କ ହସ୍ତ ସଠାେରେ ଅତି ଭାରି ଥିଲା।

ଆୟୁବ ପୁସ୍ତକ 19:21

ମାେତେ ଦୟା କରନ୍ତୁ। ମାରେ ଶତ୍ରୁଗଣ ମାେତେ ଦୟାକର। କାହିଁକି ? କାରଣ ପରମେଶ୍ବର ମାେ ବିରୁଦ୍ଧ ରେ।

ଗୀତସଂହିତା 32:4

ପ୍ରଭୁ ତୁମ୍ଭେ ମାରେ ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦଲେ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ୟମେିତି ଭୂମି ଶୁଖି ୟାଏ।

ଗୀତସଂହିତା 38:2

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଘାତ କରିଛ। ତୁମ୍ଭର ତୀର ମାରେ ଅନ୍ତଃସ୍ଥଳକୁ ବିଦ୍ଧ କରିଛି।

ଗୀତସଂହିତା 39:9

ମୁଁ ମାରେ ପାଟି ଖାଲିେ ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ୟାହା କରିବା କଥା ତାହା କରିଛ।

Interlinear

Choose Theme