Home Bibles ☰ Books ମୀଖା 2:3 · ଓଡ଼ିଆ ବାଇବେଲ
ମୀଖା 2:3 · ଓଡ଼ିଆ ବାଇବେଲ

ଏଥିପାଇଁ ସଦାପ୍ରଭୁ କୁହନ୍ତି, ଦେଖ, ଏହି ପରିବାର ବିରୁଦ୍ଧ ରେ ମୁଁ ଅମଙ୍ଗଳ ଚିନ୍ତା କରୁଛି। ତୁମ୍ଭମାନେେ ନିଜକୁ ରକ୍ଷା କରିବାକୁ ସମର୍ଥ ହବେ ନାହିଁ। ତୁମ୍ଭମାନେେ ଗର୍ବର ସହିତ ବହୁ ଦୂର ଗ୍ଭଲିୟାଇପାରିବ ନାହିଁ। କାରଣ, ଦୁଃସମୟ ଆସୁଅଛି।

Cross references

ଯିଶାଇୟ 2:11

ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।

ଯିଶାଇୟ 3:16

ସଦାପ୍ରଭୁ ପୁଣି କୁହନ୍ତି, ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସମାନେେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠା ବୋଲି ଦଖାଇେ ହାଇେ ମଥା ଉନ୍ନତ୍ତ କରି ବୁଲନ୍ତି। ସମାନେେ କଟାକ୍ଷପାତ କରି ଚଞ୍ଚଳ ଗତି ରେ ଚାଲିଲା ବେଳେ ସମାନଙ୍କେର ପାଦର ନୂପୁର ରୁଣୁଝୁଣୁ ହୁଏ।'

ଯିଶାଇୟ 5:19

ସସହିସଲାକମାଲନ କୁହନ୍ତି, ଆମ୍ଲଭମାଲନ ଇଚ୍ଛା କରୁଛୁସଯ ପରଲମଶ୍ବର ତାଙ୍କରସଯାଜନାମୂଳକ କାର୍ୟ୍ଯ ତ୍ବରାନ୍ବିତ କରନ୍ତୁ। ତା'ପସର ଆମ୍ଲଭମାଲନ କ'ଣ ଘଟିବ ଜାଣିବୁ। ଆମ୍ଲଭମାଲନ ଆଶା କରୁ ପରଲମଶ୍ବରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାସହଲଲ ତାଙ୍କର ଇଚ୍ଛା କ'ଣ ଆମ୍ଲଭମାଲନ ଜାଣିପାରିବୁ।

ଯିଶାଇୟ 28:14

ହେ ୟିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦୁକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

ଯିଶାଇୟ 29:20

ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହାଇେଛନ୍ତି ଓ ଅଧର୍ମକାର୍ୟ୍ଯ କରୁଥିବା ବ୍ଯକ୍ତି ଧ୍ବଂସ ହାଇେଛନ୍ତି।

ଯିରିମିୟ 8:3

ପୁଣି ସଦାପ୍ରଭୁ କହନ୍ତି, ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦଇେଅଛୁ, ସେସବୁ ସ୍ଥାନ ରେ ସମାନଙ୍କେର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।

ଯିରିମିୟ 13:15

ତୁମ୍ଭମାନେେ ସବୁ ଶୁଣ ଓ କର୍ଣ୍ଣପାତ କର, ଅହଙ୍କାର କର ନାହିଁ। କାରଣ ସଦାପ୍ରଭୁ ଏହା କହି ଅଛନ୍ତି।

ଯିରିମିୟ 18:11

ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ୟିରୁଶାଲମ ନିବାସୀଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେ ଓ ଆପଣା ଆପଣା ପଥ ସଂ ଶାଧେନ କରି ସୁକର୍ମ କର।'

ଯିରିମିୟ 27:12

'ଅନନ୍ତର ମୁଁ ସହେି ସମସ୍ତ ବାକ୍ଯ ଯିହୁଦାର ରାଜା ସିଦିକିଯକୁ କହିଲି, ତୁମ୍ଭମାନେେ ଆପଣା ଆପଣା ବକେ ବାବିଲ ରାଜାର ୟୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସବୋ କର। ତହିଁରେ ତୁମ୍ଭମାନେେ ବଞ୍ଚିବ।

ଯିରିମିୟ 34:17

'ଏଣୁ ସଦାପ୍ରଭୁ ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ପ୍ରତିବେଶୀଙ୍କୁ ମୁକ୍ତ ଦବୋ ପାଇଁ' ଆମ୍ଭ ନିଯମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।

ଯିରିମିୟ 36:23

ଅନନ୍ତର ୟିହୁଦି ପୁସ୍ତକରୁ ତନିଚାରି ପତ୍ର ପାଠ କଲାପ ରେ ରାଜା ଏକ କ୍ଷୁଦ୍ର ଛୁରୀ ରେ ତାହାକୁ କାଟି ଅଗ୍ନିପାତ୍ର ରେ ଥିବା ଅଗ୍ନି ରେ ତାହା ପକାଇ ଦେଲେ। ଶଷେ ରେ ସହେି ପାତ୍ର ଅଗ୍ନି ରେ ସମସ୍ତ ପୁସ୍ତକ ଭସ୍ମସାତ୍ ହେଲା।

ଯିରିମିୟ 43:2

ହୋଶିଯର ପୁତ୍ର ଅସରିଯ, କା ରହରେ ପୁତ୍ର ୟୋହାନନ୍ ଓ ଅନ୍ୟ କେତକେ ଅହଙ୍କାରୀ ଲୋକ କୋର୍ଧାନ୍ବିତ ହାଇେ ଯିରିମିୟଙ୍କୁ କହିଲେ, ତୁମ୍ଭେ ମିଥ୍ଯା କଥା କହୁଅଛ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏ କଥା କହି ତୁମ୍ଭକୁ ଆମ୍ଭମାନଙ୍କ ନିକଟକୁ ପଠାଇ ନାହାଁନ୍ତି, 'ତୁମ୍ଭମାନେେ ମିଶର ରେ ୟାଇ ପ୍ରବାସ କର ନାହିଁ।'

Interlinear

Choose Theme