Home Bibles ବିଚାରକର୍ତାମାନଙ୍କ ବିବରଣ 19:3 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 19:3 · ଓଡ଼ିଆ ବାଇବେଲ

ଏହାପରେ ତା'ର ସ୍ବାମୀ ତା ପାଖକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ ଓ ତାକକ୍ସ୍ଟ ନମ୍ରତା ରେ କହିଲେ କାଳେ ସେ ତାଙ୍କ ସହିତ ଫରେି ଆସିବ। ସେ ତାଙ୍କର ଗୋଟିଏ ୟୋଡା ଗଧ ଓ ତାଙ୍କର ଦାସ ସହିତ ସେଠି ପହନ୍ଚିଲେ। ସହେି ଲବେୀୟ ଲୋକଟିକକ୍ସ୍ଟ ଦେଖି ସହେି ସ୍ତ୍ରୀ ଲୋକ ଜଣଙ୍କର ପିତା ବହକ୍ସ୍ଟତ ଖକ୍ସ୍ଟସି ହାଇଗେଲେ ଓ ତାଙ୍କୁ ପାଛୋଟି ନବୋପାଇଁ ବାହାରକକ୍ସ୍ଟ ବାହାରି ଆସିଲେ।

Cross references

ଆଦି ପୁସ୍ତକ 34:3

ଏହାପରେ ଶିଖିମ ଦୀଣାର ପ୍ ରମେ ରେ ପଡ଼ିଗଲା ଓ ତାକୁ ବିବାହ ହବୋକୁ ଚାହିଁଲା।

ଆଦି ପୁସ୍ତକ 50:21

ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।

ଲେବୀୟ ପୁସ୍ତକ 19:17

ତୁମ୍ଭେ ହୃଦଯ ରେ ଆପଣା ଭାଇ ପ୍ରତି ଘୃଣାଭାବ ରଖିବ ନାହିଁ। ଯଦି ତୁମ୍ଭର ପଡ଼ୋଶୀ ତୁମ୍ଭ ପ୍ରତି କିଛି ଅନ୍ଯାଯ କରେ ତବେେ ତାକୁ ଅନୁ ଯୋଗ କରିବ, ମାତ୍ର ତାକୁ କ୍ଷମା ଦବେ। ତା ହେଲେ ତୁମ୍ଭେ ପାପରେ ଭାଗି ହବେ ନାହିଁ।

ଲେବୀୟ ପୁସ୍ତକ 20:10

ଯଦି କୌଣସି ପୁରୁଷ ତା'ର ପ୍ରତିବେଶୀର ଭାର୍ୟ୍ଯା ସହିତ ୟୌନ ସଂପର୍କ ରେଖ, ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ବ୍ଯଭିଚାର ପାଇଁ ଅପରାଧୀ ଓ ଉଭୟେ ମୃତ୍ଯୁବରଣ କରିବା ଉଚିତ୍।

ଗଣନା ପୁସ୍ତକ 22:22

ସେତବେେଳେ ବିଲିଯମ ଆପଣା ଦୁଇ ଦାସଙ୍କ ସହିତ ଗଧ ଉପରେ ଚଢି ଯାଉଥିଲେ। ପରମେଶ୍ବରଙ୍କ କୋର୍ଧ ପ୍ରଜ୍ବଳିତ ହେଲା। ଆଉ ସଦାପ୍ରଭୁଙ୍କ ଦୃତ ତାହାର ଶତ୍ରୁରୂପେ ପଥ ମଧିଅରେ ଠିଆ ହାଇେ ରହିଲେ।

ବିଚାରକର୍ତାମାନଙ୍କ ବିବରଣ 15:1

ଅମଳ ସମୟରେ ଶାମ୍ଶାେନ୍ ଗୋଟିଏ ୟକ୍ସ୍ଟବା ଛଳେି ଉପହାର ଧରି ନିଜର ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ ଏବଂ ସେ କହିଲେ, ମୁ ମାରେ ସ୍ତ୍ରୀକକ୍ସ୍ଟ ଦେଖିବାକକ୍ସ୍ଟ ୟାଇପା ରେ କି?

ବିଚାରକର୍ତାମାନଙ୍କ ବିବରଣ 19:26

ତହକ୍ସ୍ଟଁ ରାତ୍ରି ପାହାନ୍ତା ବଳକେକ୍ସ୍ଟ ସହେି ସ୍ତ୍ରୀ ତାହାର ସ୍ବାମୀ ରହକ୍ସ୍ଟଥିବା ଗୃହ ଦ୍ବାର ନିକଟରେ ଆଲକ୍ସ୍ଟଅ ହବୋ ପର୍ୟ୍ଯନ୍ତ ପଡି ରହିଲା।

ଯିରିମିୟ 3:1

ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।

ହୋଶେୟ 2:14

ତେଣୁ ଆମ୍ଭେ ତାକୁ ପ୍ ରମବୋଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନଇେ କୋମଳ କଥା କହିବା।

ହୋଶେୟ 2:16

ସଦାପ୍ରଭୁ ଏହା କୁହନ୍ତି,

ମାଥିଉଲିଖିତ ସୁସମାଚାର 1:19

କିନ୍ତୁ ତାହଙ୍କର ଭାବୀପତି ୟୋ ସଫେ ଜଣେ ଧାର୍ମିକ ଲୋକ ଥିଲେ। ଲୋକମାନଙ୍କ ଆଗ ରେ ମରିୟମଙ୍କୁ ଅପମାନ କରିବା ସେ ଗ୍ଭହୁଁନଥିଲେ। ସେ ତାହାଙ୍କୁ ଛାଡପତ୍ର ଦବୋ ପାଇଁ ଗୋପନରା ଯୋଜନା କଲେ।

ଯୋହନଲିଖିତ ସୁସମାଚାର 8:4

ସମାନେେ ଯୀଶୁଙ୍କୁ କହିଲେ, ଗୁରୁ, ଏହି ସ୍ତ୍ରୀଲୋକଟି ଜଣେ ପୁରୁଷ ସହିତ ବ୍ଯଭିଚାର କଲା ବେଳେ ଧରା ପଡିଛି। ସେ ପୁରୁଷ ତା'ର ସ୍ବାମୀ ନୁହେଁ।

ଯୋହନଲିଖିତ ସୁସମାଚାର 8:11

ସେ ସ୍ତ୍ରୀଲୋକଟି ଉତ୍ତର ଦଲୋ, ନା, ପ୍ରଭୁ ସମାନଙ୍କେ ମଧ୍ଯରୁ କହେି ମାେତେ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 6:1

ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।

Interlinear

Choose Theme