ତବେେ ସମାନେେ ସହେି କନ୍ଯାକକ୍ସ୍ଟ ବାହାର କରି ପିତୃ ଗୃହର ଦ୍ବାର ନିକଟକକ୍ସ୍ଟ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକକ୍ସ୍ଟ ପଥର ଫିଙ୍ଗ ହତ୍ଯା କରିବେ। କାରଣ ପିତୃଗୃହ ରେ ୟୌନକ୍ରିଯା ଜନିତ ପାପ ବ୍ଯଭିଗ୍ଭର କରିବାରକ୍ସ୍ଟ ସେ ଇଶ୍ରାୟେଲ ମଧିଅରେ ଦକ୍ସ୍ଟଷ୍କର୍ମ କଲା। ଏହି ଉପାଯ ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
Cross references
ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।
ପ୍ରାଯ ତିନିମାସ ୟିବା ପରେ, କହେି ଲୋକ ଯିହୁଦାକୁ କହିଲେ, ତୁମ୍ଭର ପୁତ୍ରବଧୁ ତାମର ବେଶ୍ଯା ପରି ବର୍ଭଧାରଣ କରିଛି।
ଆଉ ମଧ୍ଯ ତୁମ୍ଭ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବ ଇଶ୍ରାୟେଲ ସନ୍ତାନଗଣ ମଧ୍ଯରୁ କହେି ହେଉ କିମ୍ବା ସମାନଙ୍କେ ସହିତ ସହବାସୀ ପ୍ରବାସୀ ବିଦେଶୀମାନଙ୍କ ମଧ୍ଯରୁ କହେି ଲୋକ ଯଦି ଆପଣା ବଂଶର କାହାକୁ ମାେଲକ୍ ଦବେତା ଉଦ୍ଦେଶ୍ଯ ରେ ପ୍ରଦାନ କରେ, ତବେେ ତାହାର ନିଶ୍ଚଯ ପ୍ରାଣଦଣ୍ଡ ହବେ ଓ ଦେଶୀଯ ଲୋକମାନେ ତାକୁ ପଥର ମାରି ହତ୍ଯା କରିବେ।
ଆଉ କୌଣସି ଯାଜକର କନ୍ଯା ବ୍ଯଭିଚାରିଣୀ ହେଲେ ସେ ନିଜକୁ ଅପବିତ୍ର କରେ ଓ ନିଜ ପିତାକୁ ମଧ୍ଯ ଅପବିତ୍ର କରେ। ତେଣୁ ସେ ଅଗ୍ନି ରେ ଦଗ୍ଧ ହବେ।
ଯେ କହେି ଆପଣା ସଦାପ୍ରଭୁଙ୍କ ନାମ ରେ ନିନ୍ଦା କରେ ସେ ଅବଶ୍ଯ ହତ ହବେ। ସମସ୍ତ ମଣ୍ଡଳୀ ତାହାକୁ ପଥର ମାରି ବଧ କରିବେ। ବିଦେଶୀ ହେଉ କି ସ୍ବଦେଶୀ ହେଉ, ସଦାପ୍ରଭୁଙ୍କୁ ନିନ୍ଦା କଲେ ହତ ହବେ।
ତା'ପରେ ମାଶାେ ଇଶ୍ରାୟେଲ ଇଶ୍ରାୟେଲ ସନ୍ତାନଗଣଙ୍କୁ କହିବାରୁ ସମାନେେ ଅଭିଶାପ ଦଇେଥିବା ଲୋକକୁ ଛାଉଣୀ ବାହାରକୁ ଆଣିଲେ, ତହୁଁ ଲୋକମାନେ ତାକୁ ପଥର ମାରି ବଧ କଲେ। ଇଶ୍ରାୟେଲ ସନ୍ତାନଗଣ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ।
ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ମନୁଷ୍ଯକୁ ଆଇନ ସଂଗତ ଦଣ୍ତ ଦିଆୟିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହା ରେ ପଥର ପକାଇ ବଧ କରିବେ।
ତୁମ୍ଭମାନେେ ସହେି ଭବିଷ୍ଯଦବକ୍ତା ବା ସ୍ବପ୍ନ ଦର୍ଶକକକ୍ସ୍ଟ ପ୍ରାଣ ଦଣ୍ତ ଦବୋ ଉଚିତ୍। କାରଣ ସହେି ବ୍ଯକ୍ତିଟି ମାରେ ଲୋକମାନଙ୍କୁ ପରମେଶ୍ବରଙ୍କ ବରକ୍ସ୍ଟଦ୍ଧ ରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ୟିଏକି ତୁମ୍ଭମାନଙ୍କୁ ମିଶର ଦେଶରକ୍ସ୍ଟ ବାହାର କରି ଆଣିଲେ ଓ ଦାସତ୍ବରକ୍ସ୍ଟ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ସହେି ବ୍ଯକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରକ୍ସ୍ଟ ଦକ୍ସ୍ଟରକକ୍ସ୍ଟ ନବୋକକ୍ସ୍ଟ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନକ୍ସ୍ଟସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାଯ ରେ ତକ୍ସ୍ଟମ୍ଭ ମଧିଅରେ ଥିବା କକ୍ସ୍ଟକର୍ମ ଦୂର କରିପାରିବ।
ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।
ଆଉ ସେ ହେଉଛନ୍ତି ସହେି ସଦାପ୍ରଭୁ ୟିଏକି ତୁମ୍ଭମାନଙ୍କୁ ମିଶର ଦେଶରକ୍ସ୍ଟ ବାହାର କରି ଆଣିଥିଲେ। ଯେଉଁଠା ରେ ତୁମ୍ଭମାନେେ ଦାସପରି ଥିଲ।
ତବେେ ଏପରି ଅପକର୍ମ କରିଥିବା ସହେି ଲୋକଙ୍କକ୍ସ୍ଟ ଦଣ୍ତିତ କରିବ। ତୁମ୍ଭେ ସହେି ଲୋକଟିକକ୍ସ୍ଟ ନଗରଦ୍ବାର ବାହାରକକ୍ସ୍ଟ ଆଣି ପଥର ଫିଙ୍ଗି ତାକକ୍ସ୍ଟ ସମସ୍ତଙ୍କ ଆଗ ରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହାଇେଥାଉ
ସାକ୍ଷୀମାନେ ପ୍ରଥମେ ସହେି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହାପରେ ଅନ୍ୟ ସମସ୍ତ ଲୋକେ ତାକକ୍ସ୍ଟ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଦକ୍ସ୍ଟଷ୍ଟ ଲୋକମାନଙ୍କୁ ବାହାର କରିବ।
ତବେେ ସେ ଆପଣା ଭାଇପ୍ରତି ଯେପରି କରିବାକୁ ଯୋଜନା କରିଥିଲା, ତାହାପ୍ରତି ସହେିପରି କରିବ ଏବଂ ଏହି ପ୍ରକା ରେ ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଦକ୍ସ୍ଟଷ୍ଟତା ଦୂର କରିବା ଉଚିତ୍।
ତା'ପରେ ନଗରର ବ୍ଯକ୍ତିମାନେ ତାକକ୍ସ୍ଟ ପଥର ଫିଗିଂ ହତ୍ଯା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରକ୍ସ୍ଟ ମନ୍ଦ ଦୂର କରିବା ଉଚିତ୍। ଇଶ୍ରାୟେଲର ଲୋକମାନେ ଏହା ଶକ୍ସ୍ଟଣି ଭୟଭୀତ ହବେେ।
ଯଦି କୌଣସି ଲୋକ ଅନ୍ୟ ଜଣେ ବିବାହିତ ସ୍ତ୍ରୀ ସହିତ ଶାରୀରୀକ ୟୌନ ସଐର୍କ ଥିବାର ଦେଖିବାକକ୍ସ୍ଟ ତୁମ୍ଭେ ପାଅ। ସେ ଦକ୍ସ୍ଟହିଁଙ୍କକ୍ସ୍ଟ ମୃତକ୍ସ୍ଟ୍ଯ ଦଣ୍ତ ଦିଆୟିବା ଉଚିତ୍। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଏହି ଦକ୍ସ୍ଟଷ୍କର୍ମ ଦୂରକରିବା ଉଚିତ୍।
ତବେେ ତୁମ୍ଭମାନେେ ସହେି ଦୁଇଜଣଙ୍କକ୍ସ୍ଟ ବାହାର କରି ନଗରଦ୍ବାର ନିକଟକକ୍ସ୍ଟ ଆଣି ପଥର ଫିଙ୍ଗି ହତ୍ଯା କରିବା ଉଚିତ୍। କାରଣ ସହେି କନ୍ଯା ନଗର ମଧିଅରେ ଥାଇ ମଧ୍ଯ ଡାକ ପକାଇଲା ନାହିଁ। ଏବଂ ସହେି ପୁରୁଷ ଆପଣା ପ୍ରତିବେଶୀର ଭାର୍ୟ୍ଯାକକ୍ସ୍ଟ ଭ୍ରଷ୍ଟ କଲା। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ଏହି ଦକ୍ସ୍ଟଷ୍କର୍ମ ଦୂର କରିବା ଉଚିତ୍।
ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।
ତେଣୁ ମୁ ମାରେ ଉପପତ୍ନୀଙ୍କକ୍ସ୍ଟ ଗୃହକକ୍ସ୍ଟ ନଇେ ଆସିଲି ଏବଂ ତାକକ୍ସ୍ଟ କାଟି ଖଣ୍ତ ଖଣ୍ତ କରିଦଲେି। ତା'ପରେ ମୁ ତା'ର ଶରୀରର ଟକ୍ସ୍ଟକକ୍ସ୍ଟଡାଗକ୍ସ୍ଟଡିକ ସାରା ଇଶ୍ରାୟେଲ ମଧ୍ଯକକ୍ସ୍ଟ ପଠାଇଦଲେି, କାରଣ ବିନ୍ଯାମୀନର ଏହିସବୁ ଲୋକମାନେ ଇଶ୍ରାୟେଲ ରେ ଏହିପରି ଜଘନ୍ଯ ଅପମାନଜନକ କାର୍ୟ୍ଯ କରିଥିଲେ।
ଆମ୍ଭମାନେ 100 ଜଣ ଲୋକମାନଙ୍କରକ୍ସ୍ଟ ଦଶଜଣଙ୍କକ୍ସ୍ଟ, 1000 ଜଣରକ୍ସ୍ଟ 100 ଜଣଙ୍କକ୍ସ୍ଟ, ଆମ୍ଭର ସୈନ୍ଯବାହୀନିର ଖାଦ୍ୟ ସଂଗ୍ରହ କରିବାକୁ ମନୋନୀତ କଲକ୍ସ୍ଟ। ତେଣୁ ସୈନିକମାନେ ବିନ୍ଯାମୀନର ଗିଲିଯଦକକ୍ସ୍ଟ ଆକ୍ରମଣ କରିବେ। ସମାନେେ ସହେି ଲୋକମାନଙ୍କୁ ସମାନଙ୍କେର କକ୍ସ୍ଟକର୍ମ ଯୋଗକ୍ସ୍ଟ ଇଶ୍ରାୟେଲ ରେ ଦଣ୍ତ ଦବେେ।
ସେଥି ରେ ସେ ଉତ୍ତର ଦଲୋ, ନା, ନା, ଭାଇ ମାେତେ ଏହା କରିବାକୁ ବାଧ୍ଯ ନକର, କାରଣ ଇଶ୍ରାୟେଲ ମଧିଅରେ ଏପରି କର୍ମ ନିଷଧେ। ଏହିପରି ଭୟଙ୍କର କାର୍ୟ୍ଯ କରନାହିଁ।