Home Bibles ବିଚାରକର୍ତାମାନଙ୍କ ବିବରଣ 19:11 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 19:11 · ଓଡ଼ିଆ ବାଇବେଲ

ଦିନ ସରି ଆସିବା ବଳକେକ୍ସ୍ଟ ସମାନେେ ୟିବୂଷ ନିକଟରେ ଥିଲେ।ତେଣୁ ତାଙ୍କର ଦାସ ତାଙ୍କର ମକ୍ସ୍ଟନିବକକ୍ସ୍ଟ କହିଲେ, ଗ୍ଭଲ ଏହିଠା ରେ ରହିୟିବା ରାତ୍ରିଟି ଏହିଠା ରେ କଟାଇ ଦବେ।

Cross references

ଆଦି ପୁସ୍ତକ 10:16

କିଣାନ ମଧ୍ଯ ୟିବୁଷୀଯ, ଇମାରେୀୟ ଓ ଗିର୍ଗାଶୀଯ ପିତା ଥିଲେ।

ଯିହୋଶୂୟ 15:63

ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 1:21

ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 19:10

କିନ୍ତୁ ଲବେୀୟ ଲୋକଜଣଙ୍କକ୍ସ୍ଟ ଆଉ ଏକ ରାତ୍ରି ରହିବା ପାଇଁ ଭଲ ଲାଗକ୍ସ୍ଟ ନଥିଲା। ତେଣୁ ସେ ପ୍ରସ୍ତକ୍ସ୍ଟତ ହେଲା ଏବଂ ତା'ର ଉପପତ୍ନୀ ଓ ଗଧ ଦକ୍ସ୍ଟଇଟିକକ୍ସ୍ଟ ଧରି ଗ୍ଭଲିଗଲା, ସେ ୟିବୂଷ ପର୍ୟ୍ଯନ୍ତ ୟାତ୍ରା କଲେ।

ଦିତୀୟ ଶାମୁୟେଲ 5:6

ଏହାପରେ ରାଜା ଓ ତାଙ୍କର ଲୋକମାନେ ୟିରକ୍ସ୍ଟଶାଲମ ରେ ବାସ କରୁଥିବା ୟିବୂଷୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଏହି ୟିବୂଷୀଯମାନେ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ସ୍ଥାନକକ୍ସ୍ଟ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ। ସମାନେେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସମାନଙ୍କେର ନଗର ରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହବେେ।

ପ୍ରଥମ ବଂଶାବଳୀ 1:14

ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ;

Interlinear

Choose Theme