ତୁମ୍ଭମାନେେ ଯେଉଁ ଦବେତାଗଣଙ୍କକ୍ସ୍ଟ ପୂଜା କରିବାକୁ ମନୋନୀତ କରିଛ। ସମାନଙ୍କେ ପାଖକକ୍ସ୍ଟ ୟାଅ ଓ ତାଙ୍କୁ ଉଦ୍ଧାର କରିବାକୁ କକ୍ସ୍ଟହ। ତୁମ୍ଭର ଦକ୍ସ୍ଟଃଖ ସମୟରେ ସମାନେେ ତୁମ୍ଭର ରକ୍ଷା କରନ୍ତକ୍ସ୍ଟ।
Cross references
ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।
ଏହାପରେ ସଦାପ୍ରଭୁ ପକ୍ସ୍ଟଣି କହିବେ, ' ସମାନଙ୍କେର ଦବେତାମାନେ କାହାଁନ୍ତି? ଯେଉଁ 'ଶୈଳ' ରେ ସମାନେେ ଆଶ୍ରଯ ନେଲେ ସେ ନାହିଁ।
ସମାନଙ୍କେର ଭଣ୍ତ ଦବେତା, ଯେଉଁମାନେ ବଳି ମଦେ ଭୋଜନ କଲେ ପଯେ ଏବଂ ଯେଉଁମାନେ ନବୈେଦ୍ଯର ଦ୍ରାକ୍ଷାରସ ପାନ କଲେ, ସମାନେେ କାହାଁନ୍ତି? ସମାନେେ ଆସି ସମାନଙ୍କେ ସାହାୟ୍ଯ କରନ୍ତକ୍ସ୍ଟ। ସମାନେେ ସମାନଙ୍କେୁ ସକ୍ସ୍ଟରକ୍ଷା ଦିଅନ୍ତକ୍ସ୍ଟ।
ଏଲିଯ ସମାନଙ୍କେୁ ପରିହାସ କରି କହିଲେ, ଯଦି ବାଲ୍ ସତ୍ଯ ଦବେତା, ତବେେ ଉଚ୍ଚସ୍ବର ରେ ଡାକ, ସେ ହୁଏତ ଧ୍ଯାନ କରୁଥିବ କିମ୍ବା ବାହାରକୁ ୟାଇଥିବ, କିମ୍ବା ୟାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ବର ରେ ଡାକ।
ଏଥି ରେ ଇଲୀଶାୟ ଇଶ୍ରାୟେଲର ରାଜା ଯିହାରୋମ୍ଙ୍କୁ କହିଲେ, ମାେ ପାଖ ରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତା ମାତାଙ୍କର ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ୟାଅ।
ତୁମ୍ଭମାନେେ ମାରେ ସମସ୍ତ ବାକ୍ଯକୁ ହଯେ ଜ୍ଞାନ କଲ। ମାରେ କୌଣସି ଅନୁୟୋଗକୁ ଚାହିଁଲ ନାହିଁ।
ହେ ବ୍ଯବସ୍ଥାକାରୀଗଣ, ପ୍ରତିଫଳ ଦବୋର ଦିନ ରେ ତୁମ୍ଭମାନଙ୍କୁ ତୁମ୍ଭର କାର୍ୟ୍ଯକଳାପ ସମ୍ବନ୍ଧ ରେ ବୁଝାଇବାକୁ ପଡ଼ିବ। ଦୂରଦେଶରୁ ତୁମ୍ଭର ବିନାଶ ଆସୁଛି। ତୁମ୍ଭମାନେେ ସେତବେେଳେ କ'ଣ କରିପାରିବ। ସାହାୟ୍ଯ ପାଇଁ ତୁମ୍ଭମାନେେ କାହା ନିକଟକୁ ଦୌଡ଼ିବ। ତୁମ୍ଭର ଅର୍ଥ ଓ ସମ୍ପଦ ତୁମ୍ଭଙ୍କୁ ସାହାୟ୍ଯ କରିବ ନାହିଁ।
ସମାନେେ ତାହାକୁ ସ୍କନ୍ଧ ରେ ବହନ କରି ନିଅନ୍ତି। ତାକୁ ନଇେ ତା'ର ସ୍ଥାନ ରେ ରଖନ୍ତି। ସେ ସ୍ଥାନ ରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦବେ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।
ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ସମାନେେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ। ମାତ୍ର ବାଯୁ ସମାନଙ୍କେୁ ଉଡ଼ାଇ ନବେ। ଗୋଟିଏ ନିଃଶ୍ବାସ ସେ ସମସ୍ତଙ୍କୁ ନଇୟିବେ। କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତ ରେ ଅଧିକାରୀ ହବେ।
ମାତ୍ର ତୁମ୍ଭମାନେେ ନିଜପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସମାନେେ କାହାନ୍ତି ? ସମାନେେ ଆସନ୍ତୁ ଓ ଯଦି ପାରନ୍ତି ତବେେ ତୁମ୍ଭେ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ଯାନୁସା ରେ ତୁମ୍ଭର ଦବେତାମାନେ ଅଛନ୍ତି।
ହେ ଇଶ୍ରାୟେଲର ଭବିଷ୍ଯତ୍ ବଂଶଧରଗଣ ! ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଯଦି ମାେ ନିର୍ଦ୍ଦଶେ ପ୍ରତି ଧ୍ଯାନ ନ ଦିଅ, ୟାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ବାରା ମାରେ ପବିତ୍ର ନାମକୁ ନଷ୍ଟ କରିବ ନାହିଁ।