Home Bibles ☰ Books ଯିରିମିୟ 2:28 · ଓଡ଼ିଆ ବାଇବେଲ
ଯିରିମିୟ 2:28 · ଓଡ଼ିଆ ବାଇବେଲ

ମାତ୍ର ତୁମ୍ଭମାନେେ ନିଜପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସମାନେେ କାହାନ୍ତି ? ସମାନେେ ଆସନ୍ତୁ ଓ ଯଦି ପାରନ୍ତି ତବେେ ତୁମ୍ଭେ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ଯାନୁସା ରେ ତୁମ୍ଭର ଦବେତାମାନେ ଅଛନ୍ତି।

Cross references

ଦିତୀୟ ବିବରଣ 32:37

ଏହାପରେ ସଦାପ୍ରଭୁ ପକ୍ସ୍ଟଣି କହିବେ, ' ସମାନଙ୍କେର ଦବେତାମାନେ କାହାଁନ୍ତି? ଯେଉଁ 'ଶୈଳ' ରେ ସମାନେେ ଆଶ୍ରଯ ନେଲେ ସେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 10:14

ତୁମ୍ଭମାନେେ ଯେଉଁ ଦବେତାଗଣଙ୍କକ୍ସ୍ଟ ପୂଜା କରିବାକୁ ମନୋନୀତ କରିଛ। ସମାନଙ୍କେ ପାଖକକ୍ସ୍ଟ ୟାଅ ଓ ତାଙ୍କୁ ଉଦ୍ଧାର କରିବାକୁ କକ୍ସ୍ଟହ। ତୁମ୍ଭର ଦକ୍ସ୍ଟଃଖ ସମୟରେ ସମାନେେ ତୁମ୍ଭର ରକ୍ଷା କରନ୍ତକ୍ସ୍ଟ।

ଦିତୀୟ ରାଜାବଳୀ 3:13

ଏଥି ରେ ଇଲୀଶାୟ ଇଶ୍ରାୟେଲର ରାଜା ଯିହାରୋମ୍ଙ୍କୁ କହିଲେ, ମାେ ପାଖ ରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତା ମାତାଙ୍କର ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ୟାଅ।

ଦିତୀୟ ରାଜାବଳୀ 17:30

ପୁଣି ବାବିଲୀଯ ଲୋକମାନେ ସୁକ୍ଳୋତ୍-ବନୋତ୍ ମିଥ୍ଯା ଦବେତା ତିଆରି କଲେ। ହମାତୀଯ ଲୋକମାନେ ଅଶୀମା ମିଥ୍ଯା ଦବେତା ତିଆରି କଲେ ଓ କୂଥୀଯ ଲୋକମାନେ ମଧ୍ଯ ର୍ନଗେଲ ମିଥ୍ଯା ଦବେତା ମାନ ତିଆରି କଲେ।

ଯିଶାଇୟ 45:20

ହେ ନାନା ଦେଶୀଯ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହାଇେ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖାଦେିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦବେତା ନିକଟରେ ପ୍ରାର୍ଥନା କରନ୍ତି, ସମାନଙ୍କେର କିଛି ଜ୍ଞାନ ନାହିଁ।

ଯିଶାଇୟ 46:2

ସମାନେେ ଅବନତ ହୁଅନ୍ତି, ସମାନେେ ଏକତ୍ର ନତ ହୁଅନ୍ତି। ସମାନେେ ଭାର ରକ୍ଷା କରି ପାରିଲେ ନାହିଁ, ନିଜେ ନିଜେ ବନ୍ଦୀ ହାଇଗେଲେ।

ଯିଶାଇୟ 46:7

ସମାନେେ ତାହାକୁ ସ୍କନ୍ଧ ରେ ବହନ କରି ନିଅନ୍ତି। ତାକୁ ନଇେ ତା'ର ସ୍ଥାନ ରେ ରଖନ୍ତି। ସେ ସ୍ଥାନ ରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦବେ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।

ଯିଶାଇୟ 57:13

ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ, ସମାନେେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ। ମାତ୍ର ବାଯୁ ସମାନଙ୍କେୁ ଉଡ଼ାଇ ନବେ। ଗୋଟିଏ ନିଃଶ୍ବାସ ସେ ସମସ୍ତଙ୍କୁ ନଇୟିବେ। କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ, ସେ ଦେଶ ଅଧିକାର କରିବ ଓ ଆମ୍ଭ ପବିତ୍ର ପର୍ବତ ରେ ଅଧିକାରୀ ହବେ।

ଯିରିମିୟ 1:16

ଆଉ ଆମ୍ଭେ ଆପଣା ଲୋକମାନଙ୍କ ବିରୁଦ୍ଧ ରେ ଆମ୍ଭର ବିଚାର ପ୍ରକାଶ କରିବା କାରଣ ସମାନେେ ଦୁଷ୍ଟ ପ୍ରକୃତିର ଲୋକ। ସମାନେେ ଆମ୍ଭକୁ ପରିତ୍ଯାଗ କରିଛନ୍ତି, ସମାନେେ ଅନ୍ୟ ଦବେତାମାନଙ୍କ ନିକଟରେ ଧୂପ ଉତ୍ସର୍ଗ କରିଛନ୍ତି ଓ ଆପଣା ହସ୍ତକୃତ ପ୍ରତିମାଗୁଡ଼ିକ ନିକଟରେ ପ୍ରଣାମ କରିଛନ୍ତି।

ଯିରିମିୟ 11:13

ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

ହୋଶେୟ 10:1

ଇଶ୍ରାୟେଲ ଦ୍ରାକ୍ଷାଲତା ସଦୃଶ ପ୍ରଚୁର ଫଳ ଧାରଣ କରେ। କିନ୍ତୁ ଯେତବେେଳେ ଇଶ୍ରାୟେଲ ଅଧିକ ଜିନିଷ ଲାଭକଲେ ସେତବେେଳେ ସେ ଭଣ୍ତ ଦବେତାଙ୍କ ପୂଜା ପାଇଁ ଅଧିକ ୟଜ୍ଞବଦେୀ ନିର୍ମାଣ କଲେ। ତାଙ୍କର ରାଜ୍ଯ ଅଧିକ ଭଲ ହେଲା। ତେଣୁ ସେ ଭଣ୍ତ ଦବେତାଙ୍କ ପୂଜାଲାଗି ଅତିସୁନ୍ଦର ପଥରମାନ ସ୍ଥାପନ କଲେ।

Interlinear

Choose Theme