କିନ୍ତୁ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, ଆମେ ପାପ କରିଛକ୍ସ୍ଟ। ତୁମ୍ଭର ଯାହା ଇଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।
Cross references
ବର୍ତ୍ତମାନ ଆମ୍ଭେ ଆପଣାଙ୍କର ଅଧିନ। ତକ୍ସ୍ଟମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।
ତହିଁରେ ଶାମକ୍ସ୍ଟଯଲେ କିଛି ଗକ୍ସ୍ଟଲ୍ଗ ନ କରି ତାହାଙ୍କକ୍ସ୍ଟ ସବୁକଥା ଜଣାଇଲେ।
ଇଶ୍ରାୟେଲୀୟମାନେ ମିସପୀ ରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗ ରେ ତାହା ଢାଳିଲେ। ସମାନେେ ସହେିଦିନ ଉପବାସ ପାଳନ କଲେ। ସମାନେେ କହିଲେ, ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରୁଛକ୍ସ୍ଟ। ଶାମକ୍ସ୍ଟଯଲେ ମିସପୀ ରେ ଇଶ୍ରାୟେଲୀୟମାନଙ୍କର ବିଗ୍ଭର କଲେ।
ତା'ପରେ ତକ୍ସ୍ଟମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, 'ଆମ୍ଭମାନେେ ପାପ କରିଛକ୍ସ୍ଟ ଯେ ହତେକ୍ସ୍ଟ ଆମ୍ଭେ ସଦାପ୍ରଭୁଙ୍କୁ ତ୍ଯାଗ କରି ବାଲ୍ ଦବଗେଣଙ୍କର ଏବଂ ଅଷ୍ଟାରୋତ୍ ଦବଗେଣଙ୍କର ପୂଜା କରୁଛକ୍ସ୍ଟ। ଏବେ ଆମ୍ଭମାନଙ୍କୁ ଶତୃ କବଳରକ୍ସ୍ଟ ରକ୍ଷା କର, ଆମ୍ଭମାନେେ ତୁମ୍ଭର ଉପାସନା କରିବକ୍ସ୍ଟ।'
ବଳବାନ ହକ୍ସ୍ଟଅ, ଏବଂ ସାହସର ସହିତ ୟକ୍ସ୍ଟଦ୍ଧ କର, ଆମ୍ଭର ପ୍ରଭକ୍ସ୍ଟଙ୍କ ସହର ପାଇଁ ଓ ଆମ୍ଭର ଲୋକମାନଙ୍କ ପାଇଁ ସଦାପ୍ରଭୁଙ୍କ ଆଖି ରେ ଯାହା ଠିକ୍ ସେ ତାହା କରିବେ।
ଦାଉଦ ନାଥନକକ୍ସ୍ଟ କହିଲେ, ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅପରାଧ କରିଅଛି।
କିନ୍ତୁ ଯଦି ସଦାପ୍ରଭୁ ମାେ ଉପରେ ସଦଯ ନକ୍ସ୍ଟହଁନ୍ତି ବୋଲି କହନ୍ତି, ତବେେ ସେ ଯାହା ଗ୍ଭହିଁବେ ମାେ ଉପରେ ତାହା କରି ପାରିବେ।
ଏହାପରେ ଦାଉଦ ଲୋକମାନଙ୍କୁ ଗଣନା କଲାପରେ ତାଙ୍କର ହୃଦଯ ଦକ୍ସ୍ଟଃଖପୂର୍ଣ୍ଣ ହେଲା। ଦାଉଦ ସଦାପ୍ରଭୁଙ୍କୁ କହିଲେ, ଏହି କର୍ମ କରିବା ରେ ମୁ ମହାପାପ କରିଛି। ହେ ସଦାପ୍ରଭୁ, ମୁ ଆପଣଙ୍କକ୍ସ୍ଟ ବିନଯ କରୁଅଛି, ନିଜ ଦାସର ପାପ କ୍ଷମା କର। କାରଣ ମୁ ଅତି ମକ୍ସ୍ଟର୍ଖର କର୍ମ କରିଅଛି।
ଦାଉଦ ଗାଦଙ୍କକ୍ସ୍ଟ କହିଲେ, ମୁ କି ଅସକ୍ସ୍ଟବିଧା ରେ ପଡିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତକ୍ସ୍ଟ, କିନ୍ତୁ ମଣିଷ ହାତ ରେ ଦଣ୍ତ ନ ଦିଅନ୍ତକ୍ସ୍ଟ।
ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।
ଏହା ଘଟିବ ଯଦି ସେ ପରମେଶ୍ବରଙ୍କୁ ପ୍ରାର୍ଥନା କରି କ ହେ, ମୁଁ ଦୋଷୀ ଅଟେ। ମୁଁ ଆଉ ପାପ କରିବି ନାହିଁ।
ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।
ହେ ସଦାପ୍ରଭୁ, ସଙ୍କଟ ସମୟରେ ସମାନେେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତବେେଳେ ତୁମ୍ଭେ ସମାନଙ୍କେୁ ଶାସ୍ତି ଦଲେ, ସମାନେେ ତୁମ୍ଭଙ୍କୁ ପ୍ରାର୍ଥନା ରେ ଡାକିଲେ।