ସମାନେେ ଯିରୀହାକେକ୍ସ୍ଟ ପରାସ୍ତ କଲାପରେ, ଯିହାଶୂେୟ ଅଯକକ୍ସ୍ଟ ଲୋକ ପଠାଇଲେ। ଅଯ ବୈଥଲରେ ପୂର୍ବ ଦିଗସ୍ଥିତ ବୈଥାବନର ପାଶର୍ବ ରେ ଅବସ୍ଥିତ। ଯିହାଶୂେୟ ସମାନଙ୍କେୁ କହିଲେ, ଅଯକକ୍ସ୍ଟ ୟାଅ ଓ ସଠାେରେ ଅନକ୍ସ୍ଟସନ୍ଧାନ କରି ସମାନଙ୍କେର ଦୁର୍ବଳତାକକ୍ସ୍ଟ ଅନକ୍ସ୍ଟସନ୍ଧାନ କର। ତେଣୁ ଏଥି ରେ ଲୋକମାନେ ୟାଇ ଅଯ ରେ ଅନକ୍ସ୍ଟସନ୍ଧାନ କଲେ।
Cross references
ଏହାପରେ ଅବ୍ରାମ ସହେି ସ୍ଥାନ ଛାଡ଼ି ବୈଥଲରେ ପୂର୍ବ ଆଡ଼େ ପର୍ବତକୁ ୟାଇ ନିଜର ତମ୍ବୁ ସ୍ଥାପଲ କଲେ। ସଠାେରେ ପଶ୍ଚିମ ରେ ବୈଥେଲ୍ ଓ ପୂର୍ବ ଦିଗ ରେ ଅଯ ନଗର ଥିଲା। ଏବଂ ସହେିଠା ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମ ରେ ପ୍ରାର୍ଥନା କଲେ।
ସହେି ସ୍ଥାନର ନାମ ଥିଲା ଲୂସ୍ କିନ୍ତୁ ଯାକୁବ ସହେି ସ୍ଥାନର ନାମ ଦେଲେ ବୌଥଲେ।
ନୂନର ପକ୍ସ୍ଟତ୍ର ଯିହାଶୂେୟ ଏବଂ ସମସ୍ତ ଲୋକ ଆକାସିଆ ରେ ଛାଉଣୀ ସ୍ଥାପନ କଲେ। ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ପଠାଇଲେ, କୌଣସି ଲୋକ ଏକଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନ ରେ ପଠାଇ ଥିଲେ। ଯିହାଶୂେୟ ଦକ୍ସ୍ଟଇ ଜଣଙ୍କକ୍ସ୍ଟ କହିଲେ, ୟାଅ ବିଶଷେତଃ ଯିରୀହାେ ନଗର ନିରୀକ୍ଷଣ କର।
ଯିରୀହୋର ରାଜା 1, ବୈଥେଲ୍ର ନିକଟସ୍ଥ ଅୟର ରାଜା 1
ସମାନଙ୍କେର ଉତ୍ତର ସୀମା ୟର୍ଦ୍ଦନ ନଦୀଠାରକ୍ସ୍ଟ ଆରମ୍ଭ ହେଲା। ଏହାର ସୀମା ଉତ୍ତର ରେ ଯିରୀହାରେକ୍ସ୍ଟ ଲାଗିଥିଲା। ଏହାପରେ ଏହାର ସୀମା ପଶ୍ଚିମ ରେ ପର୍ବତମଯ ଦେଶକକ୍ସ୍ଟ ଲାଗିଥିଲା। ଏହାର ସୀମା ପୂର୍ବ ପଟ ରେ ବୈଥାବନ ପର୍ୟ୍ଯନ୍ତ ଲାଗିଥିଲା।
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।
ଏହିପରି ସଦାପ୍ରଭୁ ସଦେିନ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ୟ୍ଯନ୍ତ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପ୍ରେତ୍ୟକକ ସୈନ୍ଯ ଶାଉଲଙ୍କ ସହିତ ଥିଲେ। ପ୍ରାଯତଃ 10,000 ଲୋକ ଶାଉଲଙ୍କକ୍ସ୍ଟ ସାହାର୍ୟ୍ଯ କରୁଥିଲେ। ଇଫ୍ରଯିମ ପର୍ବତ ଦେଶର ସମସ୍ତ ସହରକକ୍ସ୍ଟ ୟକ୍ସ୍ଟଦ୍ଧ ବ୍ଯାପିଗଲା।
ରାଜା ୟାରବିଯାମ ଗୋଟିକୁ ବୈଥଲେ ରେ ଓ ଅନ୍ୟଟିକୁ ଦାନ ରେ ସ୍ଥାପନ କଲେ।
ବିନ୍ଯାମୀନ ସନ୍ତାନଗଣ ମଧ୍ଯ ଗବୋଠାରୁ ମିକ୍ମସ୍ ଓ ଅଯା ରେ, ବୈଥଲେ ଓ ତହିଁର ପାଶର୍ବବର୍ତ୍ତୀ ଗ୍ରାମଗୁଡିକରେ ବାସ କଲେ।
ମନ୍ତ୍ରଣା ଦ୍ବାରା ପ୍ରେତ୍ୟକକ ସଂକଳ୍ପ ସ୍ଥିର ହବେ। ମାତ୍ର ଯଦି ତୁମ୍ଭେ ୟୁଦ୍ଧ କରିବାକୁ ୟାଅ ଭଲ ପରାମର୍ଶ ଗ୍ରହଣ କର।
ୟୁଦ୍ଧ କରିବା ପୂର୍ବରୁ ଯତ୍ନ ରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ୟୁଦ୍ଧ ରେ ଜଯ କରିବାକୁ ଚାହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ।
ସୈନ୍ଯବାହିନୀ ଅଯାତ ରେ' ପ୍ରବେଶ କରିବେ। ସମାନେେ ମିଶ୍ରୋଣ ଖଳା' ମଧ୍ଯ ଦଇେ ଯିବେ ଓ ମିକ୍ମସ ରେ' ଗନ୍ତାଘ ରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବେ।
ଇଶ୍ରାୟେଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ୟ୍ଯ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗିଲ୍ଗଲ୍ କି ବୈଥ୍-ଆବନକୁ ୟାଅ ନାହିଁ। ସଦାପ୍ରଭୁଙ୍କ ନାମ ରେ ଶପଥ କରନାହିଁ। ' ଯେ ହତେୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।'
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।