Home Bibles ☰ Books ନିହିମିୟା 7:32 · ଓଡ଼ିଆ ବାଇବେଲ
ନିହିମିୟା 7:32 · ଓଡ଼ିଆ ବାଇବେଲ

ବୈଥେଲ୍ ଓ ଅଯ ସହରରୁ 123 ଜଣ।

Cross references

ଯିହୋଶୂୟ 8:9

ଏହାପରେ ୟିହୋଶୂଯ ୈସନ୍ଯମାନଙ୍କୁ ସମାନଙ୍କେର ଲକ୍ସ୍ଟଚି ରହିବା ସ୍ଥାନକକ୍ସ୍ଟ ପଠାଇ ଦେଲେ। ସମାନେେ ବୈଥଲେ ଏବଂ ଅଯର ମଧ୍ଯ ସ୍ଥାନ ରେ ଲକ୍ସ୍ଟଚି ରହିଲେ। ଏହି ସ୍ଥାନଟି ଥିଲା ଅଯର ପଶ୍ଚିମ ପଟ ରେ। ଏବଂ ୟିହୋଶୂଯମାନଙ୍କ ସୈନ୍ଯମାନଙ୍କ ସହିତ ସଠାେରେ ରାତ୍ରୟାପନ କଲେ।

ଯିହୋଶୂୟ 8:17

ଅଯର ସମସ୍ତ ଲୋକ ଓ ବୈଥଲରେ ସମସ୍ତ ଲୋକ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ପଛ ରେ ଗୋଡଇ ଥିଲେ। ନଗର ରେ କୌଣସି ଲୋକ ନଥିଲେ ଯକେି ନଗରକକ୍ସ୍ଟ ରକ୍ଷା କରି ପାରିବେ।

ଏଜ୍ରା 2:28

ବୈଥଲରେ ଓ ଅଯ ସହରରୁ 223 ଜଣ।

ନିହିମିୟା 11:31

ବିନ୍ଯାମୀନ ସନ୍ତାନଗଣ ମଧ୍ଯ ଗବୋଠାରୁ ମିକ୍ମସ୍ ଓ ଅଯା ରେ, ବୈଥଲେ ଓ ତହିଁର ପାଶର୍‌ବବର୍ତ୍ତୀ ଗ୍ରାମଗୁଡିକରେ ବାସ କଲେ।

Interlinear

Choose Theme