ଯିହାଶୂେୟ ସମାନଙ୍କେୁ ନିର୍ଦ୍ଦେଶ ଦଇେ କହିଲେ, ତୁମ୍ଭମାନେେ ମାରେ କଥାକକ୍ସ୍ଟ ଭଲ ଭାବରେ ଶକ୍ସ୍ଟଣ। ତୁମ୍ଭମାନେେ ନଗର ବାହା ରେ ଲକ୍ସ୍ଟଚି ରହିବ। ଆକ୍ରମଣ କରିବା ସମୟ ପର୍ୟ୍ଯନ୍ତ ଅପେକ୍ଷା କରିବ। ସହରଠାରକ୍ସ୍ଟ ଦୂରକକ୍ସ୍ଟ ୟିବ ନାହିଁ। ସର୍ବଦା ପ୍ରସ୍ତକ୍ସ୍ଟତ ଥିବ ଏ ନଜର ରଖିଥିବ।
Cross references
ତେଣୁ ନଗରର ସମସ୍ତ ସୈନ୍ଯ ସମାନଙ୍କେ ପଛ ରେ ପାଟିକରି ସମାନଙ୍କେୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛ ରେ ଦୌଡିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ଯାଗ କରିଥିଲେ।
ଶିଖିମର ନତେୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗକ୍ସ୍ଟଲ୍ଗ ସୈନ୍ଯ ଛାଉଣୀ ନିର୍ମାଣ କଲେ। ସମାନେେ ସହେି ବାଟ ଦଇେ ଯାଉଥିବା ସମସ୍ତଙ୍କକ୍ସ୍ଟ ଲକ୍ସ୍ଟଟ୍ କଲେ। ଅବୀମଲକେ ଏହି ସମସ୍ତ ସମ୍ବାଦ ଶୁଣିଲେ।
ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷତେ ରେ ଲକ୍ସ୍ଟଚି ରକ୍ସ୍ଟହ।
ଏହାପରେ ଇଶ୍ରାୟେଲର କିଛି ସୈନିକ ଗିବିଯା ନଗରର ଚତକ୍ସ୍ଟପାଶର୍ବ ରେ ଲକ୍ସ୍ଟଚିରହିଲେ।
ତେଣୁ ଇଶ୍ରାୟେଲର ସମସ୍ତ ଲୋକ ସମାନଙ୍କେର ସ୍ଥାନରକ୍ସ୍ଟ ଉଠି ଦୌଡିଲେ। ସମାନେେ ସମସ୍ତେ ଗୋଟିଏ ଜାଗା ରେ ରକ୍ସ୍ଟଣ୍ତ ହେଲେ। ସହେି ସ୍ଥାନର ନାମ ଥିଲା ବାଲ୍ତାମର। ଇଶ୍ରାୟେଲର କେତକେ ଲୋକ ଗିବିଯାର ପଶ୍ଚିମ ରେ ଲକ୍ସ୍ଟଚି ରହକ୍ସ୍ଟଥିଲେ। ପୂର୍ବ ଗିବିଯା ରେ, ସମାନେେ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ବାହାରି ଆସିଲେ ଓ ଗିବିଯାକକ୍ସ୍ଟ ଆକ୍ରମଣ କଲେ।
ତେଣୁ ବିନ୍ଯାମୀନ ଲୋକମାନେ ଦେଖିଲେ ଯେ ସମାନେେ ହାରି ଯିବେ।
ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, 'ଯେତବେେଳେ ଇଶ୍ରାୟେଲୀୟମାନେ ମିଶରରକ୍ସ୍ଟ ବାହାରି ଆସିଲେ, ଅମାଲକେୀଯମାନେ ତାଙ୍କୁ କାନନେ ୟିବା ରେ ବାଧା ସୃଷ୍ଟି କରିବେ। ମୁ ଦେଖିଛି ଯାହା ସବୁ ଅମାଲକେୀଯମାନେ କରିଛନ୍ତି।
ତା'ପରେ ଶାଉଲ ଅମାଲକେ ସହରକକ୍ସ୍ଟ ଗଲେ ଏବଂ ଉପତ୍ୟକା ରେ ଅପେକ୍ଷା କଲେ।
ସହେି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, ଅରାମୀଯ ସୈନ୍ଯମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସମାନେେ ଜାଣନ୍ତି ଆମ୍ଭମାନେେ କ୍ଷୁଧାର୍ତ୍ତ। ତେଣୁ ସମାନେେ ଶିବିରରୁ ବାହାରି କ୍ଷେତ୍ର ମଧିଅରେ ଲୁଚି ରହିଛନ୍ତି। ସମାନେେ ଭାବିଛନ୍ତି 'ଯେତବେେଳେ ଆମ୍ଭମାନେେ ନଗରରୁ ବାହାରିବା ସମାନେେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗର ରେ ପ୍ରବେଶ କରିବେ।'
ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।
ତବେେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କ ହେ କହେି ଶୁଣନ୍ତି ନାହିଁ।
କିନ୍ତୁ ଆପଣ ସମାନଙ୍କେ କଥା ବିଶ୍ବାସ କରିବେ ନାହିଁ। ଚ଼ାଳିଶ ଜଣରୁ ଅଧିକ ଯିହୂଦୀୟ ଲୁଚ଼ଛନ୍ତି ଏବଂ ପାଉଲଙ୍କୁ ହତ୍ଯା କରିବା ପାଇଁ ଅପେକ୍ଷା କରିଛନ୍ତି। ସମାନେେ ତାହାଙ୍କୁ ନ ମାରିବା ପର୍ୟ୍ଯନ୍ତ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି, ଏବେ ସମାନେେ ଆପଣଙ୍କ ସମ୍ମତିକୁ ଅପେକ୍ଷା କରି ପ୍ରସ୍ତୁତ ଅଛନ୍ତି।