ଶିଖିମର ନତେୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗକ୍ସ୍ଟଲ୍ଗ ସୈନ୍ଯ ଛାଉଣୀ ନିର୍ମାଣ କଲେ। ସମାନେେ ସହେି ବାଟ ଦଇେ ଯାଉଥିବା ସମସ୍ତଙ୍କକ୍ସ୍ଟ ଲକ୍ସ୍ଟଟ୍ କଲେ। ଅବୀମଲକେ ଏହି ସମସ୍ତ ସମ୍ବାଦ ଶୁଣିଲେ।
Cross references
ଯିହାଶୂେୟ ସମାନଙ୍କେୁ ନିର୍ଦ୍ଦେଶ ଦଇେ କହିଲେ, ତୁମ୍ଭମାନେେ ମାରେ କଥାକକ୍ସ୍ଟ ଭଲ ଭାବରେ ଶକ୍ସ୍ଟଣ। ତୁମ୍ଭମାନେେ ନଗର ବାହା ରେ ଲକ୍ସ୍ଟଚି ରହିବ। ଆକ୍ରମଣ କରିବା ସମୟ ପର୍ୟ୍ଯନ୍ତ ଅପେକ୍ଷା କରିବ। ସହରଠାରକ୍ସ୍ଟ ଦୂରକକ୍ସ୍ଟ ୟିବ ନାହିଁ। ସର୍ବଦା ପ୍ରସ୍ତକ୍ସ୍ଟତ ଥିବ ଏ ନଜର ରଖିଥିବ।
ଏହାପରେ ଯିହାଶୂେୟ 5,000 ୈସନ୍ଯମାନଙ୍କୁ ବାଛିଲେ ଏବଂ ସମାନଙ୍କେୁ ନଗରର ପଶ୍ଚିମ ପଟେ ଲକ୍ସ୍ଟଚି ରହିବାକକ୍ସ୍ଟ ପଠାଇ ଦେଲେ। ସହେି ସ୍ଥାନଟି ବୈଥେଲ୍ ଓ ଅଯର ମଝି ରେ ଥିଲା।
ସହେି ଲୋକମାନେ ଗୁପ୍ତସ୍ଥାନରେ ଲୁଚି ରହି ଲୋକମାନଙ୍କୁ ଧରିବା ପାଇଁ ଅପେକ୍ଷା କରନ୍ତି। ସମାନେେ ଗୋପନରେ ରହି ଲୋକଙ୍କୁ ଆଘାତ କରିବାକୁ ଚେଷ୍ଟା କରନ୍ତି। ସମାନେେ ନିର୍ଦ୍ ଦୋଷ ଲୋକଙ୍କୁ ହତ୍ଯା କରନ୍ତି।
ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ।