Home Bibles ବିଚାରକର୍ତାମାନଙ୍କ ବିବରଣ 9:32 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:32 · ଓଡ଼ିଆ ବାଇବେଲ

ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷତେ ରେ ଲକ୍ସ୍ଟଚି ରକ୍ସ୍ଟହ।

Cross references

ଯିହୋଶୂୟ 8:3

ତେଣୁ ଯିହାଶୂେୟ ତାଙ୍କର ସମସ୍ତ ସୈନ୍ଯ ଦଳ ଅଯକକ୍ସ୍ଟ ଆକ୍ରମଣ କରିବାକୁ ଆଗଇେ ନେଲେ। ଏହାପରେ ଯିହାଶୂେୟ ତାଙ୍କର 30,000 ନିପୂଣ ୈସନ୍ଯମାନଙ୍କୁ ବିଛିଲେ। ସମାନଙ୍କେୁ ସହେି ରାତ୍ରି ରେ ପଠାଇ ଦେଲେ।

ଯିହୋଶୂୟ 8:4

ଯିହାଶୂେୟ ସମାନଙ୍କେୁ ନିର୍ଦ୍ଦେଶ ଦଇେ କହିଲେ, ତୁମ୍ଭମାନେେ ମାରେ କଥାକକ୍ସ୍ଟ ଭଲ ଭାବରେ ଶକ୍ସ୍ଟଣ। ତୁମ୍ଭମାନେେ ନଗର ବାହା ରେ ଲକ୍ସ୍ଟଚି ରହିବ। ଆକ୍ରମଣ କରିବା ସମୟ ପର୍ୟ୍ଯନ୍ତ ଅପେକ୍ଷା କରିବ। ସହରଠାରକ୍ସ୍ଟ ଦୂରକକ୍ସ୍ଟ ୟିବ ନାହିଁ। ସର୍ବଦା ପ୍ରସ୍ତକ୍ସ୍ଟତ ଥିବ ଏ ନଜର ରଖିଥିବ।

ଆୟୁବ ପୁସ୍ତକ 24:14

ହତ୍ଯାକାରୀ ସକାଳୁ ଉଠି ଗରିବ ଅସହାୟ ଲୋକକୁ ହତ୍ଯା କରେ ଏବଂ ରାତି ରେ ସେ ଚୋର ପାଲଟିୟାଏ।

ଗୀତସଂହିତା 36:4

ରାତ୍ରିରେ ସେ ମୂଲ୍ଯହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ୟ୍ଯ କରେ ନାହିଁ ଏବଂ ସେ ମନ୍ଦ କାର୍ୟ୍ଯ କରିବାରୁ ବିମୁଖ ହୁଏ ନାହିଁ।

ହିତୋପଦେଶ 1:11

ସହେି ଲୋକମାନେ ତୁମ୍ଭକୁ କହିପାରନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭମାନେେ ରକ୍ତପାଦ କରିବାକୁ ଚାହିଁ ବସୁ। ନିର୍ଦ୍ଦୋଶମାନଙ୍କୁ ବିନା କାରଣ ରେ ଧରିବାକୁ ଗୁପ୍ତ ରେ ଲୁଚି ରହୁ।

ହିତୋପଦେଶ 4:16

ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 3:15

ଲୋକେ ଅନ୍ୟକୁ ଆଘାତ ଓ ହତ୍ଯା କରିବା ପାଇଁ ସର୍ବଦା ପ୍ରସ୍ତୁତ

Interlinear

Choose Theme