ଗଣନା ପୁସ୍ତକ 5:19 · ଓଡ଼ିଆ ବାଇବେଲ
ଆଉ ଯାଜକ ସହେି ସ୍ତ୍ରୀକୁ ଶପଥ କରାଇ କହିବ, 'ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶଯନ କରି ଶରୀର ମିଳନ ନଥାଏ, ତୁମ୍ଭେ ଯେତବେେଳେ ତୁମ୍ଭ ସ୍ବାମୀକୁ ବିବାହ କରିଥିଲ, ତବେେ ଏହି ଶାପୟୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
Cross references
ଗଣନା ପୁସ୍ତକ 5:12
ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ କୁହ, କୌଣସୀ ମନୁଷ୍ଯର ସ୍ତ୍ରୀ ଯବେେ ବିପଥଗାମିନୀ ହାଇେ ତାହା ବିରୁଦ୍ଧ ରେ ସତ୍ଯ ଲଘଂନ କରେ,
ଗଣନା ପୁସ୍ତକ 5:28
କିନ୍ତୁ ଯଦି ସହେି ସ୍ତ୍ରୀ ଅସତ୍ଯ ବ୍ଯବହାର ନକରିଥାଏ କିନ୍ତୁ ପବିତ୍ର, ତବେେ ସହେି ଅଭିଶାପରୁ ମୁକ୍ତ ହବେ ଏବଂ ଗର୍ଭଧାରଣ କରିବ।
ମାଥିଉଲିଖିତ ସୁସମାଚାର 26:63
ଯୀଶୁ କିନ୍ତୁ ଚୁପ୍ ରହିଲେ।
ରୋମୀୟଙ୍କ ପ୍ରତି ପତ୍ର 7:2
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।