ତାଙ୍କ ସମୟରେ ବୈଥଲେୀର ହୀଯଲେ ଯିରୀହାେ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହାଶୂେୟଙ୍କ ଦ୍ବାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତବେେଳେ ସେ ନଗର ରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମପୁତ୍ର ଅବୀରାମ ମଲା ଓ ଯେତବେେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ଯୁ ହେଲା।
Cross references
ସହେି ସମୟରେ ୟିହୋଶୂଯ ଏହି ପ୍ରତିଜ୍ଞା କରିଥିଲେ, ଯେ କହେି ଯିରୀହାେ ନଗର ପକ୍ସ୍ଟନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ବାରା ଶାପଗ୍ରସ୍ତ ହବେ, ସେ ଆପଣା ଜେଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଦ୍ବାରମାନ ସ୍ଥାପନ କରିବ।
ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।
ଏହି ଲୋକମାନଙ୍କୁ ପରେ ଦାଉଦ କହିଲେ ଓ ସେ ସମାନଙ୍କେୁ ଭଟେିବା ପାଇଁ ପୁରୁଷମାନଙ୍କୁ ପଠାଇଲେ, କାରଣ ସମାନେେ ଅତି ଲଜ୍ଜିତ ହାଇେଥିଲେ। ରାଜା ସମାନଙ୍କେୁ କହିଲେ, ତୁମ୍ଭର ଦାଢି ବଢିବା ପର୍ୟ୍ଯନ୍ତ ତୁମ୍ଭମାନେେ ଯିରୀହାେ ରେ ଥାଅ। ଏହାପରେ ଯିରୁଶାଲମକୁ ଫରେି ଆସିବ।
ପରମେଶ୍ବର କହିଲେ, ତେଣୁ, ତୁମ୍ଭର ସହେି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସହେି ଭବିଷ୍ଯଦ୍ବକ୍ତାଗଣ କଣ ଏପର୍ୟ୍ଯନ୍ତ ବଞ୍ଚିଛନ୍ତି?
ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।