କିନ୍ତୁ ଏହାର ପ୍ରତି ବଦଳ ରେ ତୁମ୍ଭମାନେେ ସହେି ଦେଶ ରେ ଲୋକମାନଙ୍କ ସହିତ କୌଣସି ନିଯମ କରିବା ଉଚିତ୍ ନକ୍ସ୍ଟହଁ। ତୁମ୍ଭମାନେେ ସମାନଙ୍କେର ୟଜ୍ଞଦବେୀ ସବୁ ଭାଙ୍ଗି ପକାଇବ। ମୁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭମାନେେ କୌଣସି କର୍ଣର୍ଣପାତ କଲନାହିଁ।
Cross references
ସଦାପ୍ରଭୁ ପରମେଶ୍ବର ଆଦମକୁ କହିଲେ, ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କଣ ଉଦ୍ୟାନର ସହେି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି!
ଏହାପରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡ଼ାକ ପକାଉଛି।
ତେଣୁ ଫାରୋ ଅବ୍ରାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ମାେ ପ୍ରତି ଏପରି ମନ୍ଦ ଆଚ଼ରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନଥିଲ! କାହିଁକି?
ତୁମ୍ଭେ ସମାନଙ୍କେ ସହିତ କିମ୍ବା ସମାନଙ୍କେ ଦବେତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।
ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ। ସେମାନେ ବାସ କଲେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ତୁମ୍ଭେ ଯେବେ ସେମାନଙ୍କ ଦେବତାଗଣଙ୍କୁ ପୂଜା କର, ତେବେ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।”
ମାଶାେ ହାରୋଣଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ପାଇଁ କ'ଣ କଲେ? କାହିଁକି ତୁମ୍ଭେ ତାକୁ ଏପରି ପାପ କରିବାକୁ ଆଗଇେ ନଲେ?
ସାବଧାନ! ତୁମ୍ଭମାନେେ ଯେଉଁ ଦେଶକୁ ଯାଉଛ ସମାନଙ୍କେ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭମାନେେ ସହେି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତବେେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହବେ।
ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।
ୟ ତବେଳେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସମାନଙ୍କେୁ ପରାସ୍ତ କରିବ। ତୁମ୍ଭେ ସମାନଙ୍କେ ସହିତ କୌଣସି ସନ୍ଧି କରିବ ନାହିଁଅଥବା ଦୟା ଦଖାଇବେ ନାହିଁ। ତୁମ୍ଭେ ସମାନଙ୍କେୁ ସଂପୂର୍ଣରୂପେ ଧ୍ବଂସ କରିବ।
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତ ରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସମାନଙ୍କେୁ ଗ୍ରାସ କରିବ। ତୁମ୍ଭର ଚକ୍ଷକ୍ସ୍ଟ ସମାନଙ୍କେୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସମାନଙ୍କେ ଦବଗେଣକକ୍ସ୍ଟ ସବୋ କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ବରୂପ ହବେ।
ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।
ତୁମ୍ଭମାନେେ ଯେଉଁ ଗୋଷ୍ଠୀଯମାନଙ୍କୁ ଅଧିକାର କରିବ, ସମାନଙ୍କେର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମକ୍ସ୍ଟହ ଉପରେ ଓ ପ୍ରେତ୍ୟକକ ସତଜେ ବୃକ୍ଷ ତଳେ, ଯେଉଁସବୁ ସ୍ଥାନ ରେ ନିଜ ନିଜ ଦବେତାମାନଙ୍କୁ ପୂଜା କଲେ, ସହେି ସକଳ ସ୍ଥାନ ନିଶ୍ଚଯ ବିନଷ୍ଟ କରିବ।
ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧିଅରେ ନିଶ୍ବାସଧାରୀ କାହାରିକି ସଜୀବ ରଖିବ ନାହଁ।
ତେଣୁ ଇଶ୍ରାୟେଲୀୟ ଲୋକମାନେ ହିଦ୍ଦୀଯ ଲୋକମାନଙ୍କୁ କହିଲେ, କଜାେଣି ତୁମ୍ଭମାନେେ ଆମ୍ଭମାନଙ୍କ ମଧିଅରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିଯମ କରିପାରିବକ୍ସ୍ଟ ନାହିଁ। ଯେପର୍ୟ୍ଯନ୍ତ ଆମ୍ଭେ ନ ଜାଣିଛକ୍ସ୍ଟ ତୁମ୍ଭେ କେଉଁଠାରକ୍ସ୍ଟ ଆସିଛ।
ତେଣୁ ସଦାପ୍ରଭୁ ଇଶ୍ରାୟେଲବାସୀମାନଙ୍କ ଉପରେ କ୍ଷକ୍ସ୍ଟବ୍ଧ ହେଲେ। ଏବଂ ସେ କହିଲେ, ମୁ ଯେଉଁ ନିଯମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହା ଜାତି ତାହା ଉଲଙ୍ଘନ କରିଛି। ସମାନେେ ମାରେ କଥା ଶୁଣିଲେ ନାହିଁ।
ମୁ ତୁମ୍ଭମାନଙ୍କୁ କହିଲି, 'ମୁ ହିଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର। ଇମାରେୀୟଙ୍କ ଦବେତାମାନଙ୍କୁ ପୂଜା କର ନାହିଁ, ଯେଉଁମାନଙ୍କ ଦେଶ ରେ ତୁମ୍ଭମାନେେ ବାସ କରୁଛ। ମାତ୍ର ତୁମ୍ଭମାନେେ ମାରେ କଥା ଶକ୍ସ୍ଟଣିଲ ନାହିଁ।
ଗିଦ୍ଦିୟୋନ ଏହିସବୁ ସକ୍ସ୍ଟବର୍ଣ୍ଣ ରେ ଏକ ଏଫୋଦ ତିଆରି କଲେ। ସେ ଏହାକକ୍ସ୍ଟ ସମାନଙ୍କେ ନଗର ଅଫ୍ରା ରେ ରଖିଲେ। ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ସହେି ଏଫୋଦକକ୍ସ୍ଟ ଉପାସନା କଲେ। ଏହିପରି ଭାବରେ, ଏଫୋଦକକ୍ସ୍ଟ ଉପାସନା କରି ଇଶ୍ରାୟେଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବାସି ହେଲେ। ଏହି ଏଫୋଦ ଗିଦ୍ଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ବରୂପ ହେଲା, ଯାହାକି ସମାନଙ୍କେର ପାପର କାରଣ ହେଲା।
ଏହିସବୁ କର୍ମ ସମାପ୍ତ ହେଲାପରେ, ଇଶ୍ରାୟେଲୀୟ ମୁଖ୍ଯମାନେ ଆମ୍ଭ ନିକଟକୁ ଆସିଲେ ଓ ସମାନେେ କହିଲେ, ଏଜ୍ରା, ଇଶ୍ରାୟେଲର ଲୋକମାନେ, ଯାଜକମାନେ ଓ ଲବେୀୟମାନେ ଅନ୍ୟଦେଶୀ ଗୋଷ୍ଠୀଯମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସମାନଙ୍କେର ଅର୍ଥାତ୍ କିଣାନୀଯ, ହିତ୍ତୀଯ, ପରିଷୀଯ ୟିବୂଷୀଯ, ଅେମ୍ମାନୀୟ, ମାୟୋବୀଯ, ମିସ୍ରୀଯ ଓ ଇ ମାରେୀଯମାନଙ୍କର ଘୃଣା ଯୋଗ୍ଯ କର୍ମ ଅନୁସାରେ କରୁଅଛନ୍ତି।
ଏବେ ହେ ଆମ୍ଭର ପରମେଶ୍ବର, ଏହାପରେ ଆମ୍ଭମାନଙ୍କର କ'ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!
ପରମେଶ୍ବର ଅନ୍ୟ ଜାତିମାନଙ୍କୁ ସହେି ଭୂମିରୁ ବିତାଡ଼ିତ କଲେ। ପରମେଶ୍ବର ସହେି ଭୂମିରୁ ପ୍ରେତ୍ୟକକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇଶ୍ରାୟେଲର ପରିବାରବର୍ଗକୁ ସମାନଙ୍କେ ତମ୍ବୁରେ ରହିବାକୁ ଦେଲେ।
କିଣାନୀଯଠାରେ ରହୁଥିବା ଅନ୍ୟ ବିଦେଶୀଯମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ବର କହିଲେ, କିନ୍ତୁ ଇଶ୍ରାୟେଲୀୟମାନେ ତାଙ୍କ କଥା ମାନିଲେ ନାହିଁ।
ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠା ରେ କେଉଁ ଅନ୍ଯାଯ ଦେଖିଲେ ଯେ ସମାନେେ ଆମ୍ଭଠାରୁ ଦୂ ରଇେ ୟାଇଅଛନ୍ତି ଓ ଅସାର ଦବେତାମାନଙ୍କର ପଶ୍ଚାଦ୍ ଗମନ କରି ଅସାର ହାଇେଅଛନ୍ତି ?
ଆଉ ଏବେ ଶୀହାରରେ ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?
ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯପ୍ରତି ଧ୍ଯାନ ଦିଅ। ଆମ୍ଭେ କ'ଣ ଇଶ୍ରାୟେଲ ପ୍ରତି ପ୍ରାନ୍ତରସ୍ବରୂପ କିଅବା ନିବିଡ଼ ଅନ୍ଧକାରମଯ ଦେଶ ସ୍ବରୂପ ହାଇେଅଛୁ ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, 'ଆମ୍ଭମାନେେ ବନ୍ଧନମୁକ୍ତ ହାଇେଅଛୁ, ଆମ୍ଭମାନେେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?'
ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।
କବଳେ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, 'ତୁମ୍ଭମାନେେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ବର ହବୋ ଓ ତୁମ୍ଭମାନେେ ଆମ୍ଭର ଲୋକ ହବେ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭମାନେେ ସହେି ପଥରେ ଚାଲିଲେ ତୁମ୍ଭମାନଙ୍କର ମଙ୍ଗଳ ହବେ।'
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?
ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।
ଏବେ ବିଚାରର ସମୟ ଆସିଛି। ତାହା ପରମେଶ୍ବରଙ୍କ ପରିବାରଠାରୁ ଆରମ୍ଭ ହବେ। ଯଦି ସହେି ବିଚାର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ବରଙ୍କ ସୁସମାଚାର ଗ୍ରହଣ କରି ନାହାଁନ୍ତି, ସମାନଙ୍କେର କି ଅବସ୍ଥା ହବେ ?