Home Bibles ପ୍ରଥମ ଶାମୁୟେଲ 19:14 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 19:14 · ଓଡ଼ିଆ ବାଇବେଲ

ଦାଉଦଙ୍କକ୍ସ୍ଟ ଧରିନବୋ ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, ସେ ପିଡିତ ଅଛନ୍ତି।

Cross references

ଯିହୋଶୂୟ 2:5

ସଂନ୍ଧ୍ଯା ସମୟରେ ଯେତବେେଳେ ଆମ୍ଭର ଫାଟକ ବନ୍ଦ କରିବା ସମୟ ହେଲା, ସହେି ଲୋକମାନେ ଏ ସ୍ଥାନ ପରିତ୍ଯାଗ କରି ଗ୍ଭଲିଗଲେ। ମୁ ଜାଣେ ନାହିଁ ସମାନେେ କେଉଁଠାକକ୍ସ୍ଟ ଗଲେ। କିନ୍ତୁ ତୁମ୍ଭେ ଯଦି ଶିଘ୍ର ସମାନଙ୍କେୁ ଅନକ୍ସ୍ଟଧାବନ କର ତବେେ ତୁମ୍ଭେ ସମାନଙ୍କେୁ ନିଶ୍ଚଯ ଧରି ପାରିବ।

ଦିତୀୟ ଶାମୁୟେଲ 16:17

ଅବଶାଲୋମ ହୂଶଯକକ୍ସ୍ଟ କହିଲେ, ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ବସ୍ତ ନକ୍ସ୍ଟହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?

ଦିତୀୟ ଶାମୁୟେଲ 17:20

ଅବଶାଲୋମର ଦାସମାନେ ସହେି ସ୍ତ୍ରୀର ଗୃହକକ୍ସ୍ଟ ଆସି ପଚାରିଲେ, ଅହୀମାସ ଓ ଯୋନାଥନ କାହାଁନ୍ତି?

Interlinear

Choose Theme