ଯିହୋଶୂୟ 19:40 · ଓଡ଼ିଆ ବାଇବେଲ
ଏହାପରେ ଦାନ୍ ପରିବାରବର୍ଗମାନଙ୍କୁ ସଲ୍ଗମ ବାଣ୍ଟ ଉଠିଲା, ସହେି ଭୂମିର ସମସ୍ତ ଭାଗଟି ଦିଆଗଲା।
Cross references
ଆଦି ପୁସ୍ତକ 35:25
ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।
ଗଣନା ପୁସ୍ତକ 26:55
ତୁମ୍ଭେ ଗୁଳାବାଣ୍ଟ ଦ୍ବାରା ଦେଶ ଭାଗ କରିବା ଉଚିତ୍। ସମାନେେ ନିଜ ନିଜ ପରିବାରବର୍ଗର ନାମ ଅନୁସାରେ ଭାଗ ପାଇବା ଉଚିତ୍।
ଯିହୋଶୂୟ 10:40
ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
ବିଚାରକର୍ତାମାନଙ୍କ ବିବରଣ 18:1
ସହେି ସମୟରେ ଇଶ୍ରାୟେଲ ମଧିଅରେ ରାଜା ନ ଥିଲେ। ସହେି ସମୟରେ ଦାନ ପରିବାରବର୍ଗର ବସତି ନିମନ୍ତେ ଭୂଖଣ୍ତ ଖାଜେକ୍ସ୍ଟଥିଲେ। କାରଣ ସେ ପର୍ୟ୍ଯନ୍ତ ସମାନେେ ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭୂମି ପାଇଲେ ନାହିଁ।
ଯିହିଜିକଲ 48:1
ଉତ୍ତର ସୀମା ଭୂମଧ୍ଯ ସାଗରଠାରୁ ପୂର୍ବକୁ ହତ୍ଲୋନ,